ତ୍ରିକୋଣୀୟ ପ୍ରେମ କାହାଣୀରେ ବଳି ପଡ଼ିଗଲେ ପ୍ରେମିକ!

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ତ୍ରିକୋଣୀୟ ପ୍ରେମ କାହାଣୀରେ ବଳି ପଡ଼ିଗଲେ ପ୍ରେମିକ! ଏକପାଖିଆ ପ୍ରେମିକ ଓ ମଧ୍ୟସ୍ଥି ମିଳିମିଶି ପ୍ରକୃତ ପ୍ରେମିକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଏପରି ଘଟଣା ବଲାଙ୍ଗିର ଟାଉନ୍‌ରେ ଘଟିଛି। ପୁଲିସ ଏହି ମାମଲାର ପର୍ଦ୍ଦାଫାସ କରିବା ସହିତ ଦୁଇ ଅଭିଯୁକ୍ତକୁ ଗିରଫ କରିଛି। ପୂରା ଘଟଣା ଏମିତି। ବଲାଙ୍ଗିର ସହର ସୁଦପଡା ଗାଁର ବିଶ୍ୱଦେବ ସାହୁ ଓ ଅମିତ ମନହୀରା ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଏକଥା ଜାଣିବା ପରେ […]

Bolangir

Bolangir

Manoranjan Sial
  • Published: Wednesday, 24 November 2021
  • Updated: 24 November 2021, 09:52 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ତ୍ରିକୋଣୀୟ ପ୍ରେମ କାହାଣୀରେ ବଳି ପଡ଼ିଗଲେ ପ୍ରେମିକ! ଏକପାଖିଆ ପ୍ରେମିକ ଓ ମଧ୍ୟସ୍ଥି ମିଳିମିଶି ପ୍ରକୃତ ପ୍ରେମିକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଏପରି ଘଟଣା ବଲାଙ୍ଗିର ଟାଉନ୍‌ରେ ଘଟିଛି। ପୁଲିସ ଏହି ମାମଲାର ପର୍ଦ୍ଦାଫାସ କରିବା ସହିତ ଦୁଇ ଅଭିଯୁକ୍ତକୁ ଗିରଫ କରିଛି।

ପୂରା ଘଟଣା ଏମିତି। ବଲାଙ୍ଗିର ସହର ସୁଦପଡା ଗାଁର ବିଶ୍ୱଦେବ ସାହୁ ଓ ଅମିତ ମନହୀରା ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଏକଥା ଜାଣିବା ପରେ ଦୁହିଁଙ୍କ ଭିତରେ କଥା କଟାକଟି ହୋଇଥିଲା। ଦୁଇଜଣଙ୍କ ଭିତରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳର ସମାଧାନ କରିବା ପାଇଁ ମଧ୍ୟସ୍ଥି ସାଜିଥିଲା ଶୁଭମ୍‌ ସିଂ।

ଶୁଭମ୍‌ ମଙ୍ଗଳବାର ବିଶ୍ୱଦେବଙ୍କୁ ତାଙ୍କ ଘରୁ ଡାକି ନେଇଥିଲା। ଏହା ପରେ ସେ ଅମିତଙ୍କୁ ଡାକିଥିଲା। ପରେ ତିନି ଜଣ ମିଶି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛ ପାର୍ଶ୍ୱକୁ ଯାଇଥିଲେ। ସେଠାରେ ତିନି ଜଣ ମିଶି ଗଞ୍ଜେଇ ଟାଣିଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ବିଶ୍ୱଦେବଙ୍କ ମୁଣ୍ଡକୁ ଲୁହା ରଡ୍‌ରେ ପିଟି ଦେଇଥିଲେ। ଏହା ପରେ ତାଙ୍କ ବେକ କାଟି ଦେଇଥିଲେ। ପରେ ପେଟ୍ରୋଲ୍‌ ଢ଼ାଳି ବିଶ୍ୱଦେବଙ୍କ ମୃତଦେହକୁ ପୋଡି ଦେଇଥିଲେ।

ଆଜି ସକାଳେ ବିଶ୍ୱବିଦ୍ୟାଳୟ ପଛ ପାର୍ଶ୍ୱରେ ଦର ପୋଡ଼ି ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ମୃତ ଯୁବକ ବିଶ୍ୱଦେବ ବୋଲି ପୁଲିସ୍‌ ଜାଣିବାକୁ ପାଇଥିଲା। ଏହା ପରେ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲା ପୁଲିସ୍‌। ବିଶ୍ୱଦେବଙ୍କୁ ଶୁଭମ୍‌ ଡାକି ନେଇଥିବା ପରିବାର ଲୋକେ କହିଥିଲେ। ଏହା ପରେ ପୁଲିସ୍‌ ଶୁଭମ୍‌କୁ ଅଟକ ରଖି ଜେରା କରିଥିଲା। ଜେରା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା।

ଶୁଭମ୍‌ ଓ ଅମିତ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଏହା ପରେ ପୁଲିସ ଶୁଭମ୍‌ଙ୍କ ଘରେ ଚଢ଼ଉ କରି ରକ୍ତ ଭିଜା ଛୁରୀ ଓ ଲୁହା ରଡ୍‌ ଜବତ କରିଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story