୨.୪୭ ଲକ୍ଷ ହୋମ୍ ଡେଲିଭରୀ ଅର୍ଡର, ମଦ ନିଗମ ଖୋଲିଲା ସ୍ୱତନ୍ତ୍ର ପୋର୍ଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଲକଡାଉନ୍ ମଧ୍ୟରେ ରାଜ୍ୟରେ ହୋମ୍ ଡେଲିଭରୀ ମାଧ୍ୟମରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଗତ ମେ’ ୨୪ତାରିଖରୁ ଆରମ୍ଭ ହୋଇଥିବା ଏହି ସେବା ମାଧ୍ୟମରେ ଗତ ସପ୍ତାହକ ମଧ୍ୟରେ ମୋଟ ୨ଲକ୍ଷ ୪୬ହଜାର ୮୫୨ଟି ହୋମ୍ ଡେଲିଭରି ଅର୍ଡର ମିଳିଛି। ହୋମ୍ ଡେଲିଭରି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ରାଜ୍ୟ ମଦ ନିଗମ(ଓଏସବିସି) ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ କାର୍ଯ୍ୟ ଆରମ୍ଭ କରିଛି। ଏହାଛଡ଼ା ଖୁବଶୀଘ୍ର […]

wine

wine

Manoranjan Sial
  • Published: Monday, 01 June 2020
  • Updated: 01 June 2020, 08:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଲକଡାଉନ୍ ମଧ୍ୟରେ ରାଜ୍ୟରେ ହୋମ୍ ଡେଲିଭରୀ ମାଧ୍ୟମରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଗତ ମେ’ ୨୪ତାରିଖରୁ ଆରମ୍ଭ ହୋଇଥିବା ଏହି ସେବା ମାଧ୍ୟମରେ ଗତ ସପ୍ତାହକ ମଧ୍ୟରେ ମୋଟ ୨ଲକ୍ଷ ୪୬ହଜାର ୮୫୨ଟି ହୋମ୍ ଡେଲିଭରି ଅର୍ଡର ମିଳିଛି। ହୋମ୍ ଡେଲିଭରି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ରାଜ୍ୟ ମଦ ନିଗମ(ଓଏସବିସି) ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ କାର୍ଯ୍ୟ ଆରମ୍ଭ କରିଛି। ଏହାଛଡ଼ା ଖୁବଶୀଘ୍ର ମଦ ନିଗମ ଏକ ମୋବାଇଲ ଆପ୍ ମାଧ୍ୟମରେ ଏହି ଅନଲାଇନ୍ ଅର୍ଡର ବ୍ୟବସ୍ଥାକୁ ସୁସଂଗଠିତ କରିବାକୁ ପଦକ୍ଷେପ ନେଇଛି।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଉଭୟ ଠିପି ଖୋଲା ଓ ଠିପି ବନ୍ଦ ଲାଇସେନ୍ସଧାରୀ ଦୋକାନଗୁଡ଼ିକୁ ମଦ ହୋମ୍ ଡେଲିଭରି ପାଇଁ ସରକାର ଅନୁମତି ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୪ଟି ଅନଲାଇନ୍ ଖାଦ୍ୟ ବଣ୍ଟନକାରୀ ସଂସ୍ଥା ମାଧ୍ୟମରେ ୧୩୫୧ଜଣ ରିଟେଲର ସିଧାସଳଖ ହୋମ୍ ଡେଲିଭରି କରିପାରିବେ। ଜୋମାଟୋ, ସ୍ୱିଗି, ହିପ୍ ବାର ଓ ଦୁନିଆ ଅନଲାଇନ୍ ପ୍ରାଃ ଲିଃ କୁ ମଦ ହୋମ୍ ଡେଲିଭରି ପାଇଁ ସରକାର ଏନଓସି ପ୍ରଦାନ କରିଛନ୍ତି । ମେ’ ୩୧ତାରିଖ ସୁଦ୍ଧା ମୋଟ ୨ ଲକ୍ଷ ୪୬ ହଜାର ୮୫୨ଟି ହୋମ୍ ଡେଲିଭରି ଅର୍ଡର ମିଳିଥିବାବେଳେ ସେଥିରୁ ୨ଲକ୍ଷ ୪୨ହଜାର ୦୩୮ଟି ଅର୍ଡରକୁ ରିଟେଲରମାନେ କାର୍ଯ୍ୟକ୍ଷମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story