ଦୁର୍ଘଟଣାରେ ପ୍ରସୂତିଙ୍କ ସହ ୩ ଜଣଙ୍କ ମୃତ୍ୟୁ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ବାହାଘର ସାରି ବାଇକ୍‌ରେ ଫେରୁଥିବା ବେଳେ ପ୍ରସୂତୀଙ୍କୁ ଧରି ଫେରୁଥିବା ଏକ କାର୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍‌ ଆରୋହୀଙ୍କ ସମେତ ପ୍ରସୂତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଛି ଗର୍ଭବତୀଙ୍କ ନବଜାତ ଶିଶୁ। ତାକୁ ବୁର୍ଲା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ପୂରା ଘଟଣା ଏମିତି। ସମ୍ୱଲପୁର ଜିଲ୍ଲା ଭତ୍ରା ଅଞ୍ଚଳର ପବନ ବାଗ, ନରେଶ ବାଗ ଓ ଅନ୍ୟମାନେ ଏକ ବାହାଘରରେ ଯୋଗଦେବା ପାଇଁ କେଉଟପାଲିକୁ […]

car-accident.jpg111

car-accident.jpg111

Manoranjan Sial
  • Published: Monday, 13 May 2019
  • Updated: 13 May 2019, 09:47 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ବାହାଘର ସାରି ବାଇକ୍‌ରେ ଫେରୁଥିବା ବେଳେ ପ୍ରସୂତୀଙ୍କୁ ଧରି ଫେରୁଥିବା ଏକ କାର୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍‌ ଆରୋହୀଙ୍କ ସମେତ ପ୍ରସୂତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଛି ଗର୍ଭବତୀଙ୍କ ନବଜାତ ଶିଶୁ। ତାକୁ ବୁର୍ଲା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ପୂରା ଘଟଣା ଏମିତି। ସମ୍ୱଲପୁର ଜିଲ୍ଲା ଭତ୍ରା ଅଞ୍ଚଳର ପବନ ବାଗ, ନରେଶ ବାଗ ଓ ଅନ୍ୟମାନେ ଏକ ବାହାଘରରେ ଯୋଗଦେବା ପାଇଁ କେଉଟପାଲିକୁ ଯାଇଥିଲେ। ବାହାଘର ସରିବା ପରେ ସେମାନେ ବାଇକ୍‌ରେ ସମ୍ୱଲପୁର ଅଭିମୁଖେ ଫେରୁଥିଲେ। ଏସ. ପତ୍ରାପାଲି ଛକରେ ପ୍ରସୂତି ସୁରୁ ଭଏନା ଓ ତାଙ୍କ ନବଜାତ ଶିଶୁଙ୍କୁ ଧରୁ ଫେରୁଥିବା ଏକ କାର ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପବନ, ନରେଶ ଓ ପ୍ରସୂତି ସୁରୁ ଭଏନାଙ୍କ ମୃତ୍ୟୁ ଘଟିଥିଲା। ପ୍ରସୂତିଙ୍କ ନବଜାତ ଶିଶୁ ଓ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ସେମାନଙ୍କୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ବାହାଘର ସାରି ବସ୍‌ରେ ଫେରୁଥିବା ମୃତ ପବନ ଓ ନରେଶଙ୍କ ସମ୍ପର୍କୀୟମାନେ ବାଇକ୍‌କୁ ଧକ୍କା ଦେଇଥିବା କାର୍‌ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଜଳୁଥିବା କାର୍‌ର ଫଟୋ ଉଠାଉଥିବା ଆଉ ଏକ ଗାଡ଼ିରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story