ବାଲୁକା କଳାରେ ଶାନ୍ତିର ବାର୍ତ୍ତା ବାଣ୍ଟିଲେ କଳାକାର; ଜମୁଛି କୋଣାର୍କ ମହୋତ୍ସବ

<p>କୋଣାର୍କ: କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ଆନ୍ତର୍ଜାତିକ ବାଲୁକା କଳା ଉତ୍ସବର ଆଜି ହେଉଛି ତୃତୀୟ ଦିନ। ଗତକାଲି ଦ୍ୱିତୀୟ ଦିନରେ ଏଠାରେ ଭାଗନେଇଥିବା ଦେଶବିଦେଶର ଶିଳ୍ପୀମାନେ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିକୁ ବାଲୁକାକଳାରେ ନିଖୁଣ ଭାବେ ପ୍ରଦର୍ଶନ କରିଛନ୍ତି।&nbsp; ଅବକ୍ଷୟମୟ ବୌଦ୍ଧ କୀର୍ତ୍ତିରାଜି ସହ ବୁଦ୍ଧଦେବଙ୍କ ଶାନ୍ତିର ବାର୍ତ୍ତା ବିଶ୍ୱଦରବାରରେ ପହଞ୍ଚାଇବା ଲାଗି ବାଲୁକାମୂର୍ତ୍ତିରେ ପ୍ରୟାସ କରାଯାଇଛି। ଦେଶବିଦେଶର ପର୍ଯ୍ୟଟକମାନେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକାକଳା ଉତ୍ସବର ମଜା ଉଠାଇଛନ୍ତି।</p>

Ordigital Desk
  • Published: Sunday, 03 December 2017
  • Updated: 03 December 2017, 08:34 AM IST

Sports

Latest News

<p>କୋଣାର୍କ: କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ଆନ୍ତର୍ଜାତିକ ବାଲୁକା କଳା ଉତ୍ସବର ଆଜି ହେଉଛି ତୃତୀୟ ଦିନ। ଗତକାଲି ଦ୍ୱିତୀୟ ଦିନରେ ଏଠାରେ ଭାଗନେଇଥିବା ଦେଶବିଦେଶର ଶିଳ୍ପୀମାନେ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିକୁ ବାଲୁକାକଳାରେ ନିଖୁଣ ଭାବେ ପ୍ରଦର୍ଶନ କରିଛନ୍ତି।&nbsp; ଅବକ୍ଷୟମୟ ବୌଦ୍ଧ କୀର୍ତ୍ତିରାଜି ସହ ବୁଦ୍ଧଦେବଙ୍କ ଶାନ୍ତିର ବାର୍ତ୍ତା ବିଶ୍ୱଦରବାରରେ ପହଞ୍ଚାଇବା ଲାଗି ବାଲୁକାମୂର୍ତ୍ତିରେ ପ୍ରୟାସ କରାଯାଇଛି। ଦେଶବିଦେଶର ପର୍ଯ୍ୟଟକମାନେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକାକଳା ଉତ୍ସବର ମଜା ଉଠାଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos