ବ୍ୟାଙ୍କରେ ମେଳା! କିଛି ମାନିଲେନି ଅମାନିଆ

ଆଳି (ବନମାଳି ସାହୁ): ମହାମାରୀ ‘କରୋନା’ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ବସିଲାଣି। ଏଥିରୁ ବର୍ତ୍ତି ପାରିନି ଭାରତ। ଆଜି ସୁଦ୍ଧା ୧୫୦୦ରୁ ଅଧିକଙ୍କ ଜୀବନ ଗଲାଣି। ଏହା ସତ୍ତ୍ୱେ ଲୋକ ସଚେତନ ହେଉନାହାନ୍ତି। ସରକାରଙ୍କ ସମାଜିକ ଦୂରତା ମନ୍ତ୍ରକୁ ଏ କାନରେ ପୂରାଇ ସେ କାନରେ ବାହାର କରିଦେଉଛନ୍ତି। ‘କରୋନା’ରୁ ବର୍ତ୍ତିବା ପାଇଁ ନା ପିନ୍ଧୁଛନ୍ତି ମାକ୍ସ ନା ରଖୁଛନ୍ତି ସାମାଜିକ ଦୂରତା। ଆଜି ଏମିତି ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ରାଜକନିକା ଥାନା […]

bank

bank

Manoranjan Sial
  • Published: Thursday, 07 May 2020
  • Updated: 07 May 2020, 09:30 PM IST

Sports

Latest News

ଆଳି (ବନମାଳି ସାହୁ): ମହାମାରୀ ‘କରୋନା’ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ବସିଲାଣି। ଏଥିରୁ ବର୍ତ୍ତି ପାରିନି ଭାରତ। ଆଜି ସୁଦ୍ଧା ୧୫୦୦ରୁ ଅଧିକଙ୍କ ଜୀବନ ଗଲାଣି। ଏହା ସତ୍ତ୍ୱେ ଲୋକ ସଚେତନ ହେଉନାହାନ୍ତି। ସରକାରଙ୍କ ସମାଜିକ ଦୂରତା ମନ୍ତ୍ରକୁ ଏ କାନରେ ପୂରାଇ ସେ କାନରେ ବାହାର କରିଦେଉଛନ୍ତି। ‘କରୋନା’ରୁ ବର୍ତ୍ତିବା ପାଇଁ ନା ପିନ୍ଧୁଛନ୍ତି ମାକ୍ସ ନା ରଖୁଛନ୍ତି ସାମାଜିକ ଦୂରତା। ଆଜି ଏମିତି ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।

ରାଜକନିକା ଥାନା ଅଶୋକ ବଜାରରେ ରହିଛି ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖା। ‘କରୋନା’ ସତ୍ତ୍ୱେ ଜୀବନକୁ ବାଜି ଲଗାଇ କର୍ମଚାରୀମାନେ ଶାଖା କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ସେବା ଯୋଗାଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌କୁ ପାଳନ କରିବାକୁ ଯାଇ ବ୍ୟାଙ୍କ ସମ୍ମୁଖରେ ରଙ୍ଗରେ ଗୋଲେଇ କରାଯାଇଛି। ବ୍ୟାରିକେଡ୍‌ ମଧ୍ୟ ବନ୍ଧା ଯାଇଛି। ହେଲେ ଆମ ଅମାନିଆ ଲୋକମାନେ ବିନା ମାକ୍ସରେ ଦଳଦଳ ହୋଇ ବ୍ୟାଙ୍କ ଭିତରେ ପଶୁଛନ୍ତି। ଏପରିକି କାଉଣ୍ଟର ପାଖରେ ଠେଲାପେଲା ବି ହେଉଛନ୍ତି। ସାମାଜିକ ଦୂରତ୍ୱକୁ ଫୁ’ କରି ଉଡାଇ ଦେଉଛନ୍ତି। ମଝିରେ ମଝିରେ ବ୍ୟାଙ୍କ କର୍ମଚାରୀମାନେ ଆସି ତାଗିଦ କରୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story