ବିଲକୁ ଯାଇଥିବା ବେଳେ ବାର୍‌ହା ଆକ୍ରମଣ କଲା

କାମାକ୍ଷାନଗର(ରାକେଶ ଦେହୁରୀ): ବିଲକୁ ଯାଇଥିବା ବେଳେ ବାର୍‌ହା ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ଆହତଙ୍କୁ କାମାକ୍ଷାନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସକାଳେ କଙ୍କଡ଼ାହାଡ଼ ଥାନା ମକୁକାଟେଣୀ ପଞ୍ଚାୟତ ଅନ୍ତର୍ଗତ ବାଘବସା ଗାଁର ନବ ପଧାନ, ଶ୍ରୀବତ୍ସ ପଧାନ ଓ ବିମଳ ପଧାନ ବିଲକୁ ଯାଇଥିଲେ। ଏହି ସମୟରେ ଗୋଟିଏ ବାର୍‌ହା ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ […]

kamakhayanager

kamakhayanager

Manoranjan Sial
  • Published: Sunday, 17 February 2019
  • Updated: 17 February 2019, 07:50 PM IST

Sports

Latest News

କାମାକ୍ଷାନଗର(ରାକେଶ ଦେହୁରୀ): ବିଲକୁ ଯାଇଥିବା ବେଳେ ବାର୍‌ହା ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ଆହତଙ୍କୁ କାମାକ୍ଷାନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ କଙ୍କଡ଼ାହାଡ଼ ଥାନା ମକୁକାଟେଣୀ ପଞ୍ଚାୟତ ଅନ୍ତର୍ଗତ ବାଘବସା ଗାଁର ନବ ପଧାନ, ଶ୍ରୀବତ୍ସ ପଧାନ ଓ ବିମଳ ପଧାନ ବିଲକୁ ଯାଇଥିଲେ। ଏହି ସମୟରେ ଗୋଟିଏ ବାର୍‌ହା ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି  ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story