କର୍ମଚାରୀ ପଜିଟିଭ, ୭ ଦିନ ବନ୍ଦ ହେଲା ଏହି ମେଡିକାଲ

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ୭ ଦିନ ପାଇଁ ବନ୍ଦ କରାଯାଇଛି। ବଣାଇ ଉପଖଣ୍ଡ ଡାକ୍ତରଖାନାର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲକୁ ବନ୍ଦ କରାଯିବା ନେଇ SDMO ଘୋଷଣା କରିଛନ୍ତି। ଗତ ୯ ତାରିଖରୁ ଏହି କଟକଣା ଲାଗୁ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ମେଡିକାଲ ଓପିଡି ଏବଂ ଅପରେସନ ଥିଏଟରକୁ ବନ୍ଦ କରି ଦିଆଯାଇଛି। ମେଡିକାଲରେ କେବଳ ଜରୁରୀକାଳୀନ ସେବା ପ୍ରଦାନ କରାଯିବ । ପୂର୍ବରୁ […]

corona-39

corona-39

Niharika Rout
  • Published: Tuesday, 11 August 2020
  • Updated: 11 August 2020, 08:12 AM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ୭ ଦିନ ପାଇଁ ବନ୍ଦ କରାଯାଇଛି। ବଣାଇ ଉପଖଣ୍ଡ ଡାକ୍ତରଖାନାର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲକୁ ବନ୍ଦ କରାଯିବା ନେଇ SDMO ଘୋଷଣା କରିଛନ୍ତି। ଗତ ୯ ତାରିଖରୁ ଏହି କଟକଣା ଲାଗୁ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ମେଡିକାଲ ଓପିଡି ଏବଂ ଅପରେସନ ଥିଏଟରକୁ ବନ୍ଦ କରି ଦିଆଯାଇଛି।

ମେଡିକାଲରେ କେବଳ ଜରୁରୀକାଳୀନ ସେବା ପ୍ରଦାନ କରାଯିବ । ପୂର୍ବରୁ ମଧ୍ୟ ଏହି ଡାକ୍ତରଖାନାରେ ପଜିଟିଭ ବାହାରି ଥିବାରୁ ଓପିଡି ବନ୍ଦ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story