‘କରୋନା’ ଗୋଷ୍ଠୀ ସଂକ୍ରମଣ ଆଡେ ମୁହାଁଉଛି କି ଓଡ଼ିଶା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଷ୍ଠୀ ସଂକ୍ରମଣ ଆଡେ ମୁହାଁଉଛି କି ଓଡ଼ିଶା? ପ୍ରତିଦିନ ଆକ୍ରାନ୍ତଙ୍କ ଭିତରୁ ନିୟମିତ ସ୍ଥାନୀୟ ସଂକ୍ରମିତ ବାହାରୁ ଥିବାରୁ ତାକୁ ନେଇ ଉଠିଛି ଏମିତି ପ୍ରଶ୍ନ। କିଛି ସ୍ଥାନରେ ‘କରୋନା’ ଯୋଦ୍ଧା ଭାବେ ପରିଗଣିତ ସରପଞ୍ଚ, ଶିକ୍ଷକ, ଆଶା ଓ ଅଙ୍ଗନବାଡୀ କର୍ମୀ ସଂକ୍ରମିତ ହେବା ଖବର ସରକାରଙ୍କ ଚିନ୍ତା ବଢାଇଛି। ଗତ ତିନି ଦିନରେ ‘କରୋନା’ କବଳିତ କରିଛି ୪୫ ଜଣ ସ୍ଥାନୀୟ ଲୋକଙ୍କୁ। ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି। ଉଦ୍‌ବେଗର […]

corona-in-odisha

corona-in-odisha

Manoranjan Sial
  • Published: Wednesday, 03 June 2020
  • Updated: 03 June 2020, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଷ୍ଠୀ ସଂକ୍ରମଣ ଆଡେ ମୁହାଁଉଛି କି ଓଡ଼ିଶା? ପ୍ରତିଦିନ ଆକ୍ରାନ୍ତଙ୍କ ଭିତରୁ ନିୟମିତ ସ୍ଥାନୀୟ ସଂକ୍ରମିତ ବାହାରୁ ଥିବାରୁ ତାକୁ ନେଇ ଉଠିଛି ଏମିତି ପ୍ରଶ୍ନ। କିଛି ସ୍ଥାନରେ ‘କରୋନା’ ଯୋଦ୍ଧା ଭାବେ ପରିଗଣିତ ସରପଞ୍ଚ, ଶିକ୍ଷକ, ଆଶା ଓ ଅଙ୍ଗନବାଡୀ କର୍ମୀ ସଂକ୍ରମିତ ହେବା ଖବର ସରକାରଙ୍କ ଚିନ୍ତା ବଢାଇଛି।

ଗତ ତିନି ଦିନରେ ‘କରୋନା’ କବଳିତ କରିଛି ୪୫ ଜଣ ସ୍ଥାନୀୟ ଲୋକଙ୍କୁ। ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି। ଉଦ୍‌ବେଗର ବିଷୟ ହେଉଛି ଏମାନଙ୍କ ମଧ୍ୟରେ ଅଛନ୍ତି ଅନେକ ‘କରୋନା’ ଯୋଦ୍ଧା। ଆଜି ସୋନପୁରରେ ଆକ୍ରାନ୍ତ ୧୭ ଜଣଙ୍କ ଭିତରେ ଜଣେ ଆୟୁଷ ଡାକ୍ତର, ଜଣେ ଅଙ୍କନଓ୍ୱାଡ଼ି କର୍ମୀ ଓ ଜଣେ କମ୍ପ୍ୟୁଟର ଡାଟା ଅପରେଟର ଅଛନ୍ତି। ଏ ଖବର ଆସିବା ପରେ ପ୍ରଶାସନର ତତ୍ପର ହୋଇଛି। ପୂରା ଅଞ୍ଚଳକୁ ସାନିଟାଇଜ କରୁଛି ଅଗ୍ନିଶମ ବିଭାଗ। ନାଇକେନ ପାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସିଲ୍‌ କରାଯାଇଛି। ଅଙ୍ଗନଓ୍ୱାଡୀକର୍ମୀଙ୍କ ଗାଁରେ ଦୋକାନ ବଜାର ସବୁ ବନ୍ଦ କରାଯାଇଛି। ତେବେ ତାଙ୍କୁ ହୋମ୍‌ କ୍ୱାରେଣ୍ଟିନରେ ନ ରଖି କୋଭିଡ ହସ୍ପିଟାଲକୁ ପଠାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଗାୟତ୍ରୀ ପାଣିଗ୍ରାହୀ। ଅନ୍ୟପକ୍ଷରେ ୯୦ ପରିବାର ରହୁଥିବା ସେହି ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ମାର୍ଚ୍ଚ ୧୫ ତାରିଖରୁ ଆଜି ଯାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା ୨୩୮୮ ଜଣଙ୍କ ଭିତରୁ ୨୦୯୧ ଜଣ  କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଛନ୍ତି। ଅବଶିଷ୍ଟ ୨୯୭ ଅର୍ଥାତ ୧୨ ପ୍ରତିଶତ ଆକ୍ରାନ୍ତ କଣ୍ଟେନ୍‌ମେଣ୍ଟ୍‌ ଜୋନର ଓ ସ୍ଥାନୀୟ ସଂକ୍ରମଣ। ଗତ ୩୧ ତାରିଖରେ କେନ୍ଦ୍ରାପଡାରୁ ଚିହ୍ନଟ ସମସ୍ତ ୬ ଆକ୍ରାନ୍ତ ହେଉଛନ୍ତି ‘କରୋନା’ ଯୋଦ୍ଧା। ତେବେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଏବେ ସମସ୍ତେ ସୁସ୍ଥ ହୋଇଯାଇଛନ୍ତି। କିଛି ସ୍ଥାନରେ ‘କରୋନା’ ଯୋଦ୍ଧାଙ୍କୁ ‘କରୋନା’ କବଳିତ କରିଥିଲେ ମଧ୍ୟ ସେମାନଙ୍କ ମନୋବଳ କମିନି।

ସରକାର କହୁଛନ୍ତି ୯୫ ପ୍ରତିଶତ ଆକ୍ରାନ୍ତ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହେଉଛନ୍ତି। ତେବେ କିଛି ସ୍ଥାନରେ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରିବା ପରେ କେତେକ ଅମାନିଆ ହୋମ କ୍ୱାରେଣ୍ଟାଇନ ନିୟମକୁ ମାନୁନାହାନ୍ତି। ଗଂଜାମ ଭଞ୍ଚନଗରରୁ ଆସିଛି ଏମିତି ଅଭିଯୋଗ। ତେବେ ଏଠି ପ୍ରଶ୍ନ ଉଠୁଛି, ଏଇମାନଙ୍କ ଯୋଗୁ କରୋନା ଗୋଷ୍ଠୀ ସଂକ୍ରମଣ ମୁହାଁ ହେବନି ତ? ତେବେ ବିଶେଷଜ୍ଞଙ୍କ ମତ ରାଜ୍ୟରେ ଏବେ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ହୋଇନି।

ଗତକାଲି ୩୧ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିଲେ ମଧ୍ୟ ଏହାର ତଥ୍ୟ ଦେଇନାହାଁନ୍ତି ସରକାର। ଏମିତିକି ଭୁବନେଶ୍ୱରରେ କେଉଁ ଅଞ୍ଚଳରେ ନୂଆ ସଂକ୍ରମଣ ହେଉଛି, ତା’ର ତଥ୍ୟ ବି ଦିଆଯାଉନି। କୋଭିଡ୍ ମୁକାବିଲା ପାଇଁ ଗଠିତ କମିଟିର ମୁଖ୍ୟ ମୁଖପାତ୍ର କରୁଥିବା ସାମ୍ବାଦିକ ସମ୍ମିଳନୀ ମଧ୍ୟ ଏବେ ଆଉ ହେଉନି। ସଂକ୍ରମଣକୁ ଦେଖି ଜୁନ ମାସକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ତଥ୍ୟ ଲୁଚାଇଲେ ଅସଲ ଉଦ୍ଦେଶ୍ୟ ସାଧିତ ହେବ ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story