୩ ମୁଣ୍ଡ ଗଡ଼ିଲା, ବାଇକ୍‌ରେ କେହି ରହିଲେନି

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଆଜି କଳାହାଣ୍ଡି ଜିଲ୍ଲା କେଗାଁରୁ କେସିଙ୍ଗା ଅଭିମୁଖେ ଯାଉଥିବା ‘ଜୟ ଜଗନ୍ନାଥ ବସ’ ଡୁଙ୍ଗୁରିଗୁଡା ନିକଟରେ  ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାଇକ୍‌ରେ ଜଣେ ପୁରୁଷ,ଜଣେ ମହିଳା ଓ ଜଣେ ଛୋଟ ଝିଅ ଥିଲା। ଦୁର୍ଘଟଣାସ୍ଥଳରେ  ବାଇକ ଚାଳକ ଓ ବାଇକରେ ବସିଥିବା ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିଲା । ସେହିପରି ବାଇକରେ ବସିଥିବା ଅନ୍ୟଜଣେ […]

700

700

Tapas Behera
  • Published: Thursday, 04 March 2021
  • Updated: 04 March 2021, 04:56 PM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଆଜି କଳାହାଣ୍ଡି ଜିଲ୍ଲା କେଗାଁରୁ କେସିଙ୍ଗା ଅଭିମୁଖେ ଯାଉଥିବା ‘ଜୟ ଜଗନ୍ନାଥ ବସ’ ଡୁଙ୍ଗୁରିଗୁଡା ନିକଟରେ  ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାଇକ୍‌ରେ ଜଣେ ପୁରୁଷ,ଜଣେ ମହିଳା ଓ ଜଣେ ଛୋଟ ଝିଅ ଥିଲା। ଦୁର୍ଘଟଣାସ୍ଥଳରେ  ବାଇକ ଚାଳକ ଓ ବାଇକରେ ବସିଥିବା ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିଲା ।

ସେହିପରି ବାଇକରେ ବସିଥିବା ଅନ୍ୟଜଣେ ଛୋଟ ଝିଅ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତର ଆହାତଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଡାକ୍ତରଖାନା ନିଆଯାଇ ଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।  ଘଟଣାସ୍ଥଳରେ ଗୋଲାମୁଣ୍ଡା ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୃତାହତଙ୍କ ପରିଚୟ ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story