ମୟୂରଭଞ୍ଜରେ କାଳବୈଶାଖୀର ତାଣ୍ଡବ

ବାରିପଦା (ମାଣିକଲାଲ୍‌ ପାଣି): ବାତ୍ୟା ପରେ ଏବେ କାଳବୈଶାଖି ଦାଉ। ‘ଫୋନି’ର ଭୟାବହତା ମନରୁ ଲିଭି ନଥିବା ବେଳେ ଏବେ କାଳବୈଶାଖୀର ତାଣ୍ଡବ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ କାଳବୈଶାଖୀ ହୋଇଥିଲା। ଫଳରେ ପୁରୁଣାବାରିପଦା, ଚତୁରୀ, ରାଇପଦା, ସାଇଁକୁଳା, କୁଶଳଦା ଆଦି ଅଂଚଳରେ ପ୍ରବଳ ଝଡତୋଫାନ ଓ ବର୍ଷା ହୋଇଥିଲା। ଅନେକ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିଲା।  ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା […]

thunder-strom-dwstray-in-baripada

thunder-strom-dwstray-in-baripada

Manoranjan Sial
  • Published: Wednesday, 15 May 2019
  • Updated: 15 May 2019, 05:48 PM IST

Sports

Latest News

ବାରିପଦା (ମାଣିକଲାଲ୍‌ ପାଣି): ବାତ୍ୟା ପରେ ଏବେ କାଳବୈଶାଖି ଦାଉ। ‘ଫୋନି’ର ଭୟାବହତା ମନରୁ ଲିଭି ନଥିବା ବେଳେ ଏବେ କାଳବୈଶାଖୀର ତାଣ୍ଡବ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ କାଳବୈଶାଖୀ ହୋଇଥିଲା। ଫଳରେ ପୁରୁଣାବାରିପଦା, ଚତୁରୀ, ରାଇପଦା, ସାଇଁକୁଳା, କୁଶଳଦା ଆଦି ଅଂଚଳରେ ପ୍ରବଳ ଝଡତୋଫାନ ଓ ବର୍ଷା ହୋଇଥିଲା। ଅନେକ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିଲା।  ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।  କେବଳ ସେତିକି ନୁହେଁ ଲୋକଙ୍କ ଧାନ ଫସଲ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

ଜମିରୁ ଖରାଟିଆ ଧାନ ଅମଳ କରି ଖଳାରେ ରଖିଥିବା ବେଳେ ତାହା ମଧ୍ୟ ନଷ୍ଟ ହୋଇଛି। କାଳବୈଶାଖୀ ପରେ ଗୋଟିଏ ଦୁଇଟି ସ୍ଥାନକୁ ଛାଡି ଦେଲେ ଅନ୍ୟ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ଏବେ ସୁଦ୍ଧା ପ୍ରଶାସନିକ ଅଧିକାରୀ ପହଂଚି ନଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story