ଟ୍ରାକ୍ଟର ଡ୍ରାଇଭରଙ୍କୁ ପିଟିପିଟି ମାରିଦେଲେ!

ଯାଜପୁର (ଅଭୟ ପତି): ପୂର୍ବ ଶତ୍ରୁତାରୁ ଜଣେ ଟ୍ରାକ୍ଟର ଚାଳକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଯାଜପୁର ଜିଲ୍ଲା କୁଆଖିଆ ଥାନା ଶ୍ରୀବନ୍ତପୁର ଗାଁରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଟ୍ରାକ୍ଟର ଚାଳକ ଶ୍ୟାମସୁନ୍ଦର ସ୍ୱାଇଁଙ୍କ ମୃତଦେହ ଜବତ କରି ଏକ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶ୍ରୀବନ୍ତପୁର ଗାଁର ଅଚ୍ୟୁତାନନ୍ଦ ସ୍ୱାଇଙ୍କ ପୁଅ ହେଉଛନ୍ତି ଶ୍ୟାମସୁନ୍ଦର(୨୪)। ଆଜି ସେ ରକ୍ତାକ୍ତ ଜୁଡ଼ୁବୁଡ଼ୁ ହୋଇ ଗାଁ ନିକଟସ୍ଥ ନଦୀ ବନ୍ଧରେ […]

tracter-driver-murder-in-jajpur

tracter-driver-murder-in-jajpur

Manoranjan Sial
  • Published: Monday, 21 October 2019
  • Updated: 21 October 2019, 03:42 PM IST

Sports

Latest News

ଯାଜପୁର (ଅଭୟ ପତି): ପୂର୍ବ ଶତ୍ରୁତାରୁ ଜଣେ ଟ୍ରାକ୍ଟର ଚାଳକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଯାଜପୁର ଜିଲ୍ଲା କୁଆଖିଆ ଥାନା ଶ୍ରୀବନ୍ତପୁର ଗାଁରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଟ୍ରାକ୍ଟର ଚାଳକ ଶ୍ୟାମସୁନ୍ଦର ସ୍ୱାଇଁଙ୍କ ମୃତଦେହ ଜବତ କରି ଏକ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଶ୍ରୀବନ୍ତପୁର ଗାଁର ଅଚ୍ୟୁତାନନ୍ଦ ସ୍ୱାଇଙ୍କ ପୁଅ ହେଉଛନ୍ତି ଶ୍ୟାମସୁନ୍ଦର(୨୪)। ଆଜି ସେ ରକ୍ତାକ୍ତ ଜୁଡ଼ୁବୁଡ଼ୁ ହୋଇ ଗାଁ ନିକଟସ୍ଥ ନଦୀ ବନ୍ଧରେ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଯାଜପୁର ରୋଡ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରୁ ପ୍ରକାଶ, ବକେୟ ପଇସାକୁ ନେଇ ଶ୍ୟାମସୁନ୍ଦର ଓ ସ୍ଥାନୀୟ ଅଞ୍ଚଳର ଏକ ଆଦିବାସୀ ଦମ୍ପତିଙ୍କ ସହ ପୂର୍ବରୁ ପାଟିତୁଣ୍ଡ ହୋଇଥିଲା। ଏହାକୁ କେନ୍ଦ୍ରକରି ଶ୍ୟାମସୁନ୍ଦରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ପୁଲିସ ଏକ ମାମଲା ରୁଜୁ କରି ଦମ୍ପତିଙ୍କୁ ଅଟକ ରଖି ପଚରା ଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story