ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନା ଟେଷ୍ଟିଂ ବଢୁଛି। ହେଲେ ସେହି ଅନୁପାତରେ ବଢୁନି ପଜିଟିଭ୍ ସଂଖ୍ୟା। ଏଥିରୁ ସଂକ୍ରମଣ ଟ୍ରେଣ୍ଡ ତଳମୁହାଁ ହୋଇଥିବାର ସଂକେତ ମିଳୁଛି। ଗତ କିଛି ଦିନର ଟେଷ୍ଟିଂ ଓ ଚିହ୍ନଟରେ ପଜିଟିଭ ସଂଖ୍ୟାକୁ ଦେଖି ଏପରି ଆକଳନ କରାଯାଇଛି। ଗତ ୯ ତାରିଖରେ ୧୬ ହଜାର ୯୩ ସାମ୍ପୁଲ ଟେଷ୍ଟ ହୋଇଥିଲା। ସେଥିରୁ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୭୩୪ ଚିହ୍ନଟ ହୋଇଥିଲା। ୧୦ ତାରିଖରେ ୧୯ ହଜାର ୮୩ ଟେଷ୍ଟ ଭିତରୁ ୧୫୨୮ […]

corona

corona

Manoranjan Sial
  • Published: Wednesday, 12 August 2020
  • Updated: 12 August 2020, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନା ଟେଷ୍ଟିଂ ବଢୁଛି। ହେଲେ ସେହି ଅନୁପାତରେ ବଢୁନି ପଜିଟିଭ୍ ସଂଖ୍ୟା। ଏଥିରୁ ସଂକ୍ରମଣ ଟ୍ରେଣ୍ଡ ତଳମୁହାଁ ହୋଇଥିବାର ସଂକେତ ମିଳୁଛି। ଗତ କିଛି ଦିନର ଟେଷ୍ଟିଂ ଓ ଚିହ୍ନଟରେ ପଜିଟିଭ ସଂଖ୍ୟାକୁ ଦେଖି ଏପରି ଆକଳନ କରାଯାଇଛି।

ଗତ ୯ ତାରିଖରେ ୧୬ ହଜାର ୯୩ ସାମ୍ପୁଲ ଟେଷ୍ଟ ହୋଇଥିଲା। ସେଥିରୁ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୭୩୪ ଚିହ୍ନଟ ହୋଇଥିଲା। ୧୦ ତାରିଖରେ ୧୯ ହଜାର ୮୩ ଟେଷ୍ଟ ଭିତରୁ ୧୫୨୮ ପଜିଟିଭ୍ ବାହାରିଥିଲେ। ସେହିପରି ୧୧ ଅଗଷ୍ଟରେ ୨୩ ହଜାର ୩୫ ଟେଷ୍ଟରୁ ପଜିଟିଭଙ୍କ ସଂଖ୍ୟା ଥିଲା ୧୩୪୧। ଆଜି ୩୨ ହଜାର ୦୫୩ ଜଣଙ୍କ ନମୁନା ଟେଷ୍ଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧ହଜାର ୮୭୬। ଏଭଳି ସ୍ଥିତି ରାଜ୍ୟ ପାଇଁ ଭଲ ଖବର ଓ ଏଭଳି ଟ୍ରେଣ୍ଡ ଜାରି ରହିଲେ ଆଗକୁ କରୋନା ସ୍ଥିତିରେ ସୁଧାର ଆସିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ସେପଟେ ଆଜି ୩୨ ହଜାର ସାମ୍ପଲ ମଧ୍ୟରୁ ୮ ହଜାର ୪୪୦ର RTPCR, ୨୩ ହଜାର ୪୯୦ ଆଣ୍ଟିଜେନ ଓ ୧୨୩ ଟ୍ରୁନେଟ୍ ଟେଷ୍ଟ ହୋଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟରେ ୫୦ ହଜାର ଟେଷ୍ଟିଂ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆବଶ୍ୟକ ହେଲେ ଏହାକୁ ବଢାଯାଇପାରେ। ତେବେ ମୃତ୍ୟୁସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍। ଆଜି ରାଜ୍ୟରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଗଂଜାମରୁ ୪, ରାୟଗଡ଼ା ୨, ଅନୁଗୋଳ, ବାଲେଶ୍ୱର ଓ ଖୋର୍ଦ୍ଧାର ଜଣେ ଲେଖାଁଏ ମୃତ୍ୟୁବରଣ କରିଛନ୍ତି। ଏଥି ସହିତ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୦୫ରେ ପହଞ୍ଚିଛି।

ସେପଟେ କୋଭିଡ୍ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୯୭, ସୁନ୍ଦରଗଡରୁ ୧୧୯, କଟକରୁ ୧୦୯, ଯାଜପୁର ୫୩ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧା, ସୁନ୍ଦରଗଡ, କଟକ ଓ ଯାଜପୁର ଜିଲ୍ଲାକୁ ଅଧିକ ଧ୍ୟାନ ଦେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଲକ୍ଷଣ ଥିଲେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି। ସେହିପରି ଅଧିକ ପଜିଟିଭ୍‌ ଚିହ୍ନଟ ହେଉଥିବା ଜିଲ୍ଲାକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି।

ସେପଟେ ଆଗକୁ ଅନ୍ୟ କିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ RTPCR ଟେଷ୍ଟ ବ୍ୟବସ୍ଥା କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଏବେ ସୁଦ୍ଧା ୧୪୯ ଜଣ ଡୋନର ପ୍ଲାଜାମା ଦାନ କରିଥିବା ବେଳେ ୧୩୨ ଜଣ ପ୍ଲାଜାମ ଥେରାପିରେ ଚିକତ୍ସିତ ହେଉଛନ୍ତି। ସେହିପରି ପ୍ଲାଜମା ଥେରାପି ଦ୍ୱାରା ଏଯାଏଁ ୧୦ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆଖିଦୃଶିଆ ଉନ୍ନତି ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story