ବିଷ ନେଇଗଲା ବାପା, ମା ଓ ଝିଅର ଜୀବନ

ବରଗଡ଼ (ଦୀପକ ଶର୍ମା): ବରଗଡ଼ ବିଜେପୁର ଅଂଚଳରେ ଅଭାବନୀୟ ଘଟଣା।  ବିଷ ପିଇ ଗୋଟିଏ ପରିବାରର ବାପା, ମାଆ ଓ ଝିଅର ମୃତ୍ୟୁ ଘଟିଛି।  ବେନିଆଚାଲା ଗାଁରେ ଘଟିଛି ଏ ଅଭାବନୀୟ ଘଟଣା।  ଗତକାଲି ପରିବାରର ସମସ୍ତେ ବିଷ ପିଇଥିବା ଅଭିଯୋଗ ହୋଇଥିଲ॥ ଗତକାଲି ବାପା ଓ ୧୨ ବର୍ଷ ଝିଅର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ମାଆକୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା।  ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ […]

One-dies-after-1

Tapas Behera
  • Published: Sunday, 23 August 2020
  • , Updated: 23 August 2020, 03:55 PM IST

ବରଗଡ଼ (ଦୀପକ ଶର୍ମା): ବରଗଡ଼ ବିଜେପୁର ଅଂଚଳରେ ଅଭାବନୀୟ ଘଟଣା।  ବିଷ ପିଇ ଗୋଟିଏ ପରିବାରର ବାପା, ମାଆ ଓ ଝିଅର ମୃତ୍ୟୁ ଘଟିଛି।  ବେନିଆଚାଲା ଗାଁରେ ଘଟିଛି ଏ ଅଭାବନୀୟ ଘଟଣା।  ଗତକାଲି ପରିବାରର ସମସ୍ତେ ବିଷ ପିଇଥିବା ଅଭିଯୋଗ ହୋଇଥିଲ॥

ଗତକାଲି ବାପା ଓ ୧୨ ବର୍ଷ ଝିଅର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ମାଆକୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା।  ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।  ସ୍ତ୍ରୀଓ ଝିଅକୁ ବିଷ ପିଆଇବା ପରେ ସ୍ୱାମୀ ବିଷ ପିଇଥିବା ସୂଚନା ମିଳିଛି। ଘରୋଇ କଳିରୁ ଏଭଳି ଏକ ଅଘଟଣା ଘଟିଥିବା ସନ୍ଦେହ କରାଯାଉଛି।

Related story