ଘରକୁ ଫେରୁଥିବା ବେଳେ ମାଡ଼ିଗଲା ବୋଲେରୋ, ଚାଲିଗଲା ଯୁବକଙ୍କ ଜୀବନ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଗ୍ୟାରେଜରୁ କାମ ସାରି ଚାଲି ଚାଲି ନିଜ ଘରକୁ ଫେରୁଥିବା ବେଳେ ବୋଲେରୋ ଧକ୍କାରେ ଚାଲିଗଲା ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଡିମିରିଝରି ଗାଁର ଜଗନ୍ନାଥ ପ୍ରଧାନଙ୍କ ଜୀବନ। ଏହାକୁ ନେଇ ଆଜି ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଡିମିରିଝରି ଗାଁର ଜଗନ୍ନାଥ ପ୍ରଧାନ ଗ୍ୟାରେଜରୁ କାମ ସାରି ଚାଲି ଚାଲି ଘରକୁ ଫେରୁଥିଲେ। ତେବେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଡିମିରିଝରି ଗାଁ ନିକଟରେ ତାଙ୍କ ଉପରେ ଦ୍ରୁତ […]

nayagardh

nayagardh

Manoranjan Sial
  • Published: Saturday, 03 August 2019
  • Updated: 03 August 2019, 07:18 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଗ୍ୟାରେଜରୁ କାମ ସାରି ଚାଲି ଚାଲି ନିଜ ଘରକୁ ଫେରୁଥିବା ବେଳେ ବୋଲେରୋ ଧକ୍କାରେ ଚାଲିଗଲା ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଡିମିରିଝରି ଗାଁର ଜଗନ୍ନାଥ ପ୍ରଧାନଙ୍କ ଜୀବନ। ଏହାକୁ ନେଇ ଆଜି ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

ଡିମିରିଝରି ଗାଁର ଜଗନ୍ନାଥ ପ୍ରଧାନ ଗ୍ୟାରେଜରୁ କାମ ସାରି ଚାଲି ଚାଲି ଘରକୁ ଫେରୁଥିଲେ। ତେବେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଡିମିରିଝରି ଗାଁ ନିକଟରେ ତାଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବୋଲେରୋ ମାଲିକଙ୍କ ଗ୍ୟାରେଜରେ ଭଙ୍ଗାରୁଜା କରିଥିଲେ। ଏପରିକି ପୋଡ଼ାଜଳା କରିଥିଲେ।

ଅଭିଯୋଗ ଅନୁସାରେ, ଦୁର୍ଘଟଣା ଘଟାଇଥିବା ବୋଲେରୋ ମାଲିକଙ୍କ ସହ ମୃତ ଶ୍ରୀ ପ୍ରଧାନଙ୍କର ପୂର୍ବରୁ ବିବାଦ ଲାଗି ରହିଥିଲା। ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story