ନିର୍ବାଚନ ଲାଗି ଟଙ୍କା କାରବାର ହେଉଥିଲେ, ଏହି ନମ୍ବରରେ ଫୋନ୍‌ କରନ୍ତୁ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର)ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ଲାଗି ତଥା ଟଙ୍କା କାରବାର ରୋକିବା ପାଇଁ ଆୟକର ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ରାଜ୍ୟ ଆୟକର ଭବନରେ ଦିନରାତି ୨୪ ଘଣ୍ଟିଆ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି । ନିର୍ବାଚନ ଉଦ୍ଦେଶ୍ୟରେ ଯଦି କେଉଁଠି ଟଙ୍କା କାରବାର ହେଉଥାଏ, ତା’ହେଲେ ସଂପୃକ୍ତ ନମ୍ବରରେ ଫୋନ୍ କରିବାକୁ କୁହାଯାଇଛି । ଏହି ଟୋଲ ଫ୍ରି ନମ୍ବରଟି ହେଲା […]

680-1

Tapas Behera
  • Published: Tuesday, 12 March 2019
  • , Updated: 12 March 2019, 12:31 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର)ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ଲାଗି ତଥା ଟଙ୍କା କାରବାର ରୋକିବା ପାଇଁ ଆୟକର ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ରାଜ୍ୟ ଆୟକର ଭବନରେ ଦିନରାତି ୨୪ ଘଣ୍ଟିଆ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି । ନିର୍ବାଚନ ଉଦ୍ଦେଶ୍ୟରେ ଯଦି କେଉଁଠି ଟଙ୍କା କାରବାର ହେଉଥାଏ, ତା’ହେଲେ ସଂପୃକ୍ତ ନମ୍ବରରେ ଫୋନ୍ କରିବାକୁ କୁହାଯାଇଛି ।

ଏହି ଟୋଲ ଫ୍ରି ନମ୍ବରଟି ହେଲା ୧୮୦୦-୩୪୫-୭୧୬୦। ନିର୍ବାଚନବେଳେ ଯଦି କେଉଁଠି ଟଙ୍କା କାରବାର ହେଉଥିବା ଦେଖିବାକୁ ମିଳେ, ତା’ ହେଲେ ଏହି ନମ୍ବରରେ କଲ୍ କରିବାକୁ କୁହାଯାଇଛି। ଏ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related story