ପୁରୀ ବେଳାଭୂମିରେ କଇଁଚ ମୃତ୍ୟୁକୁ ନେଇ ବଢ଼ୁଛି ଚିନ୍ତା

<p>ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ଅଞ୍ଚଳରେ କଇଁଛଙ୍କ ମୃତ୍ୟୁକୁ ନେଇ ପରିବେଶବିତଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। କଟକଣା ସତ୍ତ୍ୱେ ମାଛଧରା ଟ୍ରଲର ଚଳପ୍ରଚଳ ଯୋଗୁଁ କଇଁଛଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲାରେ ୧୪ଟି କଇଁଛ ସୁରକ୍ଷା କ୍ୟାମ୍ପ କରାଯାଇଥିଲେ ମଧ୍ୟ, ବେଳାଭୂମିରେ ସଂଖ୍ୟାଧିକ କଇଁଛଙ୍କ ମୃତଦେହ ଦେଖିବାକୁ ମିଳିଛି।</p> <p>ସରକାରୀସ୍ତରରେ ଟ୍ରଲର ଚଳାଚଳ ବେଆନ ଘୋଷଣ କରାଯାଇଥିଲେ ମଧ୍ୟ ବ୍ୟାପକ ଭାବେ ସମୁଦ୍ର ଭିତରେ ଟ୍ରଲର ଚଳାଚଳ କରୁଛି।&nbsp; ଟ୍ରଲର ଏବଂ ଫିସିଂ ନେଟରେ ପଡି କଇଁଛଙ୍କ ମୃତ୍ୟୁ ହେଉଛି। ସେପଟେ କଇଁଚଙ୍କ ସୁରକ୍ଷା ନେଇ ବନ ବିଭାଗ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ, ବନବିଭାଗ, ପୋଲିସ, ସାମୁଦ୍ରିକ ମତ୍ସ୍ୟ ବିଭାଗର ଅଧକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ଯୋଜନା କରାଯାଇଥିଲା। ଏଥିରେ ପାଟ୍ରୋଲିଂକୁ କଡାକଡି କରିବାକୁ ଗୁରୁତ୍ୱାରୋପ କରିଥିବା ଜିଲ୍ଲା ପ୍ରଶାସନ। ହେଲେ ଏହା କେତେଦୂର କାର୍ଯ୍ରକାରୀ ହେଉଛି ବେଳାଭୂମୀରେ ମଲା କଇଁଚଙ୍କୁ ଦେଖିଲେ ଜାଣି ହେଉଛି।</p>

Ordigital Desk
  • Published: Sunday, 03 December 2017
  • Updated: 03 December 2017, 07:44 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ଅଞ୍ଚଳରେ କଇଁଛଙ୍କ ମୃତ୍ୟୁକୁ ନେଇ ପରିବେଶବିତଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। କଟକଣା ସତ୍ତ୍ୱେ ମାଛଧରା ଟ୍ରଲର ଚଳପ୍ରଚଳ ଯୋଗୁଁ କଇଁଛଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲାରେ ୧୪ଟି କଇଁଛ ସୁରକ୍ଷା କ୍ୟାମ୍ପ କରାଯାଇଥିଲେ ମଧ୍ୟ, ବେଳାଭୂମିରେ ସଂଖ୍ୟାଧିକ କଇଁଛଙ୍କ ମୃତଦେହ ଦେଖିବାକୁ ମିଳିଛି।</p><p>ସରକାରୀସ୍ତରରେ ଟ୍ରଲର ଚଳାଚଳ ବେଆନ ଘୋଷଣ କରାଯାଇଥିଲେ ମଧ୍ୟ ବ୍ୟାପକ ଭାବେ ସମୁଦ୍ର ଭିତରେ ଟ୍ରଲର ଚଳାଚଳ କରୁଛି।&nbsp; ଟ୍ରଲର ଏବଂ ଫିସିଂ ନେଟରେ ପଡି କଇଁଛଙ୍କ ମୃତ୍ୟୁ ହେଉଛି। ସେପଟେ କଇଁଚଙ୍କ ସୁରକ୍ଷା ନେଇ ବନ ବିଭାଗ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ, ବନବିଭାଗ, ପୋଲିସ, ସାମୁଦ୍ରିକ ମତ୍ସ୍ୟ ବିଭାଗର ଅଧକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ଯୋଜନା କରାଯାଇଥିଲା। ଏଥିରେ ପାଟ୍ରୋଲିଂକୁ କଡାକଡି କରିବାକୁ ଗୁରୁତ୍ୱାରୋପ କରିଥିବା ଜିଲ୍ଲା ପ୍ରଶାସନ। ହେଲେ ଏହା କେତେଦୂର କାର୍ଯ୍ରକାରୀ ହେଉଛି ବେଳାଭୂମୀରେ ମଲା କଇଁଚଙ୍କୁ ଦେଖିଲେ ଜାଣି ହେଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos