ଜ୍ୱାଇଁଙ୍କୁ କରୋନା ସନ୍ଦେହରେ ଶାଶୂ ଓ ଶାଳୀକୁ ପିଟିଲେ ଗାଁ ଲୋକେ

ନୀଳଗିରି (ବିଶ୍ୱମ୍ଭର ଦାସ): କରୋନା ପାଇଁ ମରିଗଲା ମାନବିକତା। ଶାଶୂ ଓ ଶାଳୀଙ୍କୁ ନିଷ୍ଠୁର ଭାବେ ପିଟିଲେ ଗାଁ ଲୋକେ। ଶ୍ୱଶୁର ଘର ବୁଲିବାକୁ ଆସିଥିବା ଜ୍ୱାଇଁକୁ ‘କରୋନା’ ହୋଇଥିବା ସନ୍ଦେହ କରି ଏପରି ମାଡ଼ ମାରାଯାଇଥିବା ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଏନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଚିନ୍ତାମଣିପୁର ଗାଁର ଭାଗୀରଥି ବେହେରାଙ୍କ ମଝିଆ ଝିଅ ନୀଳଗିରି ଅଞ୍ଚଳରେ ବାହା […]

nilagiriu

nilagiriu

Manoranjan Sial
  • Published: Wednesday, 17 June 2020
  • Updated: 17 June 2020, 06:09 PM IST

Sports

Latest News

ନୀଳଗିରି (ବିଶ୍ୱମ୍ଭର ଦାସ): କରୋନା ପାଇଁ ମରିଗଲା ମାନବିକତା। ଶାଶୂ ଓ ଶାଳୀଙ୍କୁ ନିଷ୍ଠୁର ଭାବେ ପିଟିଲେ ଗାଁ ଲୋକେ। ଶ୍ୱଶୁର ଘର ବୁଲିବାକୁ ଆସିଥିବା ଜ୍ୱାଇଁକୁ ‘କରୋନା’ ହୋଇଥିବା ସନ୍ଦେହ କରି ଏପରି ମାଡ଼ ମାରାଯାଇଥିବା ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଏନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଚିନ୍ତାମଣିପୁର ଗାଁର ଭାଗୀରଥି ବେହେରାଙ୍କ ମଝିଆ ଝିଅ ନୀଳଗିରି ଅଞ୍ଚଳରେ ବାହା ହୋଇଛନ୍ତି। ଜ୍ୱାଇଁ ବାଙ୍ଗାଲୋରୁରେ କାମ କରନ୍ତି। ତେବେ କରୋନା ବ୍ୟାପୀବା ପୂର୍ବରୁ ସେ ଘରକୁ ଚାଲି ଆସିଥିଲେ। ଲକ୍‌ଡାଉନ୍‌ ଭିତରେ ଭାଗୀରଥିଙ୍କ ଘରକୁ ମଝିଆ ଜ୍ୱାଇଁ ବୁଲିବା ପାଇଁ ଆସିଥିଲେ। ଗୋଟିଏ ଦିନ ରହିବା ପରେ ଜ୍ୱାଇଁ ନିଜ ଘରକୁ ଚାଲି ଯାଇଥିଲେ।

ଜ୍ୱାଇଁ ଗଲା ପରେ ତାଙ୍କୁ କରୋନା ହୋଇଥିବା ଚିନ୍ତାମଣିପୁର ଗାଁରେ ପ୍ରଚାରିତ ହୋଇଗଲା। ଏହାକୁ ଭାଗୀରଥି ବେହେରାଙ୍କ ପରିବାର ଯେତେ ଖଣ୍ଡନ କଲେ ମଧ୍ୟ ଗାଁ ଲୋକ ଶୁଣିନଥିଲେ। ଶେଷରେ ପୂରା ଗାଁ ଉକ୍ତ ପରିବାରକୁ ଏକ ଘରିଆ କରି ରଖିଲେ। ତାଙ୍କ ଘରକୁ ଗାଁର କୌଣସି ଲୋକେ ଆସିଲେ ନାହିଁ। ଏପରିକି ସେମାନେ କାହା ଘରକୁ ଯାଇପାରିଲେ ନାହିଁ। ପ୍ରାୟ ୨ ମାସରୁ ଅଧିକ ସମୟ ଧରି ଉକ୍ତ ପରିବାରକୁ ଏକ ଘରିଆ କରି ରଖାଯାଇଥିବା ଅଭିଯୋଗ ହୋଇଛି।

ରଜ ପାଇଁ ଭାଗୀରଥୀ ଝିଅ ଘରକୁ ଯାଇଥିଲେ। ଘରେ ଭାଗୀରଥିଙ୍କ ପତ୍ନୀ ଓ ସାନ ଝିଅ ଥିଲେ। ଏହି ସମୟରେ ଗାଁର କେତେକ ଲୋକ ଭାଗୀରଥିଙ୍କ ପତ୍ନୀଙ୍କୁ ମାଡ଼ ମାରିଥିଲେ। ମାଆ ମାଡ଼ ଖାଉଥିବା ଦେଖି ସାନ ଝିଅ ବଞ୍ଚାଇବାକୁ ଆସିଥିଲେ। ମାତ୍ର ଗାଁ ଲୋକେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ।

ଏନେଇ ଗତକାଲି ନୀଳଗିରି ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story