ଏମାନଙ୍କୁ ଜିତାଇଲେ ରାଜ୍ୟବାସୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ। ଏଥିରେ ବିଜେଡିକୁ ଜବରଦସ୍ତ ଫଳାଫଳତା ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଓ ହିଞ୍ଜିଳିରେ ବିଜୟୀ ହୋଇଛନ୍ତି। କିନ୍ତୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଓ ପଦମପୁର ବିଜେପି ବିଧାୟକ ପ୍ରଦୀପ ପୁରହିତ ପରାସ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିଜେଡି ୧୧୨, ବିଜେପି ୨୩, କଂଗ୍ରେସ ୯ଟି ଓ […]

bjd-in-centre

bjd-in-centre

Manoranjan Sial
  • Published: Friday, 24 May 2019
  • Updated: 24 May 2019, 04:54 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ। ଏଥିରେ ବିଜେଡିକୁ ଜବରଦସ୍ତ ଫଳାଫଳତା ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଓ ହିଞ୍ଜିଳିରେ ବିଜୟୀ ହୋଇଛନ୍ତି। କିନ୍ତୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଓ ପଦମପୁର ବିଜେପି ବିଧାୟକ ପ୍ରଦୀପ ପୁରହିତ ପରାସ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିଜେଡି ୧୧୨, ବିଜେପି ୨୩, କଂଗ୍ରେସ ୯ଟି ଓ ଅନ୍ୟ ୨ ଟି ଆସନ ଜିତିଛନ୍ତି।

ରାଜନଗରରେ ବିଜେଡିରୁ ଧ୍ରୁବ ସାହୁ

ଅନୁଗୋଳରେ ବିଜେଡିରୁ ରଜନୀକାନ୍ତ ସିଂହ

ଆସିକାରେ ବିଜେଡିରୁ ମଂଜୁଳା ସ୍ୱାଇଁ

ଆଠଗଡ଼ରେ ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠମଲ୍ଲିକରେ ବିଜେଡିରୁ ରମେଶ ସାଏ

ଅତାବିରାରେ ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ

ଆଳିରେ ବିଜେଡିରୁ ପ୍ରତାପ ଦେବ ବିଜୟୀ

ବଡ଼ସାହିରେ ବିଜେପିରୁ ସନାତନ ବିଜୁଳି ବିଜୟୀ

ବାଲେଶ୍ୱରରେ ବିଜେପିରୁ ମଦନ ମୋହନ ଦତ୍ତ ବିଜୟୀ

ବାଲିଗୁଡ଼ାରେ ବିଜେଡିରୁ ଚକ୍ରମଣି କହଁର ବିଜୟୀ

ବାଙ୍ଗିରିପୋଷିରେ ବିଜେଡିରୁ ସୁଦାମ ମାରାଣ୍ଡି ବିଜୟୀ

ବାଙ୍କୀରେ ବିଜେଡିରୁ ଦେବୀରଂଜନ ତ୍ରିପାଠୀ ବିଜୟୀ

ବାରବାଟୀ-କଟକରେ କଂଗ୍ରେସରୁ ମହମ୍ମଦ ମୋକିମ ବିଜୟୀ

ବଡ଼ଚଣାରେ ବିଜେଡିରୁ ଅମର ପ୍ରସାଦ ଶତପଥୀ ବିଜୟୀ

ବରଗଡ଼ରେ ବିଜେଡିରୁ ଦେବେଶ ଆଚାର୍ଯ୍ୟ ବିଜୟୀ

ବରୀରେ ବିଜେଡିରୁ ସୁନନ୍ଦା ଦାସ ବିଜୟୀ

ବାରିପଦାରେ ବିଜେପିର ପ୍ରକାଶ ସୋରେନ ବିଜୟୀ

ବାସୁଦେବପୁରରେ ବିଜେଡିରୁ ବିଷ୍ଣୁବ୍ରତ ରାଉତରାୟ ବିଜୟୀ

ବେଗୁନିଆରେ ବିଜେଡିରୁ ରାଜେନ୍ଦ୍ର ସାହୁ ବିଜୟୀ

ଭଦ୍ରକରେ ବିଜେଡିରୁ ସଂଜୀବ ମଲ୍ଲିକ ବିଜୟୀ

ଭଣ୍ଡାରିପୋଖରୀରେ ବିଜେଡିରୁ ପ୍ରଫୁଲ୍ଲ ସାମଲ ବିଜୟୀ

ଭଞ୍ଜନଗରରେ ବିଜେଡିରୁ ବିକ୍ରମ ଆରୁଖ ବିଜୟୀ

ଭଟଲୀରେ ବିଜେଡିରୁ ସୁଶାନ୍ତ ସିଂହ ବିଜୟୀ

ଭବାନୀପାଟଣାରେ ବିଜେପିରୁ ପ୍ରଦୀପ୍ତ ନାୟକ ବିଜୟୀ

ଭୁବନେଶ୍ୱର ମଧ୍ୟ ବିଜେଡିରୁ ଅନନ୍ତ ନାରାୟଣ ଜେନା ବିଜୟୀ

ଭୁବନେଶ୍ୱର ନର୍ଥରେ ବିଜେଡିରୁ ସୁଶାନ୍ତ ରାଉତ ବିଜୟୀ

ବିଜେପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ

ବିଞ୍ଝାରପୁରରେ ବିଜେଡିରୁ ପ୍ରମିଳା ମଲ୍ଲିକ ବିଜୟୀ

ବିରମିତ୍ରପୁରରେ ବିଜେଡିରୁ ଶଙ୍କର ଓରାମ ବିଜୟୀ

ବୀରମହାରାଜପୁରରେ ବିଜେଡିରୁ ପଦ୍ମନାଭ ବେହେରା ବିଜୟୀ

ବିଷମକଟକରେ ବିଜେଡିରୁ ଜଗନ୍ନାଥ ସାରକା ବିଜୟୀ

ବଲାଙ୍ଗିରରେ କଂଗ୍ରେସରୁ ନରସିଂହ ମିଶ୍ର ବିଜୟୀ

ବୌଦ୍ଧରେ ବିଜେଡିରୁ ପ୍ରଦୀପ ଅମାତ ବିଜୟୀ

ବ୍ରହ୍ମଗିରିରେ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜୟୀ

ବ୍ରହ୍ମପୁରରେ ବିଜେଡିରୁ ବିକ୍ରମ ପଣ୍ଡା ବିଜୟୀ

ବ୍ରଜରାଜନଗରରେ ବିଜେଡିରୁ କିଶୋର ମହାନ୍ତି ବିଜୟୀ

ଚମ୍ପୁଆରେ ବିଜେଡିରୁ ମିନାକ୍ଷୀ ମହାନ୍ତ ବିଜୟୀ

ଚାନ୍ଦବାଲିରେ ବିଜେଡିରୁ ବ୍ୟମୋକେଶ ରାୟ ବିଜୟୀ

ଛତ୍ରପୁରରେ ବିଜେଡିରୁ ସୁବାସ ବେହେରା ବିଜୟୀ

ଛେଣ୍ଡିପଦାରେ ବିଜେଡିରୁ ସୁଶାନ୍ତ ବେହେରା ବିଜୟୀ

ଚିକିଟିରେ ବିଜେଡିରୁ ଉଷା ଦେବୀ ବିଜୟୀ

ଚିଲିକାରେ ବିଜେଡିରୁ ପ୍ରଶାନ୍ତ ଜଗଦେବ ବିଜୟୀ

ଚିତ୍ରକୋଣ୍ଡାରେ ବିଜେଡିରୁ ପୂର୍ଣ୍ଣଚନ୍ଦ୍ର ବାକା ବିଜୟୀ

ଚୌଦ୍ୱାର-କଟକରେ ବିଜେଡିରୁ ସୌଭିକ ବିଶ୍ୱାଳ ବିଜୟୀ

କଟକ ସଦରରେ ବିଜେଡିରୁ ଚନ୍ଦ୍ରସାରଥୀ ବେହେରା ବିଜୟୀ

ଡାବୁଗାଁରେ ବିଜେଡିରୁ ମନୋହର ରନ୍ଧାରୀ ବିଜୟୀ

ଦଶପଲ୍ଲାରେ ବିଜେଡିରୁ ରମେଶ ବେହେରା ବିଜୟୀ

ଦେବଗଡ଼ରେ ବିଜେପିରୁ ସୁବାସ ପାଣିଗ୍ରାହୀ ବିଜୟୀ

ଧର୍ମଗଡ଼ରେ ବିଜେଡିରୁ ମହୋଷଧୀ ବାଗ ବିଜୟୀ

ଢେଙ୍କାନାଳରେ ବିଜେଡିର ସୁଧିର ସାମଲ ବିଜୟୀ

ଦିଗପହଣ୍ଡିରୁ ବିଜେଡିର ସୂର୍ଯ୍ୟ ପାତ୍ର ବିଜୟୀ

ଏକାମ୍ର-ଭୁବନେଶ୍ୱରରେ ବିଜେଡିରୁ ଅଶୋକ ପଣ୍ଡା ବିଜୟୀ

ଜି.ଉଦୟଗିରିରେ ବିଜେଡିରୁ ସାଲୁଗା ପ୍ରଧାନ ବିଜୟୀ

ଘଷିପୁରାରେ ବିଜେଡିରୁ ବଦ୍ରି ନାରାୟଣ ପାତ୍ର ବିଜୟୀ

ଗୋପାଳପୁରରେ ବିଜେଡିରୁ ପ୍ରଦୀପ ପାଣିଗ୍ରାହୀ ବିଜୟୀ

ଗୁଣପୁରରେ ବିଜେଡିରୁ ରଘୁନାଥ ଗମାଙ୍ଗ ବିଜୟୀ

ହିଞ୍ଜିଳିରେ ବିଜେଡିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ

ହିନ୍ଦୋଳରେ ବିଜେଡିରୁ ସୀମାରାଣୀ ନାୟକ ବିଜୟୀ

ଜଗତସିଂହପୁରରୁ ବିଜେଡିର ପ୍ରଶାନ୍ତ ମୁଦୁଲି ବିଜୟୀ

ଯାଜପୁରରେ ବିଜେଡିର ପ୍ରଣବ ପ୍ରକାଶ ଦାସ ବିଜୟୀ

ଜଳେଶ୍ୱରରେ ବିଜେଡିର ଅଶ୍ୱିନୀ ପାତ୍ର ବିଜୟୀ

ଜଟଣୀରେ କଂଗ୍ରେସର ସୁରେଶ ରାଉତରାୟ ବିଜୟୀ

ଜୟଦେବରେ ବିଜେଡିର ଅରବିନ୍ଦ ଢାଲି ବିଜୟୀ

ଜୟପୁରରେ କଂଗ୍ରେସର ତାରାପ୍ରସାଦ ବାହିନୀପତି ବିଜୟୀ

ଝରିଗାଁରେ ବିଜେଡିର ପ୍ରକାଶ ମାଝୀ ବିଜୟୀ

ଝାରସୁଗୁଡ଼ାରେ ବିଜେଡିର ନବ ଦାସ ବିଜୟୀ

ଜୁନାଗଡ଼ରେ ବିଜେଡିର ଦିବ୍ୟଶଙ୍କର ମିଶ୍ର ବିଜୟୀ

କବିସୂର୍ଯ୍ୟନଗରରେ ବିଜେଡିର ଲତିକା ପ୍ରଧାନ ବିଜୟୀ

କାକଟପୁରରେ ବିଜେଡିର ତୁଷାରକାନ୍ତି ବେହେରା ବିଜୟୀ

କାମାକ୍ଷାନଗରରେ ବିଜେଡିର ପ୍ରଫୁଲ୍ଲ ମଲ୍ଲିକ ବିଜୟୀ

କଣ୍ଟାମାଳରେ ବିଜେଡିର ମହିଧର ରଣା ବିଜୟୀ

କରଞ୍ଜିଆରେ ବିଜେଡିର ବାସନ୍ତୀ ହେମ୍ବ୍ରମ ବିଜୟୀ

କେନ୍ଦ୍ରାପଡ଼ାରେ ବିଜେଡିର ଶଶିଭୂଷଣ ବେହେରା ବିଜୟୀ

କେନ୍ଦୁଝରରେ ବିଜେପିର ମୋହନ ମାଝୀ ବିଜୟୀ

ଖଲିକୋଟରେ ବିଜେଡିର କେଏସ୍‌ ବୈଦ୍ୟ ବିଜୟୀ

ଖଣ୍ଡପଡ଼ାରୁ ବିଜେଡିର ସୌମ୍ୟରଂଜନ ପଟ୍ଟନାୟକ ବିଜୟୀ

ଖୋର୍ଦ୍ଧାରେ ବିଜେଡିରୁ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ବିଜୟୀ

କୋରାପୁଟରେ ବିଜେଡିର ରଘୁରାମ ପୋଡ଼ାଲ ବିଜୟୀ

କୋରେଇ ବିଜେଡିର ଅଶୋକ ବଳ ବିଜୟୀ

କୋଟପାଡରେ ବିଜେଡିର ପଦ୍ମିନୀ ଦିଆନ ବିଜୟୀ

କୁଚିଣ୍ଡାରେ ବିଜେଡିର କିଶୋର ନାୟକ ବିଜୟୀ

ଲାଞ୍ଜିଗଡ଼ରୁ ବିଜେଡିର ପ୍ରଦୀପ ଦିସାରୀ ବିଜୟୀ

ଲୋଇସିଂହାରେ ବିଜେପିର ମୁକେଶ ମହାଲିଙ୍ଗ ବିଜୟୀ

ମହାକାଳପଡ଼ା ବିଜେଡିର ଅତନୁ ସବ୍ୟସାଚୀ ନାୟକ ବିଜୟୀ

ମାହାଙ୍ଗାରେ ବିଜେଡିର ପ୍ରତାପ ଜେନା ବିଜୟୀ

ମୋହନାରେ କଂଗ୍ରେସରୁ ଦାଶରଥୀ ଗମାଙ୍ଗ ବିଜୟୀ

ମୋରଡ଼ାରେ ବିଜେଡିର ରାଜକିଶୋର ଦାସ ବିଜୟୀ

ର୍ନଲାରେ ବିଜେଡିର ଭୂପିନ୍ଦର ସିଂ ବିଜୟୀ

ନୟାଗଡ଼ରେ ବିଜେଡିର ଅରୁଣ ସାହୁ ବିଜୟୀ

ନିଆଳିରେ ବିଜେଡିର ପ୍ରମୋଦ ମଲ୍ଲିକ ବିଜୟୀ

ନିମାପଡ଼ାରେ ବିଜେଡିର ସମୀର ରଂଜନ ଦାଶ ବିଜୟୀ

ନୂଆପଡ଼ାରେ ବିଜେଡିର ରାଜେନ୍ଦ୍ର ଢୋଲକିଆ ବିଜୟୀ

ପଦ୍ମପୁରରେ ବିଜେଡିର ବିଜୟ ରଂଜନ ସିଂବରିହା ବିଜୟୀ

ପାଲଲହଡ଼ାରେ ବିଜେଡିର ମୁକେଶ ପାଲ ବିଜୟୀ

ପାରାଦୀପରେ ବିଜେଡିର ସମ୍ବିତ ରାଉତରାୟ ବିଜୟୀ

ପାରଳାଖେମୁଣ୍ଡିରେ ବିଜେପିର କେ. ନାରାୟଣ ରାଓ ବିଜୟୀ

ପର୍ଜଙ୍ଗରେ ବିଜେଡିର ନୃସିଂହ ସାହୁ ବିଜୟୀ

ପାଟଣାରେ ବିଜେଡିର ଜଗନ୍ନାଥ ନାୟକ ବିଜୟୀ

ପାଟଣାଗଡ଼ରେ ବିଜେଡିରୁ ସରୋଜ ମେହେର ବିଜୟୀ

ଫୁଲବାଣୀରେ ବିଜେଡିର ଅଙ୍ଗଦ କହଁର ବିଜୟୀ

ପିପିଲିରେ ବିଜେଡିର ପ୍ରଦୀପ ମହାରଥୀ ବିଜୟୀ

ପୋଲସରାରେ ବିଜେଡିର ଶ୍ରୀକାନ୍ତ ସାହୁ ବିଜୟୀ

ପଟାଙ୍ଗିରେ ବିଜେଡିର ପ୍ରୀତମ ପାଢୀ ବିଜୟୀ

ପୁରୀରେ ବିଜେପିର ଜୟନ୍ତ ଷଡ଼ଙ୍ଗୀ ବିଜୟୀ

ରଘୁନାଥପାଲୀରେ ବିଜେଡିର ସୁବ୍ରତ ତରାଇ ବିଜୟୀ

ରାଇରଙ୍ଗପୁର ବିଜେପିର ନବଚରଣ ମାଝୀ ବିଜୟୀ

ରାଜନଗରରେ ବିଜେଡିର ଧ୍ରୁବ ସାହୁ ବିଜୟୀ

ରାଜଗାଙ୍ଗପୁର କଂଗ୍ରେସର ସିଏସ୍‌ ରାଜନ ବିଜୟୀ

ରାୟଗଡ଼ା ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଜୟୀ

ରେଢ଼ାଖୋଲରେ ବିଜେଡିର ରୋହିତ ପୂଜାରୀ ବିଜୟୀ

ରେଙ୍ଗାଲିରେ ବିଜେପିର ନାଉରୀ ନାଏକ ବିଜୟୀ

ରାଉରକେଲାରେ ବିଜେଡିର ସାରଦା ନାୟକ ବିଜୟୀ

ସାଲେପୁରରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ

ସମ୍ୱଲପୁରରେ ବିଜେପିର ଜୟନାରାୟଣ ମିଶ୍ର ବିଜୟୀ

ସାନଖେମୁଣ୍ଡିରୁ କଂଗ୍ରେସରୁ ରମେଶ ଜେନା ବିଜୟୀ

ସାରସକଣାରେ ବିଜେପିର ବୁଧାନ ମୁମୁର୍ ବିଜୟୀ

ସତ୍ୟବାଦୀରେ ବିଜେଡିର ଉମାକାନ୍ତ ସାମନ୍ତରାୟ ବିଜୟୀ

ସିମୁଳିଆରେ ବିଜେଡିର ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜୟୀ

ସୋନପୁରରେ ବିଜେଡିର ନିରଞ୍ଜନ ପୂଜାରୀ ବିଜୟୀ

ସୁକିନ୍ଦାରେ ବିଜେଡିର ପ୍ରୀତିରଂଜନ ଘଡ଼ାଇ ବିଜୟୀ

ସୁନ୍ଦରଗଡ଼ରେ ବିଜେପିର କୁସୁମ ଟେଟେ ବିଜୟୀ

ସୋରଡ଼ାରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜୟୀ

ତାଳଚେରରେ ବିଜେଡିର ବ୍ରଜ କିଶୋର ପ୍ରଧାନ ବିଜୟୀ

ତଳସରାରେ ବିଜେପିର ଭବାନୀ ଭୋଇ ବିଜୟୀ

ତଲକୋଇରେ ବିଜେଡିର ପ୍ରେମାନନ୍ଦ ନାୟକ ବିଜୟୀ

ଟିଟିଲାଗଡ଼ରେ ବିଜେଡିର ଟୁକୁନି ସାହୁ ବିଜୟୀ

ଉଦଳାରେ ବିଜେପିର ଭାସ୍କର ମଢ଼େଇ ବିଜୟୀ

ଉମରକୋଟରେ ବିଜେପିର ନିତ୍ୟାନନ୍ଦ ଗଣ୍ଡ ବିଜୟୀ

ନୀଳଗିରିରେ ବିଜେପିର ସୁକାନ୍ତ ନାୟକ ବିଜୟୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos