ବାଇକ୍‌ରେ ନେଉଥିଲେ ବାଘ ଚମଡ଼ା, ଧରିନେଲା ପୁଲିସ

କଳାହାଣ୍ଡି(ରାଜକୁମାର ସିଂହଦେଓ) :କଳାହାଣ୍ଡି  ଜିଲ୍ଲାରେ ଜବତ ହୋଇଛି ବାଘ ଚମଡ଼ା। ଲାଞ୍ଜିଗଡ଼ ବିଶ୍ୱନାଥପୁର ପୁଲିସ ଜବତ କରିଛି ଏହି ବାଘ ଚମଡା। ଅମ୍ବାଦଳା ଧଅଁରାଭଟା ରାସ୍ତାରେ ପୁଲିସ ପାଟ୍ରୋଲିଂ ବେଳେ ଏହି ବାଘ ଚମଡ଼ା ଜବତ ହୋଇଛି। ପାଟ୍ରୋଲିଂ ବେଳେ ଏକ ବାଇକ୍‌କୁ ଅଟକାଇବାକୁ ପୁଲିସ ଚେଷ୍ଟା କରିଥିଲା। ତେବେ ପୁଲିସ ଆସିବା ଦେଖି ବସ୍ତା ଓ ବାଇକ୍‌ ଛାଡି ଫେରାର ହୋଇଯାଇଥିଲେ ୨ ଦୁର୍ବୃତ୍ତ। ବସ୍ତାକୁ ଖୋଲି ଦେଖିବା ପରେ ସେଥିରେ ବାଘଛାଲ ଥିବା ଜଣାପଡିଥିଲା।

tiger-skin

Tapas Behera
  • Published: Wednesday, 27 March 2019
  • , Updated: 27 March 2019, 09:38 AM IST

କଳାହାଣ୍ଡି(ରାଜକୁମାର ସିଂହଦେଓ) :କଳାହାଣ୍ଡି  ଜିଲ୍ଲାରେ ଜବତ ହୋଇଛି ବାଘ ଚମଡ଼ା। ଲାଞ୍ଜିଗଡ଼ ବିଶ୍ୱନାଥପୁର ପୁଲିସ ଜବତ କରିଛି ଏହି ବାଘ ଚମଡା। ଅମ୍ବାଦଳା ଧଅଁରାଭଟା ରାସ୍ତାରେ ପୁଲିସ ପାଟ୍ରୋଲିଂ ବେଳେ ଏହି ବାଘ ଚମଡ଼ା ଜବତ ହୋଇଛି।

ପାଟ୍ରୋଲିଂ ବେଳେ ଏକ ବାଇକ୍‌କୁ ଅଟକାଇବାକୁ ପୁଲିସ ଚେଷ୍ଟା କରିଥିଲା। ତେବେ ପୁଲିସ ଆସିବା ଦେଖି ବସ୍ତା ଓ ବାଇକ୍‌ ଛାଡି ଫେରାର ହୋଇଯାଇଥିଲେ ୨ ଦୁର୍ବୃତ୍ତ। ବସ୍ତାକୁ ଖୋଲି ଦେଖିବା ପରେ ସେଥିରେ ବାଘଛାଲ ଥିବା ଜଣାପଡିଥିଲା।

Related story