ଓଡ଼ିଶାର ଏହି ୧୭ଟି ସାମଗ୍ରୀକୁ ମିଳିଛି ଜିଆଇ ଟ୍ୟାଗ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବାପରେ ରସଗୋଲା ଉପରେ ସମ୍ପୂର୍ଣ୍ଣ ଅଧିକାର ଜାହିର କରୁଥିବା ପଶ୍ଚିମବଙ୍ଗକୁ ଶକ୍ତ ଧକ୍କା ଲାଗିଛି। ପୂର୍ବରୁ ପଶ୍ଚିମବଙ୍ଗର ରସଗୋଲା ‘ବାଂଲା ରସୋଗୁଲ୍ଲା’କୁ ଗତବର୍ଷ ଜିଆଇ ଟ୍ୟାଗ୍ ମିଳିଥିଲା। ତେବେ ଆଜି ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ସହ ପ୍ରଥମଥର ପାଇଁ ରାଜ୍ୟର କୌଣସି ସାମଗ୍ରୀକୁ ‘ଖାଦ୍ୟସାମଗ୍ରୀ’ ବର୍ଗରେ ଜିଆଇ ମାନ୍ୟତା ମିଳିଥିବା ଜଣାପଡ଼ିଛି। ଭାରତ ସରକାରଙ୍କ ରେଜିଷ୍ଟ୍ରାର ଅଫ୍ ଜୋଗ୍ରାଫିକାଲ ଇଣ୍ଡିକେସନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା […]

gi

gi

Manoranjan Sial
  • Published: Monday, 29 July 2019
  • Updated: 29 July 2019, 10:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବାପରେ ରସଗୋଲା ଉପରେ ସମ୍ପୂର୍ଣ୍ଣ ଅଧିକାର ଜାହିର କରୁଥିବା ପଶ୍ଚିମବଙ୍ଗକୁ ଶକ୍ତ ଧକ୍କା ଲାଗିଛି। ପୂର୍ବରୁ ପଶ୍ଚିମବଙ୍ଗର ରସଗୋଲା ‘ବାଂଲା ରସୋଗୁଲ୍ଲା’କୁ ଗତବର୍ଷ ଜିଆଇ ଟ୍ୟାଗ୍ ମିଳିଥିଲା। ତେବେ ଆଜି ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ସହ ପ୍ରଥମଥର ପାଇଁ ରାଜ୍ୟର କୌଣସି ସାମଗ୍ରୀକୁ ‘ଖାଦ୍ୟସାମଗ୍ରୀ’ ବର୍ଗରେ ଜିଆଇ ମାନ୍ୟତା ମିଳିଥିବା ଜଣାପଡ଼ିଛି।

ଭାରତ ସରକାରଙ୍କ ରେଜିଷ୍ଟ୍ରାର ଅଫ୍ ଜୋଗ୍ରାଫିକାଲ ଇଣ୍ଡିକେସନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 'ଓଡ଼ିଶା ରସଗୋଲା'କୁ ମିଶାଇ ରାଜ୍ୟର ମୋଟ ୧୮ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିଛି। ୨୦୧୯-୨୦ ଆର୍ଥିକ ବର୍ଷରେ କନ୍ଧମାଳ ହଳଦୀକୁ ‘କୃଷି’ ସାମଗ୍ରୀ ବର୍ଗରେ ଜିଆଇ ଟ୍ୟାଗ୍ ମିଳିଥିବାବେଳେ ୨୦୦୫-୦୬ରେ ସର୍ବପ୍ରଥମେ ‘କୋଟପାଡ଼ ହ୍ୟାଣ୍ଡଲୁମ’ ଓ ‘ଓଡ଼ିଶା ଇକାଟ୍’କୁ ଜିଆଇ ଟ୍ୟାଗ୍ ମିଳିଥିଲା।

ସେହିପରି ଅନ୍ୟ ସାମଗ୍ରୀ ମଧ୍ୟରେ ୨୦୦୮-୦୯ରେ କୋଣାର୍କ ଷ୍ଟୋନ୍ କାର୍ଭିଙ୍ଗ୍ , ଓଡ଼ିଶା ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ତିଆରି କାର୍ଯ୍ୟ, ୨୦୧୦-୧୧ ମସିହାରେ ଖଣ୍ଡୁଆ ଶାଢ଼ୀ ଓ ପରିଧାନ, ୨୦୧୧-୧୨ରେ ଗୋପାଳପୁର ଟସର ଓ ପରିଧାନ, ଗଞ୍ଜାମ କିଆଫୁଲ ତେଲ, ଗଞ୍ଜାମ କିଆ ଫୁଲକୁ ମଧ୍ୟ ଜିଆଇ ଟ୍ୟାଗ୍ ମିଳିଥିଲା। ସେହିପରି ୨୦୧୨-୧୩ରେ ଧଳାପଥର ପରଦା ଓ ପରିଧାନ, ସମ୍ବଲପୁରୀ ବାନ୍ଧ ଶାଢ଼ୀ ଓ ପରିଧାନ, ବୋମକାଇ ଶାଢ଼ୀ ଓ ପରିଧାନ, ହବସପରୀ ଶାଢ଼ୀ ଓ ପରିଧାନ, ବ୍ରହ୍ମପୁର ପାଟ ( ଫୋଡ଼ ଓ କୁମ୍ଭ) ଶାଢ଼ୀ ଓ ଯୋଡ଼, ୨୦୧୩-୧୪ରେ ଓଡ଼ିଶା ପଟ୍ଟଚିତ୍ର(ଲୋଗୋ), ଆରାକୁ ଭ୍ୟାଲି ଆରବିକ୍ କଫିକୁ ଜିଆଇ ଟ୍ୟାଗ୍ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story