ପୁରୀରେ କର୍ଫ୍ୟୁ କୋହଳ କଲା ଜିଲ୍ଲା ପ୍ରଶାସନ

ପୁରୀ(ଓଡ଼ିଶା ରିପୋର୍ଟର): ଧାର୍ଯ୍ୟ ସମୟ ପୂର୍ବରୁ ପୁରୀ ଜିଲ୍ଲାରେ କୋହଳ ହେଲା କର୍ଫ୍ୟୁ। ତିନି ରଥ ଶରଧାବାଲିରେ ଲାଗିବା ପରେ କର୍ଫ୍ୟୁ କୋହଳ କାରଯାଇଛି। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ୭ରୁ ଜିଲ୍ଲାରୁ କର୍ଫ୍ୟୁ ହଟାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ପୁରୀ ସହରର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ କର୍ଫ୍ୟୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବଡ଼ଶଙ୍ଖଠାରୁ ମାଟିଆପଡ଼ା ବସ୍‌ଷ୍ଟାଣ୍ଡ ଗୋଲେଇ ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ। […]

corfue

corfue

Manoranjan Sial
  • Published: Tuesday, 23 June 2020
  • Updated: 23 June 2020, 08:32 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଧାର୍ଯ୍ୟ ସମୟ ପୂର୍ବରୁ ପୁରୀ ଜିଲ୍ଲାରେ କୋହଳ ହେଲା କର୍ଫ୍ୟୁ। ତିନି ରଥ ଶରଧାବାଲିରେ ଲାଗିବା ପରେ କର୍ଫ୍ୟୁ କୋହଳ କାରଯାଇଛି। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ୭ରୁ ଜିଲ୍ଲାରୁ କର୍ଫ୍ୟୁ ହଟାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ତେବେ ପୁରୀ ସହରର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ କର୍ଫ୍ୟୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବଡ଼ଶଙ୍ଖଠାରୁ ମାଟିଆପଡ଼ା ବସ୍‌ଷ୍ଟାଣ୍ଡ ଗୋଲେଇ ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ। ଏପଟେ ରଥଟଣା କାର୍ଯ୍ୟ ଓ ଶ୍ରୀଜିଉଙ୍କ ନୀତି ଶୃଙ୍ଖଳିତ ଭାବେ ଶେଷ ହୋଇଥିବାରୁ ସେବାୟତଙ୍କୁ ସାଧୁବାଦ ଜଣାଇବା ସହ ସେବାୟତଙ୍କୁ ତୃତୀୟ କିସ୍ତିର ୫ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ରଥ ଟାଣିଥିବା ସେବାୟତଙ୍କୁ ସ୍ୱତନ୍ତ୍ର ଭାବେ ଏହି ପାଳିଆ ପୁରସ୍କାର ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story