ଖେଳୁଥିଲେ, ଚଢ଼ିଗଲା ଟ୍ରାକ୍ଟର

ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା କରଞ୍ଜଆଡିଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।  ଗାଁ ଦାଣ୍ଡରେ ଖେଳୁଥିବା ଦୁଇ ଶିଶୁପୁତ୍ରଙ୍କ ଉପରେ ଏକ ଟ୍ରାକ୍ଟର ଚଢ଼ିଗଲା। ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ରହିଛି।  ମୃତକର ନାଁ କାଳିଆ ମଲିକ (୬)।  ଗୁରୁତର ଶିଶୁର ନାଁ ଅନିରୁଦ୍ଧ ମଲିକ (୬)। ଆଜି ଦିନ ପ୍ରାୟ ସାଢ଼େ ଏଗାରଟା ବେଳେ କାଳିଆ ଓ ଅନିରୁଦ୍ଧ ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ ଏକ […]

accident

accident

Jyoshna Pradhan
  • Published: Monday, 16 December 2019
  • Updated: 16 December 2019, 02:13 PM IST

Sports

Latest News

ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା କରଞ୍ଜଆଡିଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।  ଗାଁ ଦାଣ୍ଡରେ ଖେଳୁଥିବା ଦୁଇ ଶିଶୁପୁତ୍ରଙ୍କ ଉପରେ ଏକ ଟ୍ରାକ୍ଟର ଚଢ଼ିଗଲା। ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ରହିଛି।  ମୃତକର ନାଁ କାଳିଆ ମଲିକ (୬)।  ଗୁରୁତର ଶିଶୁର ନାଁ ଅନିରୁଦ୍ଧ ମଲିକ (୬)।

ଆଜି ଦିନ ପ୍ରାୟ ସାଢ଼େ ଏଗାରଟା ବେଳେ କାଳିଆ ଓ ଅନିରୁଦ୍ଧ ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ ଏକ ଟ୍ରାକ୍ଟର ପଛ କରି ଅଣ ଓସରିଆ ଗାଁ ରାସ୍ତାରେ ପଶୁଥିବା ବେଳେ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।  ଟ୍ରାକ୍ଟର ଚକ ଚଢ଼ି ଯିବା ଫଳରେ  ଦୁଇ ଶିଶୁ  ଚାପି ହୋଇ ଯାଇଥିଲେ।  ଘଟଣାସ୍ଥଳରୁ ଉଭୟ ଶିଶୁଙ୍କୁ ଗାଁ ଲୋକେ ଉଦ୍ଧାର କରି ବାସୁଦବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କାଳିଆକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନିରୁଦ୍ଧର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story