ଅଯଥାରେ ବିଭ୍ରାନ୍ତ ସୃଷ୍ଟି କରୁଛି କଂଗ୍ରେସ: ପୃଥ୍ୱୀରାଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସ୍ପିକ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଅପାରଗତା ବିରୁଦ୍ଧରେ ଅନଲାଇନ୍ କ୍ୟାମ୍ପେନ୍ ଚଳାଇବାକୁ ଯାଉଥିବା କଂଗ୍ରେସକୁ କଡ଼ା ଭାଷାରେ ବିଜେପି ସମାଲୋଚନା କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତାକାଲି ସ୍ପିକ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ପ୍ରାୟ ୧୦ହଜାର ଲୋକ ସାମିଲ ହେବେ ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ ପଦାରେ ପକାଇବେ ବୋଲି କହିବାପରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ […]

bjp-1-1

bjp-1-1

Manoranjan Sial
  • Published: Wednesday, 27 May 2020
  • Updated: 27 May 2020, 09:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସ୍ପିକ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଅପାରଗତା ବିରୁଦ୍ଧରେ ଅନଲାଇନ୍ କ୍ୟାମ୍ପେନ୍ ଚଳାଇବାକୁ ଯାଉଥିବା କଂଗ୍ରେସକୁ କଡ଼ା ଭାଷାରେ ବିଜେପି ସମାଲୋଚନା କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତାକାଲି ସ୍ପିକ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ପ୍ରାୟ ୧୦ହଜାର ଲୋକ ସାମିଲ ହେବେ ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ ପଦାରେ ପକାଇବେ ବୋଲି କହିବାପରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଯେଉଁସବୁ ପ୍ରସଙ୍ଗ ଉଠାଇଥିଲେ ତା’ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଅଯଥାରେ କଂଗ୍ରେସ ବିଭ୍ରାନ୍ତ ସୃଷ୍ଟି କରୁଛି। ଶ୍ରମିକ, ଚାଷୀ, ଗରିବଙ୍କ ପାଇଁ କେନ୍ଦ୍ର ସବୁ ସାହାଯ୍ୟ କରୁଛି। ଆର୍ଥିକ ବ୍ୟବସ୍ଥା ଉପରେ ମଧ୍ୟ କେନ୍ଦ୍ର ସରକାର ବିଚାର କରୁଛନ୍ତି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦେଶରେ ଅରାଜକତା ସୃଷ୍ଟି କରଉଛି। ଚାଷୀ ନାଁ କହି ସରକାର ଗଢ଼ିଲେ, କିନ୍ତୁ ଚାଷୀଙ୍କ ଋଣ ଛାଡ଼ କଲେନି। କଂଗ୍ରେସ ଏବେ କିଛି ନବୁଝି ଏପରି ଅଭିଯୋଗ ଆଣୁଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story