ମନ୍ଦିରରେ ପଶି ମା’ଙ୍କ ମୁକୁଟ ନେଇ ପଳାଇଥିଲା, ଧରାପଡ଼ିଲା

ରାୟଗଡ଼ା(ମନୋଜ କୁମାର ପାତ୍ର): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମନ୍ଦିରରୁ ଚୋରି ଘଟଣା ବଢ଼ୁଛି। ଗତକାଲି ଥେରୁବାଲି ନିକଟସ୍ଥ ଖେଦାପଡ଼ାର ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ଅଢ଼େଇ ଫୁଟ୍‌ ଉଚ୍ଚର ଅଷ୍ଟଧାତୁ ବିଗ୍ରହ ଚୋରି ହେବାର ୨୪ ଘଣ୍ଟା ନ ପୂରୁଣୁ ଆଜି ରାୟଗଡ଼ା ଜଗନ୍ନାଥ ମନ୍ଦିର ପରିସରରେ ଥିବା ବିମଳା ମନ୍ଦିରରୁ ମା’ଙ୍କ ରୁପା ମୁକୁଟ ଚୋରି ହୋଇ ଯାଇଥିଲା। ଅବଶ୍ୟ ପରେ ଚୋରକୁ ଧରା ଯାଇଥିଲା ଓ ତା’ପାଖରୁ ମୁକୁଟ ଉଦ୍ଧାର କରାଯାଇଥିଲା। ଆଜି ସକାଳେ […]

debi

debi

Jitendra Garnayak
  • Published: Saturday, 19 January 2019
  • Updated: 19 January 2019, 12:18 PM IST

Sports

Latest News

ରାୟଗଡ଼ା(ମନୋଜ କୁମାର ପାତ୍ର): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମନ୍ଦିରରୁ ଚୋରି ଘଟଣା ବଢ଼ୁଛି। ଗତକାଲି ଥେରୁବାଲି ନିକଟସ୍ଥ ଖେଦାପଡ଼ାର ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ଅଢ଼େଇ ଫୁଟ୍‌ ଉଚ୍ଚର ଅଷ୍ଟଧାତୁ ବିଗ୍ରହ ଚୋରି ହେବାର ୨୪ ଘଣ୍ଟା ନ ପୂରୁଣୁ ଆଜି ରାୟଗଡ଼ା ଜଗନ୍ନାଥ ମନ୍ଦିର ପରିସରରେ ଥିବା ବିମଳା ମନ୍ଦିରରୁ ମା’ଙ୍କ ରୁପା ମୁକୁଟ ଚୋରି ହୋଇ ଯାଇଥିଲା। ଅବଶ୍ୟ ପରେ ଚୋରକୁ ଧରା ଯାଇଥିଲା ଓ ତା’ପାଖରୁ ମୁକୁଟ ଉଦ୍ଧାର କରାଯାଇଥିଲା।

mukutଆଜି ସକାଳେ ବିମଳା ମନ୍ଦିରର ପୂଜକ ମା’ଙ୍କ ଆଳତି ସାରି ଥାଳି ଇତ୍ୟାଦି ଧୋଇବାକୁ ଯାଇଥିଲେ। ଏହି ସମୟରେ ଜଣେ ଜରି ଗୋଟାଳି ମନ୍ଦିର ଭିତରେ ପଶି ମା’ଙ୍କ ମୁକୁଟ ଧରି ଛୁ ମାରିଥିଲା। ମା’ଙ୍କ ମୁକୁଟ ନ ପାଇ ପୂଜକ ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ। ଲୋକଙ୍କ ସାହାଯ୍ୟରେ ଖୋଜାଖୋଜି ପରେ ଚୋରକୁ ଧରା ଯାଇଥିଲା ଓ ତା’ ନିକଟରୁ ମୁକୁଟ ବି ମିଳିଥିଲା।

ମନ୍ଦିରର ପୂଜକ ଗିରିଶ ଶେଖର ରଥ କହିଛନ୍ତି,“ମା’ଙ୍କ ଆଳତି ସାରିବା ପରେ ଥାଳି ଧୋଇବାକୁ ବାହାରକୁ ଯାଇଥିଲି। ପରେ ଆସି ଦେଖିଲା ବେଳକୁ ମା’ଙ୍କ ମୁକୁଟ ନଥିଲା। ଜଣେ ଜରି ଗୋଟାଳି ଠାରୁ ମୁକୁଟ ଉଦ୍ଧାର କରାଯାଇଥିଲା। ତାକୁ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି।”

ମିନ୍ଦର ପରିସରରେ ଜଗୁଆଳି ବ୍ୟବସ୍ଥା କରିବାକୁ ପୂଜକ ମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story