ଦାମଙ୍କ ପାଇଁ ବଢୁଛି ବିପଦ, ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର: ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ଦାମୋଦର ରାଉତଙ୍କ ପାଇଁ  ଦିନକୁ ଦିନ ଅଡ଼ୁଆ ବଢିବାରେ ଲାଗିଛି। ବ୍ରାହ୍ମଣ ସମାଜ ପ୍ରତି ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ତାଙ୍କ ପ୍ରତି ମହଙ୍ଗା ସାବ୍ୟସ୍ତ ହୋଇଛି। ମନ୍ତ୍ରୀପଦରୁ ବିଦା ହେବା ସତ୍ତ୍ୱେ ବ୍ରାହ୍ମଣଙ୍କ ରାଗ ଶାନ୍ତ ହୋଇ ନାହିଁ।  ତେଣୁ ଦାମଙ୍କୁ ଘେରିବା ପାଇଁ  ବ୍ରାହ୍ମଣମାନେ ଏକାଠି ହୋଇଛନ୍ତି।

ପରିସ୍ଥିତିକୁ ନଜରରେ ରଖି ଦାମୋଦର ରାଉତଙ୍କ ଘର ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ବ୍ରାହ୍ମଣ ମହାସଂଘ ପକ୍ଷରୁ ଦାମୋଦର ରାଉତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  କ୍ଷମାପ୍ରାର୍ଥନା, ଦଳରୁ ବହିଷ୍କାର ଦାବିରେ ବ୍ରାହ୍ମଣ ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା।  ସଂଘ ପକ୍ଷରୁ ଦାମ ରାଉତଙ୍କ ବାସଭବନ ଘେରାଉ କାର୍ଯ୍ୟକ୍ରମ ଥିଲା।

ତେଣୁ ଉତ୍ତେଜନା ଆଶଙ୍କାରେ ଦାମଙ୍କ ବାସଭବନ ଆଗରେ କଡା  ସୁରକ୍ଷ ବ୍ୟବସ୍ଥା କରାଯାଇଛି । ଶିଶୁଭବନ ଛକରେ ବିକ୍ଷୋଭକରୀଙ୍କୁ ଅଟକ ରଖିଛି ପୋଲିସ।  ସୂଚନା ଯୋଗ୍ୟ ଯେ, ବ୍ରାହ୍ମଣଙ୍କୁ ଭିକାରି ସମ୍ବୋଧନ କରିବାରୁ ସାରା ରାଜ୍ୟରେ ବ୍ରାହ୍ମଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।  ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଗତ ଶୁକ୍ରବାର ତାଙ୍କୁ ମନ୍ତ୍ରୀପଦରୁ ବରଖାସ୍ତ କରିଥିଲେ। ଆଉ ଗତକାଲି ବିଜେଡି ଉପସଭାପତି ପଦରୁ ତାଙ୍କୁ ବିଦା କରାଯାଇଛି।

Ordigital Desk
• Published: Sunday, 24 December 2017
• Updated: 24 December 2017, 02:00 PM IST

Sports

Latest News

ଭୁବନେଶ୍ୱର: ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ଦାମୋଦର ରାଉତଙ୍କ ପାଇଁ  ଦିନକୁ ଦିନ ଅଡ଼ୁଆ ବଢିବାରେ ଲାଗିଛି। ବ୍ରାହ୍ମଣ ସମାଜ ପ୍ରତି ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ତାଙ୍କ ପ୍ରତି ମହଙ୍ଗା ସାବ୍ୟସ୍ତ ହୋଇଛି। ମନ୍ତ୍ରୀପଦରୁ ବିଦା ହେବା ସତ୍ତ୍ୱେ ବ୍ରାହ୍ମଣଙ୍କ ରାଗ ଶାନ୍ତ ହୋଇ ନାହିଁ।  ତେଣୁ ଦାମଙ୍କୁ ଘେରିବା ପାଇଁ  ବ୍ରାହ୍ମଣମାନେ ଏକାଠି ହୋଇଛନ୍ତି।

ପରିସ୍ଥିତିକୁ ନଜରରେ ରଖି ଦାମୋଦର ରାଉତଙ୍କ ଘର ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ବ୍ରାହ୍ମଣ ମହାସଂଘ ପକ୍ଷରୁ ଦାମୋଦର ରାଉତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  କ୍ଷମାପ୍ରାର୍ଥନା, ଦଳରୁ ବହିଷ୍କାର ଦାବିରେ ବ୍ରାହ୍ମଣ ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା।  ସଂଘ ପକ୍ଷରୁ ଦାମ ରାଉତଙ୍କ ବାସଭବନ ଘେରାଉ କାର୍ଯ୍ୟକ୍ରମ ଥିଲା।

ତେଣୁ ଉତ୍ତେଜନା ଆଶଙ୍କାରେ ଦାମଙ୍କ ବାସଭବନ ଆଗରେ କଡା  ସୁରକ୍ଷ ବ୍ୟବସ୍ଥା କରାଯାଇଛି । ଶିଶୁଭବନ ଛକରେ ବିକ୍ଷୋଭକରୀଙ୍କୁ ଅଟକ ରଖିଛି ପୋଲିସ।  ସୂଚନା ଯୋଗ୍ୟ ଯେ, ବ୍ରାହ୍ମଣଙ୍କୁ ଭିକାରି ସମ୍ବୋଧନ କରିବାରୁ ସାରା ରାଜ୍ୟରେ ବ୍ରାହ୍ମଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।  ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଗତ ଶୁକ୍ରବାର ତାଙ୍କୁ ମନ୍ତ୍ରୀପଦରୁ ବରଖାସ୍ତ କରିଥିଲେ। ଆଉ ଗତକାଲି ବିଜେଡି ଉପସଭାପତି ପଦରୁ ତାଙ୍କୁ ବିଦା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos