ନିଜକୁ ନିଆଁ ଲଗାଇଲେ ମହିଳା, ବଞ୍ଚାଇବାକୁ ଯାଇ ସ୍ଵାମୀ ଓ ଶାଶୁ ବି ଗୁରୁତର

ବାରିପଦା (ମାନିକ ଲାଲ୍ ପାଣି): ପାରିବାରିକ ଗଣ୍ଡଗୋଳରୁ ଉପୁଜିଲା କରୁଣ ପରିସ୍ଥିତି। ଗୋଟିଏ ପରିବାରର ତିନିଜଣ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ବୈଦପୁର ଗାଁ ରେ। ଆଜି ସକାଳୁ ଗୈର ସଂଙ୍କ ଘରେ ତାଙ୍କ ସ୍ତ୍ରୀ ରୋଷେଇ ବାହାନା କରି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ଦେଖି ସ୍ୱାମୀ ତାଙ୍କୁ ଉଦ୍ଧାର କରିବା ପାଇଁ ଧାଇଁ ଯାଇଥିଲେ। ସେତେବେଳକୁ ମହିଳା […]

fire

fire

Ranjit Kumar Jena
  • Published: Sunday, 01 November 2020
  • Updated: 01 November 2020, 11:12 AM IST

Sports

Latest News

ବାରିପଦା (ମାନିକ ଲାଲ୍ ପାଣି): ପାରିବାରିକ ଗଣ୍ଡଗୋଳରୁ ଉପୁଜିଲା କରୁଣ ପରିସ୍ଥିତି। ଗୋଟିଏ ପରିବାରର ତିନିଜଣ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ବୈଦପୁର ଗାଁ ରେ। ଆଜି ସକାଳୁ ଗୈର ସଂଙ୍କ ଘରେ ତାଙ୍କ ସ୍ତ୍ରୀ ରୋଷେଇ ବାହାନା କରି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ଏହା ଦେଖି ସ୍ୱାମୀ ତାଙ୍କୁ ଉଦ୍ଧାର କରିବା ପାଇଁ ଧାଇଁ ଯାଇଥିଲେ। ସେତେବେଳକୁ ମହିଳା ଜଣକ ପୋଡ଼ି ହୋଇ ଯାଉଥିଲେ, ମହିଳାଙ୍କ ମା' ମଧ୍ୟ ତାଙ୍କୁ ଉଦ୍ଧାର କରିବା ପାଇଁ ଦୌଡ଼ି ଆସିଥିଲେ। ଫଳରେ ମହିଳାଙ୍କୁ ଉଦ୍ଧାର କରିବା ବେଳେ ତାଙ୍କ ସ୍ଵାମୀ ଏବଂ ମା ମଧ ପୋଡ଼ି ହୋଇ ଯାଇଥିଲେ। ଏହା ଦେଖି ପଡ଼ୋଶୀ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।

ଆମ୍ବୁଲାନ୍ସ ପହଞ୍ଚି ସେମାନଙ୍କୁ ମେଡିକାଲ୍ ନେଇଥିଲା। ପ୍ରଥମେ ସେମାନଙ୍କୁ ବେତନଟୀ ଏବଂ ପରେ ବାରିପଦା ମେଡିକାଲ କଲେଜକୁ ପଠାଯାଇଥିଲା। ବର୍ତ୍ତମାନ ପରିବାର ତିନି ଜଣ ଯାକ ଗୁରୁତର ଥିବା ବେଳେ ମହିଳାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଗୈର ସଂହଙ୍କ ସ୍ଵାମୀ କହିଛନ୍ତି, ପାରିବାରିକ ଅସନ୍ତୋଷ ଯୋଗୁଁ ତାଙ୍କ ସ୍ତ୍ରୀ ଦେହରେ ନିଆଁ ଲଗାଇ ଦେଇଥିଲେ। ଆହତ ମାନେ ହେଲେ ଗୈର ସଂ ତାଙ୍କ ସରସ୍ୱତୀ ସଂ ଏବଂ ଶାଶୁ ରାଇମଣି ସଂ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story