ଟିଣ୍ଡର ଆପ୍‌ କେଳେଙ୍କାରୀକୁ ନେଇ କହୁ କହୁ ଏମିତି କିଛି କହିଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଥମେ ଚାଟିଂ। ପରେ ସେଟିଂ ଏବଂ ଏହାରି ଭିତରେ ମେଟିଂ ଓ ଅନେକ କିଛି। ଆରୋପ ପ୍ରତ୍ୟାରୋପ ଭିତରେ ଯୁବକ ଜଣକ ଗିରଫ ହୋଇଥିବା ବେଳେ ଯୁବତୀଙ୍କୁ ଛାଡ଼ିଦେଇଛି ପୁଲିସ। ଡେଟିଂ ଆପ୍‌ ‘ଟିଣ୍ଡର’ ଆପ୍‌ରେ କେଳେଙ୍କାରୀକୁ ନେଇ ଘଟିଥିବା ଘଟଣା ଦିନକୁ ଦିନ ଅଧିକ ବିବାଦୀୟ ହେବାରେ ଲାଗିଛି। ସନ୍ଦେହଘେରକୁ ଆସିଛି ପୁଲିସର ଭୂମିକା। ସମ୍ପୃକ୍ତ ଯୁବକଙ୍କ ପ୍ରତି ଅନ୍ୟାୟ ହୋଇଥିବା ତାଙ୍କ ମା’ କହିଥିବା ବେଳେ ଆଜି କିଛି ସାମାଜିକ ସଙ୍ଗଠନ୍ ପୁଲିସର […]

n-9bv

n-9bv

Tapas Behera
  • Published: Tuesday, 14 January 2020
  • Updated: 14 January 2020, 07:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଥମେ ଚାଟିଂ। ପରେ ସେଟିଂ ଏବଂ ଏହାରି ଭିତରେ ମେଟିଂ ଓ ଅନେକ କିଛି। ଆରୋପ ପ୍ରତ୍ୟାରୋପ ଭିତରେ ଯୁବକ ଜଣକ ଗିରଫ ହୋଇଥିବା ବେଳେ ଯୁବତୀଙ୍କୁ ଛାଡ଼ିଦେଇଛି ପୁଲିସ। ଡେଟିଂ ଆପ୍‌ ‘ଟିଣ୍ଡର’ ଆପ୍‌ରେ କେଳେଙ୍କାରୀକୁ ନେଇ ଘଟିଥିବା ଘଟଣା ଦିନକୁ ଦିନ ଅଧିକ ବିବାଦୀୟ ହେବାରେ ଲାଗିଛି। ସନ୍ଦେହଘେରକୁ ଆସିଛି ପୁଲିସର ଭୂମିକା। ସମ୍ପୃକ୍ତ ଯୁବକଙ୍କ ପ୍ରତି ଅନ୍ୟାୟ ହୋଇଥିବା ତାଙ୍କ ମା’ କହିଥିବା ବେଳେ ଆଜି କିଛି ସାମାଜିକ ସଙ୍ଗଠନ୍ ପୁଲିସର ଭୂମିକା ପ୍ରତି ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଏକତରଫା ଭାବେ କେବଳ ପୁଅକୁ ଗିରଫ କରିବା ଅନ୍ୟାୟ ହୋଇଛି।

ସମାଜସେବୀ ବିନ୍ଦୁଶ୍ରୀ ଖଣ୍ଡାୟତ ରାୟ। ତାଙ୍କ ଭାଷାରେ ଟିଣ୍ଡର ଆପ୍‌ରେ କୌଣସି ଭଦ୍ରଘର ଝିଅ ଯାଆନ୍ତି ନାହିଁ। ସେ କେମିତି ଯାଇଥିଲେ?

ବିନ୍ଦୁଶ୍ରୀ କହିଛନ୍ତି, ଜାନୁଆରୀ ୨ ତାରିଖରେ ‘ଟିଣ୍ଡର’ ଆପ୍‌ ଜରିଆରେ ବ୍ୟାଙ୍କ ଅଧିକାରୀ ଓ ଯୁବତୀ ନିକଟତର ହୋଇଥିଲେ। ପ୍ରଥମେ ଚାଟିଂ ମାଧ୍ୟମରେ ବାର୍ତ୍ତାଳାପ ହୋଇଥିଲେ। ପରେ ଅର୍ଥାତ ଜାନୁଆରୀ ୩ ତାରିଖରେ ଉଭୟ ଚା’ ପିଇବା ବାହାନାରେ ଦେଖା ହୋଇଥିଲେ। ଆଉ ତା’ପରେ ଉଭୟଙ୍କ ମଧ୍ୟରେ ହୋଇଯାଏ ଶାରୀରିକ ସମ୍ପର୍କ। ୪ ତାରିଖ ସକାଳେ ଝିଅ ତା’ ଘରକୁ ଫେରିଥିଲା। ସେତେବେଳେ ଘଟଣା ସମ୍ପର୍କରେ ଯୁବତୀ ଜଣକ ମୁହଁ ଖୋଲିନଥିଲେ। ଏଥିରୁ ସ୍ପଷ୍ଟ ହେଉଛି ସବୁକିଛି ସହମତି ହୋଇଛି ।

ସେ ଆହୁରି କହିଛନ୍ତି, ୮ ତାରିଖ ଦିନରେ ଯୁବତୀ ଜଣକ ପୁଅକୁ ଡାକିଲା। ସେ ଆସିବା ପରେ ଲୋକ ସେଟ୍‌ କରି ଅପହରଣ କରାଇଥିଲା। ଅପହରଣ କରାଇଥିବା ୪ ଜଣକ ଭିତରୁ ଏବେ ସୁଦ୍ଧା ଜଣେ ଫେରାର ଅଛି। ତାକୁ କାହିଁ ଗିରଫ କରାଯାଇ ନାହିଁ। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି, ଝିଅ ଲୋକ ଲଗାଇ ଅପହରଣ କରାଇଲା। ମାତ୍ର ତାକୁ ପୁଲିସ ଛାଡ଼ିଦେଲା। ଏହା ପଛରେ କଣ ରହିଛି କାରଣ।” ଟିଣ୍ଡର ଆପ୍‌ର ଅର୍ଥ ବାହାର କରି ସେ କହିଛନ୍ତି ଯେ, ପୁଅ-ଝିଅ ଶୋଇବା।

ଶୁଣନ୍ତୁ ସେ ଆଉ କଣ କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story