ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ସାରା ବିଶ୍ୱରେ ପାଳନ ହେବ ଆର୍ଥ ଆୱର୍ ବା ପୃଥିବୀ ପାଇଁ ଏକ ଘଣ୍ଟା।  ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏଁ ଘଣ୍ଟାଏ ପାଇଁ ଘରର ବା ନିଜ ଆଖପାଖର ଲାଇଟ୍ ବନ୍ଦ କରି ଆର୍ଥ୍ ଆୱର୍ ପାଳନ କରିବେ ବିଶ୍ୱବାସୀ। ଶକ୍ତି ସଂରକ୍ଷଣ ଦୃଷ୍ଟିରୁ କେବଳ ଅତ୍ୟାବଶ୍ୟକ ଆଲୋକକୁ ଛାଡ଼ି ଏହି ଘଣ୍ଟାକ ପାଇଁ ସମସ୍ତ ଆଲୋକ ଓ ବୈଦ୍ୟୁତିକ ଉପକରଣ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି। ଚଳିତ ବର୍ଷ ଆର୍ଥ ଆୱର୍ ଥିମ୍ ରହିଛି ‘ଲେଟ୍ ନେଚର୍ ସାଇନ୍’।

ବନ୍ୟପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା WWF ସଂଗଠନ ପକ୍ଷରୁ ୨୦୦୦ରେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ଏହି ଅଭିଯାନ ୨୦୦୮ରୁ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ୨୦୦୯ରେ ଭାରତ ଏହି ଅଭିଯାନରେ ସାମିଲ ହୋଇଥିଲା। ରାଜ୍ୟ ଉପଭୋକ୍ତା ମହାସଂଘର ପକ୍ଷରୁ ମଧ୍ୟ ଏହାକୁ ପାଳନ ପାଇଁ ଆହ୍ୱାନ ଦିଆଯାଇଛି।

Ordigital Desk
• Published: Saturday, 24 March 2018
• Updated: 24 March 2018, 09:16 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ସାରା ବିଶ୍ୱରେ ପାଳନ ହେବ ଆର୍ଥ ଆୱର୍ ବା ପୃଥିବୀ ପାଇଁ ଏକ ଘଣ୍ଟା।  ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏଁ ଘଣ୍ଟାଏ ପାଇଁ ଘରର ବା ନିଜ ଆଖପାଖର ଲାଇଟ୍ ବନ୍ଦ କରି ଆର୍ଥ୍ ଆୱର୍ ପାଳନ କରିବେ ବିଶ୍ୱବାସୀ। ଶକ୍ତି ସଂରକ୍ଷଣ ଦୃଷ୍ଟିରୁ କେବଳ ଅତ୍ୟାବଶ୍ୟକ ଆଲୋକକୁ ଛାଡ଼ି ଏହି ଘଣ୍ଟାକ ପାଇଁ ସମସ୍ତ ଆଲୋକ ଓ ବୈଦ୍ୟୁତିକ ଉପକରଣ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି। ଚଳିତ ବର୍ଷ ଆର୍ଥ ଆୱର୍ ଥିମ୍ ରହିଛି ‘ଲେଟ୍ ନେଚର୍ ସାଇନ୍’।

ବନ୍ୟପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା WWF ସଂଗଠନ ପକ୍ଷରୁ ୨୦୦୦ରେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ଏହି ଅଭିଯାନ ୨୦୦୮ରୁ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ୨୦୦୯ରେ ଭାରତ ଏହି ଅଭିଯାନରେ ସାମିଲ ହୋଇଥିଲା। ରାଜ୍ୟ ଉପଭୋକ୍ତା ମହାସଂଘର ପକ୍ଷରୁ ମଧ୍ୟ ଏହାକୁ ପାଳନ ପାଇଁ ଆହ୍ୱାନ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos