ଆଜି ସମ୍ୱିଧାନ ଦିବସ; ରଙ୍ଗୀନ ଆଲୋକମାଳାରେ ସଜାଯାଇଛି ବିଧାନସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିର ଦିନ ଅର୍ଥାତ୍‌ ନଭେମ୍ବର ୨୬ ତାରିଖକୁ ପ୍ରତିବର୍ଷ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଭାରତର ସମ୍ବିଧାନ ୭୦ ବର୍ଷ ପାଳନ କରୁଛି। ଏହି ଉପଲକ୍ଷେ ଆଜି ସଂସଦର କେନ୍ଦ୍ରୀୟ ହଲ୍‌ରେ ଦିନ ୧୧ଟାରେ ସମ୍ବିଧାନ ଦିବସ ପାଳନ କରାଯିବ। ଅନ୍ୟପକ୍ଷରେ ଓଡ଼ିଶା ବିଧାନସଭା ପକ୍ଷରୁ ସମ୍ବିଧାନ ଦିବସ ପାଳନ କରିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଗତକାଲି ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ, ଆଜି ଅପରାହ୍ନ ୧୨ଟା ୧୫ […]

assembly

assembly

Jyoshna Pradhan
  • Published: Tuesday, 26 November 2019
  • Updated: 26 November 2019, 08:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିର ଦିନ ଅର୍ଥାତ୍‌ ନଭେମ୍ବର ୨୬ ତାରିଖକୁ ପ୍ରତିବର୍ଷ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଭାରତର ସମ୍ବିଧାନ ୭୦ ବର୍ଷ ପାଳନ କରୁଛି। ଏହି ଉପଲକ୍ଷେ ଆଜି ସଂସଦର କେନ୍ଦ୍ରୀୟ ହଲ୍‌ରେ ଦିନ ୧୧ଟାରେ ସମ୍ବିଧାନ ଦିବସ ପାଳନ କରାଯିବ। ଅନ୍ୟପକ୍ଷରେ ଓଡ଼ିଶା ବିଧାନସଭା ପକ୍ଷରୁ ସମ୍ବିଧାନ ଦିବସ ପାଳନ କରିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ଗତକାଲି ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ, ଆଜି ଅପରାହ୍ନ ୧୨ଟା ୧୫ ମିନିଟ୍‌ରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ସବୁ ବିଧାୟକଙ୍କ ଉପସ୍ଥିତିରେ ଏହାକୁ ପାଳନ କରାଯିବ। ଏଥିପାଇଁ ବିଧାନସଭାକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story