ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୀମାନ୍ତ ହାଟଭରଣ୍ଡି ବସ୍‌ଷ୍ଟାଣ୍ଡ ନିକଟରେ। ମୃତକଙ୍କ ନାଁ ରାମପ୍ରସାଦ ଗଣ୍ଡ। ତାଙ୍କ ଘର ଯୋଡ଼ିଙ୍ଗାରେ। ଆହତଙ୍କ ନାଁ ପ୍ରମିଳା ଗଣ୍ଡ। ତାଙ୍କ ଘର ଦେଓଭରଣ୍ଡି ଗାଁରେ। ଗତକାଲି ରାତି ପ୍ରାୟ ୮ଟା ବେଳେ ରାମପ୍ରସାଦ ତାଙ୍କ ବାଇକ୍‌ରେ ଦେଓଭରଣ୍ଡି ଭାନୁ […]

accident

accident

Jitendra Garnayak
  • Published: Friday, 21 December 2018
  • Updated: 21 December 2018, 12:18 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୀମାନ୍ତ ହାଟଭରଣ୍ଡି ବସ୍‌ଷ୍ଟାଣ୍ଡ ନିକଟରେ।

ମୃତକଙ୍କ ନାଁ ରାମପ୍ରସାଦ ଗଣ୍ଡ। ତାଙ୍କ ଘର ଯୋଡ଼ିଙ୍ଗାରେ। ଆହତଙ୍କ ନାଁ ପ୍ରମିଳା ଗଣ୍ଡ। ତାଙ୍କ ଘର ଦେଓଭରଣ୍ଡି ଗାଁରେ।

ଗତକାଲି ରାତି ପ୍ରାୟ ୮ଟା ବେଳେ ରାମପ୍ରସାଦ ତାଙ୍କ ବାଇକ୍‌ରେ ଦେଓଭରଣ୍ଡି ଭାନୁ ଗଣ୍ଡଙ୍କ ଝିଅ ପ୍ରମିଳାଙ୍କୁ ବସାଇ ଯୋଡ଼ିଙ୍ଗା ଆସୁଥିଲେ। ତେବେ ହାଟଭରଣ୍ଡି ବସ୍‌ଷ୍ଟାଣ୍ଡ ନିକଟରେ ସାମ୍ନା ପଟୁ ଆସୁଥିବା ଟ୍ରାକ୍ଟର ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ହିଁ ରାମପ୍ରସାଦଙ୍କର ମୃତ୍ୟୁ ଘଟିଥିଲା। ପ୍ରମିଳାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପ୍ରଥମେ ହାଟଭରଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

କୁନ୍ଦେଇ ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story