ବାଘୁଣୀ ‘ଅଙ୍କିତା’ର ଗୋଟିଏ ଛୁଆର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ‘ଅଙ୍କିତା’ ଦୁଇଟି ପିଲା ଜନ୍ମ ଦେଇଥିଲେ। ସେଥିରୁ ଗୋଟିଏ ପିଲାର ଆଜି ମୃତ୍ୟୁ ହୋଇଯାଇଛି। ପିଲା ମଲା ପରେ ଅନ୍ୟ ପିଲାକୁ ପାଖକୁ ନେଉନି ବାଘୁଣୀ ଅଙ୍କିତା। ଯାହାଫଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟନ କର୍ତ୍ତୃପକ୍ଷ ଛୁଆକୁ ହ୍ୟାଣ୍ଡ ଫିଡିଂ କରାଯାଉଛନ୍ତି। ତେବେ କେମିତି ବାଘୁଣୀ ଛୁଆର ମୃତ୍ୟୁ ହେଲା, ତାହା ଜଣାପଡ଼ି ନାହିଁ।

1200px-Nandankanan,_Bhubaneswar,_Odisha

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 11:17 PM IST

Related story