ସୋଶାଲ୍‌ ମିଡ଼ିଆରୁ ସୂଚନା ପାଇ ପ୍ରସୂତିଙ୍କୁ ‘ବମ୍ୱେ’ ବ୍ଲଡ୍‌ ଦେଲେ ଦିଲ୍ଲୀପ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସାଧାରଣତଃ ବ୍ଲଡ୍‌ ଗ୍ରୁପ୍‌ O, A, B ଓ AB ଦେଖିବାକୁ ମିଳେ। ହେଲେ ବ୍ଲଡ ଗ୍ରୁପ୍‌ ‘ବମ୍ବେ’ ସମ୍ପର୍କରେ ହୁଏତ ଅନେକ ଜାଣି ନଥିବେ। ତେବେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଜଣେ ମହିଳାଙ୍କର ଏଭଳି ଗ୍ରୁପ୍‌ର ରକ୍ତ ଦରକାର ପଡ଼ିଲା। ଏ ସମ୍ପର୍କରେ ସୋଶାଲ୍‌ ମିଡିଆରେ ଜାଣିପାରି ମେଡିକାଲ୍‌ରେ ହାଜର ହୋଇଥିଲେ ରାଉରକେଲାର ଯୁବକ ଦିଲ୍ଲୀପ ବାରିକ। ଗଞ୍ଜାମ ପାତ୍ରପୁର ଅଞ୍ଚଳର ଜଣେ ମହିଳା ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ […]

blood-group-bombay-in-ganjam

blood-group-bombay-in-ganjam

Manoranjan Sial
  • Published: Saturday, 19 October 2019
  • Updated: 19 October 2019, 08:11 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସାଧାରଣତଃ ବ୍ଲଡ୍‌ ଗ୍ରୁପ୍‌ O, A, B ଓ AB ଦେଖିବାକୁ ମିଳେ। ହେଲେ ବ୍ଲଡ ଗ୍ରୁପ୍‌ ‘ବମ୍ବେ’ ସମ୍ପର୍କରେ ହୁଏତ ଅନେକ ଜାଣି ନଥିବେ। ତେବେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଜଣେ ମହିଳାଙ୍କର ଏଭଳି ଗ୍ରୁପ୍‌ର ରକ୍ତ ଦରକାର ପଡ଼ିଲା। ଏ ସମ୍ପର୍କରେ ସୋଶାଲ୍‌ ମିଡିଆରେ ଜାଣିପାରି ମେଡିକାଲ୍‌ରେ ହାଜର ହୋଇଥିଲେ ରାଉରକେଲାର ଯୁବକ ଦିଲ୍ଲୀପ ବାରିକ।

ଗଞ୍ଜାମ ପାତ୍ରପୁର ଅଞ୍ଚଳର ଜଣେ ମହିଳା ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। ଏହା ପରେ ସେ ରକ୍ତହୀନତାରୁ ଗୁରୁତର ହୋଇପଡ଼ି ଥିଲେ। ହେଲେ ତାଙ୍କ ବ୍ଲଡ୍ ଗ୍ରୁପ୍ ଜାଣିବା ପରେ ଖାଲି ପରିବାର ଲୋକେ ନୁହଁନ୍ତି, ବରଂ ମେଡିକାଲ ଓ ରକ୍ତଭଣ୍ଡାର କର୍ତ୍ତୃପକ୍ଷ ଅଡୁଆରେ ପଡ଼ି ଯାଇଥିଲେ। କାରଣ ତାଙ୍କର ଅତି ବିରଳରୁ ବିରଳତମ HH ବା ବମ୍ବେ ଗ୍ରୁପ୍‌ର ବ୍ଲଡ୍ ଦରକାର ପଡ଼ୁଥିଲା।

ଏହାକୁ ନେଇ ଆଶଙ୍କାରେ ପଡ଼ି ଯାଇଥିଲେ ପରିବାର ଓ ମେଡିକାଲ୍‌ କର୍ତ୍ତୃପକ୍ଷ। ଘଟଣା ସଂପର୍କରେ ସୋଶାଲ ମିଡିଆରେ ସୂଚନା ଦେଇଥିଲେ ବ୍ରହ୍ମପୁରର ଜଣେ ସ୍ୱେଚ୍ଛାସେବୀ। ଆଉ ମେସେଜ ପଢ଼ିବା ମାତ୍ରେ ଆଜି ସକାଳେ ବ୍ରହ୍ମପୁର ମେଡିକାଲରେ ହାଜର ହୋଇଥିଲେ ଦେବଦୂତ ରୂପୀ ଦିଲ୍ଲୀପ ବାରିକ।

ବମ୍ୱେ ଗ୍ରୁପ୍‌ ବ୍ଲଡ୍‌ କଣ?

ଡାକ୍ତରଙ୍କ କହିବା ଅନୁସାରେ ସାଧାରଣତଃ ଓ ପଜିଟିଭ୍ ଗ୍ରୁପର ରକ୍ତ ଥିବା ବ୍ୟକ୍ତିଙ୍କଠାରେ ବେଳେ ବେଳେ ସମାନ ଗ୍ରୁପ୍‌ର ରକ୍ତ ମେଳ ଖାଇନଥାଏ। ସେଭଳି କ୍ଷେତ୍ରରେ ସେମାନଙ୍କ ବ୍ଲଡ୍ ଗ୍ରୁପକୁ HH ବା ବମ୍ବେ ଫିନୋଟାଇପ୍ ବୋଲି କୁହାଯାଏ। ଯାହାକି ଭାରତରେ ପ୍ରତି ୭ ହଜାର ୫ ଶହ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କଠାରେ ଦେଖାଯାଏ। ୧୯୫୨ ମସିହାରେ ତତ୍କାଳୀନ ବମ୍ବେରେ ଡାକ୍ତର ଓ୍ୱାଇ କେ ଭେଣ୍ଡେ ଏହାକୁ ଆବିସ୍କାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story