କୋରାପୁଟ(ସୂର୍ଯ୍ୟ ପଣ୍ଡା): ଜମି ରେଜିଷ୍ଟ୍ରେସନର ୬ ଘଣ୍ଟା ମଧ୍ୟରେ ପଟ୍ଟା ମିଳିଲା। କୋରାପୁଟ ଉପନିବନ୍ଧକ କାର୍ଯ୍ୟାଳୟରେ ଜମି ମାଲିକାନା ହସ୍ତାନ୍ତରର ମାତ୍ର ୬ ଘଣ୍ଟାରେ ପରେ ଦଲିଲର ପଞ୍ଜୀକରଣ କରି ପଟ୍ଟା ପ୍ରଦାନ କରାଯାଇଛି। କୋରାପୁଟ ତହସିଲଦାର ରଞ୍ଜନ କୁମାର ମାନସେଠ୍ ହିତାଧିକାରୀଙ୍କୁ ଏହି ପଟ୍ଟା ପ୍ରଦାନ କରିଛନ୍ତି। କୋରାପୁଟ ଜିଲ୍ଲାରେ ଏତେ ଶୀଘ୍ର ପଟ୍ଟା ପ୍ରଦାନ ପ୍ରଥମ ଘଟଣା ବୋଲି କୁହାଯାଉଛି।
ଜମି କିଣାବିକା ପରେ କ୍ରୟ କରିଥିବା ବ୍ୟକ୍ତିଙ୍କୁ ଜମିର କାଗଜପତ୍ର ପାଇଁ ବାରମ୍ୱାର ଯିବାକୁ ପଡ଼ୁଥିଲା। ଏବେ ସେଥିରୁ ମିଳିଛି ଆଶ୍ୱସ୍ଥି। ପୂର୍ବ ପରି ଆଉ ବାରମ୍ବାର ସସବ୍ ରେଜିଷ୍ଟ୍ରାର ଅଫିସ ଦଉଡ଼ିବାକୁ ପଡିବନି। ସେଥିଲାଗି ରାଜସ୍ୱ ବିଭାଗ ପକ୍ଷରୁ ବ୍ୟବସ୍ଥା ହୋଇଛି। ତହସିଲଦାରଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଥିବାରୁ ଉଭୟ ହିତାଧିକାରୀ ଓ କର୍ମଚାରୀ ଖୁସି ଜାହିର କରିଛନ୍ତି। ସେପଟେ ଜମି ପଟ୍ଟା ପାଇଥିବା ହିତାଧିକାରୀ ଝରଣା ବିଶି ଏହି ସୁବିଧା ସମସ୍ତଙ୍କ ପାଖରେ ପହଞ୍ଚୁ ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପ୍ରଧାନମନ୍ତ୍ରୀ ମୋଦି କରିବେନି ରୋଡ୍ ଶୋ’, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।
Crime
ପୁଲିସ୍ ଓ ଓକିଲ କହି ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ
ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍ କରିଥିଲେ।
Politics
ନିର୍ବାଚନ ପୂର୍ବରୁ ବିଜେଡି ସରକାର ବାଣ୍ଟିଥିଲେ ୨୫୨କୋଟି ଟଙ୍କାର ଝୋଟବ୍ୟାଗ
ରାଜ୍ୟବାସୀ ବିଜେଡି ସରକାରକୁ ବାଏବାଏ କରି ବିଜେପି ସରକାରକୁ କ୍ଷମତାସୀନ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି ।
Miscellaneous
ଯୁଦ୍ଧଭୂମିର ଭ୍ରମ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ
ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା, ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ।