ରାଜ୍ୟରେ ନୂଆ ୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୬୦ ଛୁଇଁଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘କରୋନା’ ସଂକ୍ରମିତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯାଜପୁର ଜିଲ୍ଲାର ହୋଇଥିବାବେଳେ ଅନ୍ୟ ୪ ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଆଉ ୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଣେ ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲାବେଳେ ଅନ୍ୟ ସମସ୍ତ […]

Corona

Corona

Manoranjan Sial
  • Published: Tuesday, 14 April 2020
  • Updated: 14 April 2020, 06:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘କରୋନା’ ସଂକ୍ରମିତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯାଜପୁର ଜିଲ୍ଲାର ହୋଇଥିବାବେଳେ ଅନ୍ୟ ୪ ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଆଉ ୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଣେ ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲାବେଳେ ଅନ୍ୟ ସମସ୍ତ ୪ଜଣ ଭୁବନେଶ୍ୱରର। ଏହି ୪ ଜଣଙ୍କ ମଧ୍ୟରୁ ଜଣେ ଝାରପଡ଼ା ଅଞ୍ଚଳର ହୋଇଥିବାବେଳେ ଅନ୍ୟ ୩ଜଣ ବମିଖାଲ ଅଞ୍ଚଳର। ୪୨ ନମ୍ବର ପଜେଟିଭ୍ ରୋଗୀ (ପ୍ରଥମ କରୋନା ମୃତ୍ୟୁ)ଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁ ଝାରପଡ଼ା ଅଞ୍ଚଳର ଜଣେ ୫୦ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି। ସେହିପରି ଅନ୍ୟ ୩ଜଣଙ୍କ ଘର ବମିଖାଲ ଅଞ୍ଚଳରେ। ସେମାନଙ୍କ ମଧ୍ୟରେ ଜଣେ ୫୧ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇଜଣ ୭୫ବର୍ଷ ଓ ୫୧ ବର୍ଷର ପୁରୁଷ। ଗତ ୨୪ଘଣ୍ଟା ମଧ୍ୟରେ ମୋଟ ୫୬୪ଟି ନମୂନା ପରୀକ୍ଷା ହୋଇଛି। ଆଜି ଆଉ ୭୦୦-୮୦୦ ନମୂନା ପରୀକ୍ଷା ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଯାଜପୁରରେ ଚିହ୍ନଟ ହୋଇଥିବା ୫୬ ନମ୍ବର ପଜିଟିଭ ରୋଗୀଙ୍କ ସମ୍ପର୍କରେ ଜିଲ୍ଲାପାଳ ରଞ୍ଜନ ଦାସ ସୂଚନା ଦେଇଥିଲେ। ସେ କହିଥିଲେ ଯେ କୋଲକାତାରୁ ମାଛ ଗାଡ଼ିରେ ସମ୍ପୃକ୍ତ ରୋଗୀ ମାର୍ଚ୍ଚ ୨୮ତାରିଖରେ ଆସିଥିଲେ। ତେବେ କେଉଁ ଗାଡ଼ିରେ ଆସିଥିଲେ, ତା’ର ନମ୍ବର ସେ କହିପାରୁନାହାନ୍ତି। ଏହି ପଜେଟିଭ୍ ରୋଗୀ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁରର ସାନତ୍ରିଲୋଚନପୁର ଓ ସହିପୁର-୩ ଭଳି ୨ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story