ମେଡିକାଲରେ ରୋଗୀ ସେବା ଛାଡ଼ି ପ୍ୟାର୍ ଭରା ମସ୍ତି : ଟିକ୍‌ଟକ୍‌ ଭିଡିଓ କରି ଫସିଲେ ଦିଦି

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମୋବାଇଲ୍ ଭିଡ଼ିଓ ଆପ୍ ଟିକ୍‌ଟିକ୍ ମାୟାରେ ବାୟା ଯୁବପୀଢ଼ି। ନା କୌଣସି ସ୍ଥାନକାଳ ମାନୁଛନ୍ତି ନା କୌଣସି ସୀମା ସରହଦ। ସୋଶାଲ୍ ମିଡିଆରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ କିଛି ବି କରି ବସୁଛନ୍ତି ଟିକ୍‌ଟିକ୍ ଭିଡ଼ିଓ ଜରିଆରେ। ଏହି ଟ୍ରେଣ୍ଡ ଭିତରେ ଏବେ ମାଲାକାନଗିରି ମେଡ଼ିକାଲରୁ ଆସିଛି ରୋଗୀସେବାରେ ନିୟୋଜିତ ନର୍ସଙ୍କ ଟିକଟକ୍ ଭିଡ଼ିଓ। ସମସ୍ତ ବିଧିବ୍ୟବସ୍ଥା ଏବଂ କଟକଣାକୁ ଉଲ୍ଲଂଘନ କରି SNCU ଭିତରେ ଫୁଲ ମସ୍ତି କରିଛନ୍ତି କାର୍ଯ୍ୟରତ ନର୍ସ […]

490

490

Tapas Behera
  • Published: Wednesday, 26 June 2019
  • Updated: 26 June 2019, 08:11 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମୋବାଇଲ୍ ଭିଡ଼ିଓ ଆପ୍ ଟିକ୍‌ଟିକ୍ ମାୟାରେ ବାୟା ଯୁବପୀଢ଼ି। ନା କୌଣସି ସ୍ଥାନକାଳ ମାନୁଛନ୍ତି ନା କୌଣସି ସୀମା ସରହଦ। ସୋଶାଲ୍ ମିଡିଆରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ କିଛି ବି କରି ବସୁଛନ୍ତି ଟିକ୍‌ଟିକ୍ ଭିଡ଼ିଓ ଜରିଆରେ। ଏହି ଟ୍ରେଣ୍ଡ ଭିତରେ ଏବେ ମାଲାକାନଗିରି ମେଡ଼ିକାଲରୁ ଆସିଛି ରୋଗୀସେବାରେ ନିୟୋଜିତ ନର୍ସଙ୍କ ଟିକଟକ୍ ଭିଡ଼ିଓ। ସମସ୍ତ ବିଧିବ୍ୟବସ୍ଥା ଏବଂ କଟକଣାକୁ ଉଲ୍ଲଂଘନ କରି SNCU ଭିତରେ ଫୁଲ ମସ୍ତି କରିଛନ୍ତି କାର୍ଯ୍ୟରତ ନର୍ସ । ଯାହାର ଚିତ୍ର ଏବେ ସାମ୍ନାକୁ ଆସିବା ପରେ ସଂପୃକ୍ତ ନର୍ସ ମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ମେଡ଼ିକାଲ୍ ଭିତରେ ଦିଦିଙ୍କ ପ୍ୟାର୍ ଭରା ମସ୍ତି। ଏସ୍ଏନ୍‌ସିୟୁରେ ସିଙ୍ଗ ଇଜ୍ କିଙ୍ଗ ଫିଲ୍ମ ଗୀତରେ ଧମାଲ୍। କେଉଁ ଭିଡ଼ିଓରେ ସୋଲୋ ତ’ ଆଉ କେଉଁ ଭିଡ଼ିଓରେ ଡୁଏଟ୍ କରି ଟିକ୍‌ଟିକ୍‌ରେ ବୋବାଲ୍ ମଚାଉଛନ୍ତି ନର୍ସ। ରୋଗୀସେବା ଛାଡ଼ି ପୁରା ଟିକ୍‌ଟିକ୍ ପ୍ରେମରେ ବାୟା ହୋଇଯାଇଥିଲେ ଜଣଙ୍କ ପରେ ଜଣେ। ଏ ଚିତ୍ର କୌଣସି ମେଟ୍ରୋସିଟି କି ସ୍ମାର୍ଟସିଟିର ନୁହେଁ। ଖୁଲମଖୁଲା ମସ୍ତିର ଭିଡ଼ିଓ ଆସିଛି ଉପାନ୍ତ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରୁ।

ଅସୁସ୍ଥ ନବଜାତଙ୍କ ଲାଗି ଉଦ୍ଦିଷ୍ଟ ସିକ୍ ନ୍ୟୁବର୍ଣ୍ଣ କେୟାର ୟୁନିଟ୍ ବା ଏସ୍ଏନ୍ସିୟୁରେ ଟିକଟକ୍ ଭିଡିଓ କରି ସୋଶାଲ୍ ମିଡିଆରେ ଭାଇରାଲ୍ କରାଇଛନ୍ତି ୪ ଜଣ କାର୍ଯ୍ୟରତ ନର୍ସ । ଡ୍ୟୁଟି କମ୍ ମସ୍ତି ବେଶୀର ଏହି ଭିଡ଼ିଓ ଏବେ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଯେତିକି ଚର୍ଚ୍ଚା ହେଉଛି ତାଠୁ ଅଧିକ ଆଶଙ୍କିତ ଅଛନ୍ତି ରୋଗୀଙ୍କ ସମ୍ପର୍କୀୟ ଓ ଅଭିଭାବକ।

ଏସ୍ଏନ୍‌ସିୟୁ ଭିତରେ ଡ୍ୟୁଟି କଲେ କିମ୍ବା ଆଟେଣ୍ଡାଣ୍ଡ ପ୍ରବେଶ କଲେ ନିର୍ଦ୍ଧିଷ୍ଟ ନିୟମକୁ ମାନିବାକୁ ପଡ଼ିଥାଏ । ମେଡ଼ିକାଲରେ ଆପ୍ରୋନ୍ ଏବଂ ମୁଣ୍ଡରେ ସ୍ୱତନ୍ତ୍ର କ୍ୟାପ୍ ପିନ୍ଧିବା ବାଧ୍ୟତାମୂଳକ। କିନ୍ତୁ ଟିକଟକ୍ ଭିଡ଼ିଓ ତିଆରି କରିବେ ବୋଲି ସବୁ ନୀତି ନିୟମର ଧଜିଆ ଉଡାଇଦେଇଛନ୍ତି ଏହି ଦିଦି ମାନେ।

କେତେବେଳେ ବିନା ଗ୍ଲୋବ୍ସରେ ନବଜାତକୁ କାଖେଇ କରି ଟିକ୍‌ଟିକ୍ ତ’ ଆଉ କେତେବେଳେ ସାଦା ପୋଷାକରେ ବଲିଉଡ୍ ଗୀତରେ ନିଆରା ଷ୍ଟାଇଲ୍ । ମିଳିଥିବା ସୂଚନା ଅନୁଯାୟୀ, ଏମାନେ ହେଉଛନ୍ତି ଏନଆରଏଚ୍‌ଏମ୍ ଦ୍ୱାରା ନିଯୁକ୍ତ ଠିକା ନର୍ସ । ତେବେ ଏହି ଘଟଣା ଗଣମାଧ୍ୟମରେ ପ୍ରସାରଣ ହେବା ପରେ ସଂପୃକ୍ତ ୪ ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ମାଲକାନଗିରି ସିଡିଏମ୍ଓ । ତା’ସହ ଅନୁଧ୍ୟାନ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ତେବେ ଏ ସମ୍ପର୍କରେ ଗଣମାଧ୍ୟମ ଜାଣିବା ପୂର୍ବରୁ ଏସ୍ଏନ୍‌ସିୟୁ ଦାୟିତ୍ୱରେ ଥିବା ମେଡ଼ିକାଲ ଡାକ୍ତର କିମ୍ବା ଉଚ୍ଚପଦସ୍ତ ଅଧିକାରୀ ଜାଣିପାରିଲେ ନାହିଁ କେମିତି ? ଶିଶୁଙ୍କ ଦାୟିତ୍ୱରେ ଥିବା ନର୍ସ ମାନେ କେଉଁ ପରିସ୍ଥିତିରେ ଗୋଟିଏ ପରେ ଗୋଟିଏ ଟିକ୍‌ଟିକ୍ ଭିଡିଓ କରିଚାଲିଥିଲେ ? ସେନେଇ ନାନା ପ୍ରଶ୍ନ ଉଠୁଛି ।

https://youtu.be/PBZuIE13EDk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story