ପିସିସି ସଭାପତି ପରିବର୍ତ୍ତନ ସମ୍ଭାବନା; ରାହୁଲଙ୍କୁ ଭେଟିଲେ ନିରଞ୍ଜନ, ଭକ୍ତ ଓ ପ୍ରଦୀପ
[vc_row][vc_column][vc_video link=" କଂଗ୍ରେସ କମିଟି ସଭାପତି ପରିବର୍ତ୍ତନ ନେଇ ବଢିଲା ସମ୍ଭାବନା।  ଅାଜି ନୂଅାଦିଲ୍ଲୀରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ଦଳର ୩ ନେତା ନିରଞ୍ଜନ ପଟ୍ଟନାୟକ, ଭକ୍ତ ଚରଣ ଦାସ ଓ ପ୍ରଦୀପ ମାଝୀ। ରାହୁଲ ଗାନ୍ଧିଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି।  ବେଶ୍ କିଛି ସମୟ ଧରି ରାହୁଲ ଏମାନଙ୍କ ସହ ଅାଲୋଚନା କରିଛନ୍ତି।  ୩ ଜଣଙ୍କ ସହ ଏକାଠି କି ପୃଥକ ପୃଥକ ଭାବେ ରାହୁଲ  ଅାଲୋଚନା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ଅାଲୋଚନା ପରେ ରାହୁଲଙ୍କ ବାସଭବନରୁ ୩ ନେତା ଏକାଠି ଗୋଟିଏ ଗାଡିରେ ଫେରିଥିଲେ।
ରାହୁଲଙ୍କୁ ଭେଟିବା ପରେ ଭକ୍ତ ଦାସ ‘ଓଟିଭି’କୁ କହିଛନ୍ତି ଯେ ଆସନ୍ତା ୬ ତାରିଖରେ ରାହୁଲ ଦିଲ୍ଲୀରେ ଏକ ବୈଠକ ଡକାଇଛନ୍ତି। ଏଥିରେ ଓଡ଼ିଶାର ସମସ୍ତ ଦଳୀୟ ବିଧାୟକଙ୍କୁ ଯୋଗ ଦେବାକୁ କୁହାଯାଇଛି। ତା’ ସହିତ କିଛି ବରିଷ୍ଠ ନେତାଙ୍କୁ ବି ଡକା ଯାଇଛି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଁ ପ୍ରସାଦ ହଟାଅ ଅଭିଯାନ ଜୋରଦାର ହୋଇଥିଲା। ପିସିସି ଓ ବିଧାୟକଙ୍କ ମଧ୍ୟରେ ଫାଟ ସ୍ପଷ୍ଟ ହୋଇଥିଲା।  ତେବେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଫ୍ଲଫ୍ ସୋ ପରେ ପ୍ରସାଦଙ୍କ ସ୍ଥାନରେ ନୂଅା ମୁଖିଅା ନିଯୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି।[/vc_column_text][/vc_column][/vc_row]
Ordigital Desk
• Published: Thursday, 04 May 2017
• Updated: 04 May 2017, 12:30 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos