ସ୍ୱାମୀଙ୍କ ଲଭ୍‌ ଷ୍ଟୋରୀକୁ ଗ୍ରୀନ୍‌ ସିଗ୍‌ନାଲ୍‌ ; କିନ୍ନର ସାଜିଲେ ଦ୍ୱିତୀୟ ପତ୍ନୀ

ଭବାନୀପାଟଣା (ରାଜ କୁମାର ସିଂଦେଓ): ପରକୀୟା ପ୍ରୀତିକୁ ନେଇ ଉଜୁଡ଼ି ଯାଉଛି ସଂସାର । ଛାରଖାର ହୋଇଯାଉଛି ହସଖୁସିର ପରିବାର। ହେଲେ ଏଠାରେ ସ୍ୱାମୀଙ୍କ ପ୍ରେମ ସମ୍ପର୍କକୁ ସହଜେ ଗ୍ରହଣ କରିନେଇଛନ୍ତି ସ୍ତ୍ରୀ। ସ୍ୱାମୀଙ୍କର ପ୍ରେମ ସମ୍ପର୍କ କୌଣସି ଯୁବତୀ ନୁହେଁ ଜଣେ କିନ୍ନର ସହ ଥିବା ଜାଣି ତାଙ୍କୁ ହସି ହସି ଗ୍ରହଣ କରିନେଇଛନ୍ତି ପ୍ରଥମ ସ୍ତ୍ରୀ । ଏଥିସହ ବିଧି ଅନୁଯାୟୀ, ତାଙ୍କୁ ସଜାଇଛନ୍ତି ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ। ଏପରି ଆଶ୍ଚର୍ଯ୍ୟଜନକ ଘଟଣା କଳାହାଣ୍ଡି […]

marriage

marriage

Niharika Rout
  • Published: Monday, 12 September 2022
  • Updated: 12 September 2022, 02:28 PM IST

Sports

Latest News

ଭବାନୀପାଟଣା (ରାଜ କୁମାର ସିଂଦେଓ): ପରକୀୟା ପ୍ରୀତିକୁ ନେଇ ଉଜୁଡ଼ି ଯାଉଛି ସଂସାର । ଛାରଖାର ହୋଇଯାଉଛି ହସଖୁସିର ପରିବାର। ହେଲେ ଏଠାରେ ସ୍ୱାମୀଙ୍କ ପ୍ରେମ ସମ୍ପର୍କକୁ ସହଜେ ଗ୍ରହଣ କରିନେଇଛନ୍ତି ସ୍ତ୍ରୀ। ସ୍ୱାମୀଙ୍କର ପ୍ରେମ ସମ୍ପର୍କ କୌଣସି ଯୁବତୀ ନୁହେଁ ଜଣେ କିନ୍ନର ସହ ଥିବା ଜାଣି ତାଙ୍କୁ ହସି ହସି ଗ୍ରହଣ କରିନେଇଛନ୍ତି ପ୍ରଥମ ସ୍ତ୍ରୀ । ଏଥିସହ ବିଧି ଅନୁଯାୟୀ, ତାଙ୍କୁ ସଜାଇଛନ୍ତି ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ। ଏପରି ଆଶ୍ଚର୍ଯ୍ୟଜନକ ଘଟଣା କଳାହାଣ୍ଡି ଜିଲ୍ଲା ନର୍ଲାରେ ଘଟିଛି।

ନର୍ଲା ବ୍ଲକର ଧୁର୍କୁଟି ଗାଁର ଫକୀର ନିଆଲ ୫ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି। ହସଖୁସିରେ ଫକୀରଙ୍କ ସଂସାର ଗାଡ଼ି ଚାଲିଥିବା ବେଳେ ବର୍ଷେ ପୂର୍ବେ ତାଙ୍କର ସଙ୍ଗୀତା ନାମ୍ନୀ କିନ୍ନରଙ୍କ ସହ ପ୍ରେମ ସର୍ମ୍ପ ଆରମ୍ଭ ହେଲା। ଉଭୟଙ୍କ ମଧ୍ୟରେ ଲୁଚାଛପା ପ୍ରେମ ଚାଲିଥିବା ବେଳେ ଏ ସମ୍ପର୍କରେ ଫକୀରଙ୍କ ପତ୍ନୀ ଜାଣିପାରିଲେ।

ଏହି ଘଟଣାକୁ ନେଇ ତୁମ୍ବି ତୋଫାନ ସୃଷ୍ଟି କରିବା ବଦଳରେ ସ୍ୱାମୀଙ୍କ ପ୍ରେମ ସମ୍ପର୍କକୁ ସାମାଜିକ ସ୍ୱିକୃତୀ ଦେବାକୁ ସେ ଅଣ୍ଟା ଭିଡ଼ିଲେ। ଏପରିକି କିନ୍ନର ସମାଜ ସହ କଥାବାର୍ତ୍ତା କରି ସଙ୍ଗୀତାଙ୍କ ହାତ ନିଜ ସ୍ୱାମୀଙ୍କ ପାଇଁ ମାଗିଥିଲେ।

ଶେଷରେ ଗତ ଶନିବାର ପରିବାର ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଫକୀର ଓ ସଙ୍ଗୀତାଙ୍କ ବିବାହ ମନ୍ଦିରରେ ସମ୍ପନ୍ନ ହୋଇଥିଲା। ଠାକୁରଙ୍କୁ ସାକ୍ଷୀ ରଖି ଫକୀର ସଙ୍ଗୀତାଙ୍କ ମଥାରେ ସିନ୍ଦୂର ଦେଇଥିଲେ। ଏହାପରେ ଉଭୟ ଥାନାକୁ ଯାଇ ସେଠାରେ ମଧ୍ୟ ଲେଖାଲେଖି କରିଥିବା ଜଣାଯାଇଛି।  ଏବେ ୨ ପତ୍ନୀଙ୍କୁ ନେଇ ଫକୀର ବେଶ୍‌ ଖୁସି ଥିବା ଜଣାଯାଇଛି।

ଏନେଇ ସଙ୍ଗୀତା କହିଛନ୍ତି,  ମୁଁ ଜଣେ କିନ୍ନର ହୋଇଥିବାରୁ ପରିବାର ଗଢ଼ିବି ବୋଲି କେବେ ଭାବି ନ ଥିଲି। ଆମ ଦୁହିଁଙ୍କର ବର୍ଷେ ହେବ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ସ୍ୱାମୀଙ୍କ ପ୍ରଥମ ପତ୍ନୀ ସବୁ ଜାଣି ମୋତେ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story