ସାମ୍ବାଦିକଙ୍କୁ ବେଡ଼ି : ପୁଲିସକୁ ରିପୋର୍ଟ ତଲବ କଲେ ମାନବାଧିକାର କମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ନୀଳଗରି ଅଂଚଳର ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାକୁ ନିଜଆଡ଼ୁ ଗୁରୁତ୍ୱର ସହ ବିଚାରକୁ ନେଇ ରାଜ୍ୟ ମାନବାଧିକାର କମିଶନ ଆଜି ରାଜ୍ୟ ପୁଲିସକୁ ରିପୋର୍ଟ ତଲବ କରିଛନ୍ତି । ସେହିପରି ଦେଶର ବିଭିନ୍ନ ଗଣମାଧ୍ୟମର ସମ୍ପାଦକମାନଙ୍କ ସଂଘ ସମ୍ମାନଜନକ ‘ଏଡିଟର୍ସ ଗିଲଡ’ ମଧ୍ୟ ସାମ୍ବାଦିକଙ୍କ ପ୍ରତି ଏଭଳି ଅମାନବିକ ଆଚରଣକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟଙ୍କ ନିକଟରେ […]

ohrc

ohrc

Ordigital Desk
  • Published: Friday, 08 April 2022
  • Updated: 08 April 2022, 07:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ନୀଳଗରି ଅଂଚଳର ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାକୁ ନିଜଆଡ଼ୁ ଗୁରୁତ୍ୱର ସହ ବିଚାରକୁ ନେଇ ରାଜ୍ୟ ମାନବାଧିକାର କମିଶନ ଆଜି ରାଜ୍ୟ ପୁଲିସକୁ ରିପୋର୍ଟ ତଲବ କରିଛନ୍ତି । ସେହିପରି ଦେଶର ବିଭିନ୍ନ ଗଣମାଧ୍ୟମର ସମ୍ପାଦକମାନଙ୍କ ସଂଘ ସମ୍ମାନଜନକ ‘ଏଡିଟର୍ସ ଗିଲଡ’ ମଧ୍ୟ ସାମ୍ବାଦିକଙ୍କ ପ୍ରତି ଏଭଳି ଅମାନବିକ ଆଚରଣକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟଙ୍କ ନିକଟରେ ଦାବି ଜଣାଇଛି ।

ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି) ଆଜି ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଉପରେ ନୀଳଗିରି ପୁଲିସ ଅତ୍ୟାଚାର କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣା ପୁଲିସ ଦ୍ୱାରା ଶ୍ରୀ ଦଳେଇଙ୍କ ମାନବ ଅଧିକାରର ଖୋଲା ଉଲ୍ଲଘଂନ କରାଯାଇଥିବାରୁ କମିଶନ ଏହାକୁ ନିଜ ଆଡ଼କୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି । ଏହାସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଗଣମାଧ୍ୟମର ସ୍ୱାଧୀନତାକୁ ସମ୍ମାନ ଜଣାଇବାକୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାରେ ଆଜି ନୀଳଗିରି ଥାନାର ଜଣେ ହାବିଲଦାରଙ୍କୁ ନିଲମ୍ବନ କରାଯାଇଥିବାବେଳେ ଆଇଆଇସି ଦ୍ରୌପଦୀ ଦାସ ଓ ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ପୂର୍ବାଂଚଳ ଆଇଜି ନରସିଂହ ଭୋଳ କହିଛନ୍ତି ଯେ, ଏହି ଘଟଣା ଦୁର୍ଭାଗ୍ୟଜନକ ଓ ମାନବାଧିକାରର ଖୋଲା ଉଲ୍ଲଘଂନ । ଆମେ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇଛୁ । ଜଣେ ଡିଏସପି ପାହ୍ୟାର ଅଧିକାରୀ ଏହାର ତଦନ୍ତ କରୁଛନ୍ତି । ସାମ୍ବାଦିକଙ୍କୁ କାହିଁକି ଗିରଫ କରାଗଲା ଓ ହସ୍ପିଟାଲରେ ତାଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ପୁଲିସ କାହିଁକି ଚାହିଁଲା ତା’ର ତଦନ୍ତ କରାଯାଉଛି । ଯିଏବି ଏହି ଘଟଣାରେ ଦୋଷୀ ଥିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ‘ଏଡିଟର୍ସ ଗିଲଡ୍ ଅଫ ଇଣ୍ଡିଆ’ ଆଜି ଏକ ପ୍ରେସ ରିଲିଜ୍ ଜାରି କରି ସାମ୍ବାଦିକ ଶ୍ରୀ ଦଳେଇଙ୍କ ପ୍ରତି ହୋଇଥିବା ଅମାନବିକ କାର୍ଯ୍ୟକୁ ନିନ୍ଦା କରିବା ସହ ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story