ବିଜେପୁରରେ ଚାଲିଛି ଭୋଟ୍‌

<p>ବରଗଡ଼( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍&zwnj; ଗ୍ରହଣ।&nbsp; ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ବିଜେପୁର ପାଇଁ ପ୍ରତିନିଧି ବାଛିବେ ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର। ବିଜେପୁର ନିର୍ବାଚନ ମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଏଥିମଧ୍ୟରୁ ୧୫୫ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।&nbsp; ଏହି ବୁଥ୍ ଗୁଡିକରେ ରହିଛନ୍ତି କେନ୍ଦ୍ରରୁ ଆସିଥିବା ମାଇକ୍ରୋ ଅବଜରଭର। ଅବାଧ ଓ ମୁକ୍ତ ନିର୍ବାଚନ ଲାଗି ୧୨ଟି &nbsp;ସ୍କ୍ୱାଡ୍, ୪୦ଟି ମୋବାଇଲ ପାର୍ଟି ଗଠନ କରାଯାଇଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ନିୟୋଜିତ ଅଛନ୍ତି ୫ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ ୩୬ ପ୍ଲାଟୁନ୍ ଓଡ଼ିଶା ପୋଲିସ।</p> <p>କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ବିଜେପୁରରେ ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ବରଗଡ଼ ଜିଲ୍ଲାପାଳ ଓ ଏସ୍&zwnj;ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ମତଦାନ ସରିବା ପର୍ଯ୍ୟନ୍ତ ବିଜେପୁରର ସମସ୍ତ ହୋଟେଲ ଓ ଗେଷ୍ଟ ହାଉସରେ ଚଢାଉ ପାଇଁ ନିର୍ଦ୍ଦେଶ ହୋଇଛି।&nbsp; କୌଣସି ବାହାର ଲୋକଙ୍କୁ ରହିବାକୁ ଅନୁମତି ଦିଆଯିବ ନାହିଁ। ନିର୍ବାଚନମଣ୍ଡଳୀ ସୀମା ସିଲ୍ କରଯିବା ସହ ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ୨୮ ତାରିଖରେ ଗଣତି ହୋଇ ସେହିଦିନ ଫଳ ପ୍ରକାଶ ପାଇବ।</p>

Ordigital Desk
  • Published: Saturday, 24 February 2018
  • Updated: 24 February 2018, 08:23 AM IST

Sports

Latest News

<p>ବରଗଡ଼( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍&zwnj; ଗ୍ରହଣ।&nbsp; ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ବିଜେପୁର ପାଇଁ ପ୍ରତିନିଧି ବାଛିବେ ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର। ବିଜେପୁର ନିର୍ବାଚନ ମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଏଥିମଧ୍ୟରୁ ୧୫୫ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।&nbsp; ଏହି ବୁଥ୍ ଗୁଡିକରେ ରହିଛନ୍ତି କେନ୍ଦ୍ରରୁ ଆସିଥିବା ମାଇକ୍ରୋ ଅବଜରଭର। ଅବାଧ ଓ ମୁକ୍ତ ନିର୍ବାଚନ ଲାଗି ୧୨ଟି &nbsp;ସ୍କ୍ୱାଡ୍, ୪୦ଟି ମୋବାଇଲ ପାର୍ଟି ଗଠନ କରାଯାଇଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ନିୟୋଜିତ ଅଛନ୍ତି ୫ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ ୩୬ ପ୍ଲାଟୁନ୍ ଓଡ଼ିଶା ପୋଲିସ।</p><p>କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ବିଜେପୁରରେ ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ବରଗଡ଼ ଜିଲ୍ଲାପାଳ ଓ ଏସ୍&zwnj;ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ମତଦାନ ସରିବା ପର୍ଯ୍ୟନ୍ତ ବିଜେପୁରର ସମସ୍ତ ହୋଟେଲ ଓ ଗେଷ୍ଟ ହାଉସରେ ଚଢାଉ ପାଇଁ ନିର୍ଦ୍ଦେଶ ହୋଇଛି।&nbsp; କୌଣସି ବାହାର ଲୋକଙ୍କୁ ରହିବାକୁ ଅନୁମତି ଦିଆଯିବ ନାହିଁ। ନିର୍ବାଚନମଣ୍ଡଳୀ ସୀମା ସିଲ୍ କରଯିବା ସହ ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ୨୮ ତାରିଖରେ ଗଣତି ହୋଇ ସେହିଦିନ ଫଳ ପ୍ରକାଶ ପାଇବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos