ଏଥର ବିନା କଟକଣାରେ ହେବ ବିଘ୍ନ ବିନାଶକଙ୍କ ପୂଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ବୁଧବାର ହେଉଛି ଭାଦ୍ରବ ଶୁକ୍ଳ ଚତୁର୍ଥୀ ବା ଗଶେଶ ଚର୍ତୁଥୀ । ପୂଜା ପାଇବେ ବିଘ୍ନ ବିନାଶକ । ଗତ ୨ ବର୍ଷ କଟକଣା ଭିତରେ ବିନା ଭକ୍ତରେ ଗଣେଶ ପୂଜା ଆୟୋଜନ ହେଉଥିବା ବେଳେ ଏଥରର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ଏଥର ଲାଗୁ ହେବନି କୌଣସି କଟକଣା, ଭକ୍ତ ଓ ଭଗବାନ ମଧ୍ୟରେ ରହିବନି କୌଣସି ପରଦା। ଏଥର ଧୁମଧାମରେ କଟକଣାବିହୀନ ଗଣେଶ ପୂଜା ପାଳିବେ ରାଜଧାନୀବାସୀ। ଆଜି […]

ganesh-puja

ganesh-puja

Niharika Rout
  • Published: Wednesday, 24 August 2022
  • Updated: 24 August 2022, 04:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ବୁଧବାର ହେଉଛି ଭାଦ୍ରବ ଶୁକ୍ଳ ଚତୁର୍ଥୀ ବା ଗଶେଶ ଚର୍ତୁଥୀ । ପୂଜା ପାଇବେ ବିଘ୍ନ ବିନାଶକ । ଗତ ୨ ବର୍ଷ କଟକଣା ଭିତରେ ବିନା ଭକ୍ତରେ ଗଣେଶ ପୂଜା ଆୟୋଜନ ହେଉଥିବା ବେଳେ ଏଥରର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ଏଥର ଲାଗୁ ହେବନି କୌଣସି କଟକଣା, ଭକ୍ତ ଓ ଭଗବାନ ମଧ୍ୟରେ ରହିବନି କୌଣସି ପରଦା। ଏଥର ଧୁମଧାମରେ କଟକଣାବିହୀନ ଗଣେଶ ପୂଜା ପାଳିବେ ରାଜଧାନୀବାସୀ। ଆଜି ଏନେଇ ବିଏମ୍‌ସି କମିଶନର ସୂଚନା ଦେବା ପରେ ରାଜଧାନୀବାସୀଙ୍କ ଖୁସି ବନ୍ଧବାଡ଼ ମାନୁନି। ୨ ବର୍ଷ ପରେ ଏପରି ସୁଯୋଗ ପାଖରେ ପାଇ ସେମାନଙ୍କ ଆନନ୍ଦ କହିଲେ ନ ସରେ।

ଏନେଇ ବିଏମସି କମିଶନର ବିଜୟ ଅମୃତ  କୁଲାଙ୍ଗେ କହିଛନ୍ତି, କୋଭିଡ଼ କଟକଣା ଉଠି ସାରିଛି। ତେଣୁ  ଏଥର ରାଜଧାନୀରେ ବିନା କୌଣସି କଟକଣାରେ ଧୁମଧାମରେ ହୋଇପାରିବ ଗଣେଶ ପୂଜା । ଏଥିରେ ଶ୍ରଦ୍ଧାଳୁ ବି ସାମିଲ ହୋଇପାରିବେ। ଏଥର ଆଉ ପରଦା ଆଡ଼ୁଆଳରେ ନୁହେଁ,  ଭକ୍ତ ସିଧାସଳଖ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ। ହେଲେ କଟକଣା ଉଠିଥିଲେ ବି ମାସ୍କ ବ୍ୟବହାର କରିବାକୁ ସେ ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି।

ଏବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ। କୁଆଖାଇ ଓ ଦୟାନଦୀରେ ପ୍ରସ୍ତୁତ ୨ଟି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story