ଲିଙ୍ଗରାଜଙ୍କ ଜମି ଆମେରିକୀୟ କମ୍ପାନୀକୁ ଟେକି ଦେବାକୁ ସରକାରୀ ଷଡ଼ଯନ୍ତ୍ର, ବିରୋଧ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସ ପଛପଟେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମିକୁ ଆମେରିକୀୟ ହୋଟେଲ କମ୍ପାନୀ ରାଡିସନ୍ ଗ୍ରୁପକୁ ଟେକିଦେବାକୁ ସରକାରୀ ସ୍ତରରେ ବଡ଼ଧରଣର ଷଡ଼ଯନ୍ତ୍ର ଚାଲିଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଏହି ଜମି ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ରାଜ୍ୟ ସରକାର ଏହାକୁ ନ୍ୟାୟାଳୟ ବାହାରେ ସମାଧାନ କରିବା ପାଇଁ ଅହେତୁକ ଆଗ୍ରହ ଦେଖାଇ ମହାପ୍ରଭୁଙ୍କ ଜମିକୁ ଉକ୍ତ ଆମେରିକୀୟ କମ୍ପାନୀକୁ ଫାଇଭଷ୍ଟାର ହୋଟେଲ ନିର୍ମାଣ ନିମନ୍ତେ ହସ୍ତାନ୍ତର ପାଇଁ […]

Shibandanda roy

Shibandanda roy

Ordigital Desk
  • Published: Monday, 21 February 2022
  • Updated: 21 February 2022, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସ ପଛପଟେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମିକୁ ଆମେରିକୀୟ ହୋଟେଲ କମ୍ପାନୀ ରାଡିସନ୍ ଗ୍ରୁପକୁ ଟେକିଦେବାକୁ ସରକାରୀ ସ୍ତରରେ ବଡ଼ଧରଣର ଷଡ଼ଯନ୍ତ୍ର ଚାଲିଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଏହି ଜମି ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ରାଜ୍ୟ ସରକାର ଏହାକୁ ନ୍ୟାୟାଳୟ ବାହାରେ ସମାଧାନ କରିବା ପାଇଁ ଅହେତୁକ ଆଗ୍ରହ ଦେଖାଇ ମହାପ୍ରଭୁଙ୍କ ଜମିକୁ ଉକ୍ତ ଆମେରିକୀୟ କମ୍ପାନୀକୁ ଫାଇଭଷ୍ଟାର ହୋଟେଲ ନିର୍ମାଣ ନିମନ୍ତେ ହସ୍ତାନ୍ତର ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ରାଜ୍ୟ କଂଗ୍ରେସ କଡ଼ା ଭାଷାରେ ନିନ୍ଦା କରିବା ସହ ମହାପ୍ରଭୁଙ୍କ ଜମିର ମାଲିକାନା ସୁରକ୍ଷା ଦାବି କରିଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନ୍ୟ ଏକ ମୂଲ୍ୟବାନ ଜମିକୁ ଖଣି ବ୍ୟବସାୟୀ ପି.ପ୍ରଭାକରନଙ୍କ ପତ୍ନୀ କ୍ରୟ କରିଥିବା ନେଇ ବଡ଼ଧରଣର ବିବାଦ ହେବା ପରେ ସରକାର ଉକ୍ତ ଜମି କିଣାବିକାକୁ ରଦ୍ଦ କରିବାକୁ ବାଧ୍ୟ ହୋଇଥିଲେ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ କହିଥିଲେ ଯେ, ନବୀନ ନିବାସର ପାଚେରୀକୁ ଲାଗି ଭୀମପୁର ମୌଜାରେ ଲିଙ୍ଗରାଜ ମହାପ୍ରଭୁଙ୍କ ୨.୮୬୫ ଏକର ଜମିକୁ ଗୋବିନ୍ଦ ମେକାପ ସେବାୟତ ଭାବେ ଉପଭୋଗ କରିଆସୁଥିଲେ । ତେବେ ଏହି ମନ୍ଦିର ଟ୍ରଷ୍ଟ ବୋର୍ଡ ସମ୍ପତ୍ତି ପରବର୍ତ୍ତୀ ସମୟରେ ଡି ଅନନ୍ଦା ରାଓ ଦୋରା ଓ ଅନ୍ୟମାନଙ୍କ ନାମରେ ବେଆଇନ ଭାବେ ଏକ ବିକ୍ରି ଚୁକ୍ତିନାମା ହୋଇଥିଲା। ଗୋବିନ୍ଦ ମେକାପଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ନିରଞ୍ଜନ ମେକାପ ଓ ଅନ୍ୟମାନେ ଏକ ରେଜିଷ୍ଟ୍ରିଭୁକ୍ତ ବିକ୍ରି କବଲା ଋତୁପର୍ଣ୍ଣା ଧିର ସାମନ୍ତଙ୍କ ନାମରେ ୨୦୦୯ ମାର୍ଚ୍ଚ ୩୦ତାରିଖରେ କରିଥିଲେ। ଏହି ଜମିରେ ଗୋଟିଏ ହୋଟେଲ ନିର୍ମାଣ ପାଇଁ ମେସର୍ସ ଆସୋଟେକ ମିଲନ ରିସୋଟର୍ସ ପ୍ରାଇଭେଟ ଲିମିଟେଡ଼ ସହ ଋତୁପର୍ଣ୍ଣା ଧିର ସାମନ୍ତ ଏକ ଯୌଥ କମ୍ପାନୀ ଗଠନ କରିଥିଲେ। ତେବେ ଏହାକୁ ନେଇ ବିବାଦ ହେବାରୁ ୨୦୧୩ ମସିହାରେ ଓଡ଼ିଶା ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ ହୋଇଥିଲା ଓ ୨୦୧୫ ମାର୍ଚ୍ଚ ୩୦ରେ ଶୁଣାଣି କରି ହାଇକୋର୍ଟ ଏହି ବିକ୍ରି କବଲାକୁ ଅସିିଦ୍ଧ ଘୋଷଣା କରିଥିଲେ। ଏହି ଜମିରେ ନିର୍ମାଣ କାର୍ଯ୍ୟ ବନ୍ଦ ଥିବାବେଳେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମେସର୍ସ ଆସୋଟେକ୍ ମିଲନ ରିସୋର୍ଟସ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଏହି ବିବାଦୀୟ ଜମିରେ ହୋଟେଲ ନିର୍ମାଣ କରିବା ପାଇଁ ରାଡିସନ୍ ଗ୍ରୁପକୁ ପ୍ଲାନ୍ ଆପ୍ରୁଭାଲ୍ ବିଡିଏ ଦେଇସାରିଛି। ଆଶ୍ଚର୍ଯ୍ୟର କଥା, ମହାପ୍ରଭୁ ଲିଙ୍ଗରାଜଙ୍କ ଜମିର ସୁରକ୍ଷା ବଦଳରେ ରାଡିସନ୍ ଗ୍ରୁପକୁ ହୋଟେଲ ନିର୍ମାଣ କରିବା ପାଇଁ ଟେକି ଦେବାକୁ ରାଜ୍ୟ ସରକାର ନିଜେ ଏହି ଜମି ବିବାଦର ନ୍ୟାୟାଳୟ ବାହାରେ ସମାଧାନ କରିବାକୁ ନିଜ ଓକିଲଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଉଭୟ ପକ୍ଷ ଆପୋଷ ସମାଧାନ ପାଇଁ ସହମତି ବୋଲି ଜଣାଇଛନ୍ତି । ଲିଙ୍ଗରାଜଙ୍କ ଜମି ଆଇନତଃ କିଣାବିକା ଅସିଦ୍ଧ ହୋଇଥିବାବେଳେ ଏଥିରେ ଜଡ଼ିତ ବ୍ୟକ୍ତିମାନଙ୍କୁ ସରକାର କାହିଁକି ଏତେ ଅନୁକମ୍ପା ଦେଖାଇଛନ୍ତି । ଏହି ଜମି ବିବାଦର ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟରେ କାହିଁକି ରାଜ୍ୟ ସରକାର ଆବେଦନ କରିଛନ୍ତି ବୋଲି ଶ୍ରୀ ରାୟ ପ୍ରଶ୍ନ କରିଛନ୍ତି। ଯେତେବେଳେ ଏ ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ରହିଛି, କାହା ସ୍ୱାର୍ଥକୁ ପୂରଣ କରିବା ପାଇଁ ସରକାର ଏ ପ୍ରକାରର ଏକ ଆବେଦନ କରିଛନ୍ତି? କେବଳ ସେତିକି ନୁହେଁ, ସରକାର ରାଜସ୍ୱ ସଚିବ, ଆଇନ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ଭୁବନେଶ୍ୱର ମ୍ୟୁନିସପାଲଟିର କମିଶନର, ବିଡିଏ ଉପାଧ୍ୟକ୍ଷ ଆଦିଙ୍କୁ ନେଇ ଏକ କମିଟି ଗଠନ କରି ଏହି ବିବାଦକୁ ସମାଧାନ କରିବା ପାଇଁ ଏତେ ତତ୍ପରତା ଦେଖାଇବା ପଛରେ କ’ଣ ରହସ୍ୟ, ତାହା ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ କହିଛି ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ କହିଛନ୍ତି ଯେ, ଭୀମପୁର ମୌଜାର ଏହି ଜମିଟି ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦର ଠାରୁ ମାତ୍ର କିଛି ଶହ ମିଟର ଦୂର । ଏହି ଅଂଚଳରେ ଅନ୍ୟ ବାସିନ୍ଦାମାନଙ୍କୁ ଏକମହଲାରୁ ଦ୍ୱିତୀୟ ମହଲା ଘର କରିବା ପାଇଁ ବିଡିଏ ଆପ୍ରୁଭାଲ ଦେଉ ନଥିଲା ବେଳେ ଏଠାରେ ଏକ ବହୁତଳ ହୋଟେଲ ହେବା ପାଇଁ କିଏ କାହିଁକି ଓ କାହା ସ୍ୱାର୍ଥରେ ଅନୁମତି ପ୍ରଦାନ କରିଛନ୍ତି? ଏହି ଅଂଚଳ ବିମାନ ବନ୍ଦର ପାଖାପାଖି ଅଂଚଳ ହୋଇଥିବା ହେତୁ ଏଠାରେ କୌଣସି ଉଚ୍ଚ ଅଟାଳିକା ନିର୍ମାଣ କରିବାକୁ ହେଲେ ସୁରକ୍ଷା ଦୃଷ୍ଟିରୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ନେବା ଅତ୍ୟନ୍ତ ଜରୁରୀ, ରାଡିସନ ହୋଟେଲ ଗ୍ରୁପକୁ ଏହି ଅନୁମତି ମିଳିଛି କି? ଏହି ଆମେରିକୀୟ ହୋଟେଲ କମ୍ପାନୀକୁ ମହାପ୍ରଭୁଙ୍କ ଜମି ଟେକି ଦେବାକୁ କିଏ କେତେ କୋଟି ଟଙ୍କା କେଉଁ ଭଳି ଭାବରେ ନେଇଛନ୍ତି, ତାହାର ତଥ୍ୟ ପ୍ରକାଶ କରିବା ସହ ସେବାୟତମାନଙ୍କୁ ମହାପ୍ରଭୁଙ୍କ ସେବା ପାଇଁ ଦିଆଯାଇଥିବା ଜମିକୁ ସେମାନଙ୍କ ମାଫର୍ତରେ ରଖାଯାଉ। ଆବଶ୍ୟକ ପଡ଼ିଲେ ଏଥିପାଇଁ ସୁପ୍ରିମକୋର୍ଟରେ ସରକାର ଆବେଦନ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ରଶ୍ମି ମହାପାତ୍ର ଓ ମିହିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story