ଦାଦନ ଚାଲାଣ ବୋଲେରୋ ଦୁର୍ଘଟଣାଗ୍ରସ୍ତ: ୩ ଶ୍ରମିକ ଆହତ

<p>ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ନିକଟରେ ଦାଦନ ଶ୍ରମିକଙ୍କୁ ନେଉଥିବା ଏକ ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆଉ ଜଣେ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି। ସେହିପରି ଗାଡ଼ି ଡ୍ରାଇଭରଙ୍କ ହାତ ଭାଙ୍ଗିଯାଇଛି। ସେମାନଙ୍କୁ&nbsp; ଖପ୍ରୋଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>ଏହି ଶ୍ରମିକମାନେ ପାଟଣାଗଡ଼ ବ୍ଲକ୍&zwnj; ସେମେଲମୁଣ୍ଡା ଓ ଗିତ୍&zwnj;ମାଲ ଗାଁର। ଏକ ବୋଲେରୋରେ ୧୪ ଜଣ ଦାଦନ ଶ୍ରମିକ&nbsp; ହରିଶଙ୍କର ରୋଡ ଷ୍ଟେସନକୁ&nbsp; ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ&nbsp; ବିଲ ଭିତରକୁ &nbsp;ପଶାଇ ଦେଇଥିଲା। ଶ୍ରମିକମାନଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ପୋଲିସ କହିଛି।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 11:47 AM IST

Sports

Latest News

<p>ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ନିକଟରେ ଦାଦନ ଶ୍ରମିକଙ୍କୁ ନେଉଥିବା ଏକ ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆଉ ଜଣେ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି। ସେହିପରି ଗାଡ଼ି ଡ୍ରାଇଭରଙ୍କ ହାତ ଭାଙ୍ଗିଯାଇଛି। ସେମାନଙ୍କୁ&nbsp; ଖପ୍ରୋଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p><p>ଏହି ଶ୍ରମିକମାନେ ପାଟଣାଗଡ଼ ବ୍ଲକ୍&zwnj; ସେମେଲମୁଣ୍ଡା ଓ ଗିତ୍&zwnj;ମାଲ ଗାଁର। ଏକ ବୋଲେରୋରେ ୧୪ ଜଣ ଦାଦନ ଶ୍ରମିକ&nbsp; ହରିଶଙ୍କର ରୋଡ ଷ୍ଟେସନକୁ&nbsp; ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ&nbsp; ବିଲ ଭିତରକୁ &nbsp;ପଶାଇ ଦେଇଥିଲା। ଶ୍ରମିକମାନଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ପୋଲିସ କହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos