ଛାଡ଼ ପାଇଗଲେ ଯୁବତୀ, କାଠଗଡ଼ାକୁ ଗଲେ ବ୍ୟାଙ୍କ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିଣ୍ଡର ଆପ୍‌ରେ ଡାର୍ଟି ଡେଟିଂ ମାମଲାରେ ବ୍ୟାଙ୍କ ଅଧିକାରୀଙ୍କ ସହ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ।ହେଲେ ସଂପୃକ୍ତ ଯୁବତୀଙ୍କୁ 41 ସିଆରପିସିରେ ନୋଟିସ୍ କରି ଛାଡ଼ି ଦେଇଛି ପୁଲିସ। ତାସହ ଆଜି କୋର୍ଟରେ ଯୁବତୀଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ଯୁବତୀଙ୍କ ଅଭିଯୋଗ ଆଧାରରେ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ କ୍ରମେ ଯୁବତୀଙ୍କ ୩ଜଣ […]

n-8765

n-8765

Tapas Behera
  • Published: Monday, 13 January 2020
  • Updated: 13 January 2020, 08:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିଣ୍ଡର ଆପ୍‌ରେ ଡାର୍ଟି ଡେଟିଂ ମାମଲାରେ ବ୍ୟାଙ୍କ ଅଧିକାରୀଙ୍କ ସହ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ।ହେଲେ ସଂପୃକ୍ତ ଯୁବତୀଙ୍କୁ 41 ସିଆରପିସିରେ ନୋଟିସ୍ କରି ଛାଡ଼ି ଦେଇଛି ପୁଲିସ। ତାସହ ଆଜି କୋର୍ଟରେ ଯୁବତୀଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ଯୁବତୀଙ୍କ ଅଭିଯୋଗ ଆଧାରରେ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସେହିପରି ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ କ୍ରମେ ଯୁବତୀଙ୍କ ୩ଜଣ ପୁରୁଷ ବନ୍ଧୁଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ତାଙ୍କ ବିରୋଧରେ ଅପହରଣ, ଲୁଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ଲାଗିଛି।  ପରସ୍ପର ବିରୋଧୀ ଅଭିଯୋଗରେ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଯୁବତୀଙ୍କୁ ଛାଡ଼ିଦେଇଛି ପୁଲିସ। ଡେଟିଂ ଆପ୍ ଜରିଆରେ ଉଭୟ ଯୁବକ ଯୁବତୀଙ୍କ ଦେଖାସାକ୍ଷାତ ଆଉ ତାପରେ ଗଢ଼ିଉଠିଥିଲା ଶାରିରୀକ ସମ୍ପର୍କ।

ଏହାର ଦିନକ ପରେ ଅପହରଣ ଓ ଲୁଟ୍ ସହ ବ୍ଲାକମେଲିଂର ଶୀକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ସଂପୃକ୍ତ ଯୁବକ। ଏହାର କିଛି ସମୟ ପରେ ଯୁବତୀ ଥାନାକୁ ଆସି ବିନା ଅନୁମତିରେ ଶାରୀରିକ ସମ୍ପର୍କ ସହ ଭିଡ଼ିଓ ସୁଟ୍ କରିଥିବାନେଇ ଯୁବକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story