ନନ୍ଦନକାନନ ଟୟ ଟ୍ରେନ୍‌ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟୟ ଟ୍ରେନ ଗଡ଼ୁଥିବା ବେଳେ ଅଘଟଣ ଘଟିଛି। ଇଞ୍ଜିନରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଅଚଳ ହୋଇଗଲା ଟ୍ରେନ। ତେବେ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ରୁ ଅଧିକ ଯାତ୍ରୀ। ଆଜି ଦଶହରା ଉପଲକ୍ଷେ ପର୍ଯ୍ୟଟକଙ୍କ ଗହଳି ଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କିଛି ଦିନ ତଳେ ଟୟ ଟ୍ରେନ୍‌ର ଶୁଭାରମ୍ଭ ହୋଇଥିଲା। ଆଉ ଏହାର ମଜା ନେବା ପାଇଁ ଟୟ ଟ୍ରେନ୍‌ରେ ବସିଥିଲେ ପର୍ଯ୍ୟଟକ। ମାତ୍ର ଟୟ […]

toy-train

toy-train

Manoranjan Sial
  • Published: Friday, 15 October 2021
  • Updated: 15 October 2021, 08:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟୟ ଟ୍ରେନ ଗଡ଼ୁଥିବା ବେଳେ ଅଘଟଣ ଘଟିଛି। ଇଞ୍ଜିନରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଅଚଳ ହୋଇଗଲା ଟ୍ରେନ। ତେବେ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ରୁ ଅଧିକ ଯାତ୍ରୀ। ଆଜି ଦଶହରା ଉପଲକ୍ଷେ ପର୍ଯ୍ୟଟକଙ୍କ ଗହଳି ଥିଲା।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କିଛି ଦିନ ତଳେ ଟୟ ଟ୍ରେନ୍‌ର ଶୁଭାରମ୍ଭ ହୋଇଥିଲା। ଆଉ ଏହାର ମଜା ନେବା ପାଇଁ ଟୟ ଟ୍ରେନ୍‌ରେ ବସିଥିଲେ ପର୍ଯ୍ୟଟକ। ମାତ୍ର ଟୟ ଟ୍ରେନ ଗଡୁଥିବା ବେଳେ ହଠାତ ସର୍ଟ ସର୍କିଟ୍‌ରୁ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଧୂଆଁ ବାହାରିବା ଦେଖି ପର୍ଯ୍ୟଟକମାନେ ଭୟଭୀତ ହୋଇଯାଇଥିଲେ। ତେବେ ସୌଭାଗ୍ୟ ବଶତଃ ଟ୍ରେନ ଚାଳକ ବ୍ରେକ ମାରିବା ପରେ ଯାତ୍ରୀମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଆରମ୍ଭ ହୋଇଥିଲା ଟୟ ଟ୍ରେନ ସେବା। ଉଦ୍‌ଘାଟନ ପରଠୁ ଗୁରୁବାର ପର୍ଯ୍ୟଟକଙ୍କ ପାଇଁ ଗଡ଼ିଥିଲା ଟୟ ଟ୍ରେନ।

ସେପଟେ ନନ୍ଦନକାନନ କର୍ତ୍ତୃପକ୍ଷ ସର୍ଟ ସର୍କିଟ ଘଟଣାକୁ ସ୍ୱୀକାର କରିଛନ୍ତି। ଏହା ଏକ ଯାନ୍ତ୍ରିକ ତ୍ରୁଟି। ତେବେ ଯେ ପର୍ଯ୍ୟନ୍ତ ମରାମତି ନହୋଇଛି, ସେପର୍ଯ୍ୟନ୍ତ ଟୟ ଟ୍ରେନ ଗଡ଼ିବ ନାହିଁ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story