ଠକେଇ ଅଭିଯୋଗରେ ରିଅଲ ଇଷ୍ଟେଟ୍ ସଂସ୍ଥା ବ୍ରୁକସନ ଇନଫାଷ୍ଟ୍ରକଚର ଏମଡି ଗିରଫ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ରିଅଲ ଇଷ୍ଟେଟ୍ ସଂସ୍ଥା ବ୍ରୁକସନ ଇନଫାଷ୍ଟ୍ରକଚର ଲିମିଟେଡ ଏମଡି ଗିରଫ। ତାଙ୍କ ନାଁ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା। ପୂର୍ଣ୍ଣଚନ୍ଦ୍ରଙ୍କୁ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା- ଇଓଡବ୍ଲୁ ଗିରଫ କରିଛି। ପୂର୍ଣ୍ଣଚନ୍ଦ୍ରଙ୍କ ନାଁରେ ୩୫ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଚନ୍ଦକାରେ ଜମି ଯୋଗାଇ ଦେବାକୁ କହି ସେ ଠକିଥିବା ଅଭିଯୋଗ ହୋଇଥିଲା। କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ଏହି ଠକେଇ ସମ୍ପର୍କରେ ପଚରାଉଚରା କରିବ।

giraf

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 07:23 AM IST

Related story