ପୁଲିସ କମିଶନରଙ୍କୁ ସାବାସି ଦେଲେ ରାଜ୍ୟପାଳ, ଲେଖିଲେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଦୀର୍ଘ ୨୨ବର୍ଷ ପରେ ଗିରଫ କରିବାରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସଫଳ ହୋଇଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ତାଙ୍କୁ ପ୍ରଂଶସା କରିଛନ୍ତି। ଏହାସହିତ ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନକୁ ଉପଯୁକ୍ତ ଭାବେ ସ୍ୱୀକୃତି ଦେବାର ଆବଶ୍ୟକତା ରହିଛି ଓ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି। ଏଥିପାଇଁ ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏ […]

odisha-governer

odisha-governer

Ordigital Desk
  • Published: Thursday, 25 February 2021
  • Updated: 25 February 2021, 10:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଦୀର୍ଘ ୨୨ବର୍ଷ ପରେ ଗିରଫ କରିବାରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସଫଳ ହୋଇଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ତାଙ୍କୁ ପ୍ରଂଶସା କରିଛନ୍ତି। ଏହାସହିତ ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନକୁ ଉପଯୁକ୍ତ ଭାବେ ସ୍ୱୀକୃତି ଦେବାର ଆବଶ୍ୟକତା ରହିଛି ଓ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି। ଏଥିପାଇଁ ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପ୍ରଥମଥର ପାଇଁ ରାଜ୍ୟପାଳଙ୍କଠୁ ପୁଲିସକୁ ଏଭଳି ପ୍ରଶଂସା ମିଳିଛି।

ସୂଚନା ଅନୁସାରେ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ଭୁବନେଶ୍ୱର-କଟକର ପୁଲିସ କମିଶନର ଡଃ ସୁଧାଂଶୁ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ୨୨ବର୍ଷ ତଳେ ହୋଇଥିବା ଜଘଂନ୍ୟ ଅପରାଧର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ଦୈତନଗରୀ ପୁଲିସ ସଫଳ ହୋଇଛି। ଏହା ରାଜ୍ୟ ପୁଲିସର ପେଷାଦାର କାର୍ଯ୍ୟ ପ୍ରତି ନିଷ୍ଠା ଓ ପ୍ରତିବଦ୍ଧତାର ଦେଇଛି। ତେଣୁ ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନକୁ ଉପଯୁକ୍ତ ଭାବେ ସ୍ୱୀକୃତି ଦେବାର ଆବଶ୍ୟକତା ରହିଛି, ଯାହାକି ବହୁଳ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।

ତେଣୁ ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ ପୁଲିସ କମିଶନର ଓ ତାଙ୍କ ଟିମର ଅନ୍ୟ ଅଫିସରମାନଙ୍କୁ ମଧ୍ୟ ଏହି ଆଖିଦୃଶିଆ ସଫଳତା ପାଇଁ ସାବାସି ଜଣାଉଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀ ୧୯୯୯ ମସିହା ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାର ଶ୍ରେୟ ନେବାପରେ ପୁଲିସ ପ୍ରଶାସନର ଅନ୍ୟ ଏକ ଗୋଷ୍ଠୀ ଏବେ ତାଙ୍କୁ ସମାଲୋଚନା କରିବାରେ ଲାଗିଛି।  ରାଜ୍ୟପାଳଙ୍କ ଏହି ପ୍ରଶଂସା ପରୋକ୍ଷରେ ଶ୍ରୀ ଷଡ଼ଙ୍ଗୀଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story