ଚାଲିଗଲା ୫ ଜୀବନ, ୬ ଗୁରୁତର: ଏନ୍‌ଏଚ୍‌ ଅବରୋଧ

ଭଦ୍ରକ (ରଶ୍ମିରଞ୍ଜନ ଦାସ/ତପନ ସ୍ୱାଇଁ): ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ଫେରୁଥିଲେ। ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ମାଡ଼ିଗଲା ୧୦ ଚକିଆ ଟ୍ରକ୍‌। ଘଟଣାସ୍ଥଳରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ ଜିଲ୍ଲା ରାହାଞ୍ଜରେ ଘଟିଛି। ସ୍କୁଲ ଛୁଟି ପରେ ରାଣୀତାଲ ହାଇସ୍କୁଲ ପିଲାମାନେ ରାହାଞ୍ଜ ନିକଟରେ ୧୬ ନମ୍ୱର ଜାତୀୟ ରାଜପଥ ଅତିକ୍ରମ […]

truck

truck

Rakesh Mallick
  • Published: Thursday, 19 July 2018
  • Updated: 19 July 2018, 06:29 PM IST

Sports

Latest News

ଭଦ୍ରକ (ରଶ୍ମିରଞ୍ଜନ ଦାସ/ତପନ ସ୍ୱାଇଁ): ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ଫେରୁଥିଲେ। ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ମାଡ଼ିଗଲା ୧୦ ଚକିଆ ଟ୍ରକ୍‌। ଘଟଣାସ୍ଥଳରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ ଜିଲ୍ଲା ରାହାଞ୍ଜରେ ଘଟିଛି।

ସ୍କୁଲ ଛୁଟି ପରେ ରାଣୀତାଲ ହାଇସ୍କୁଲ ପିଲାମାନେ ରାହାଞ୍ଜ ନିକଟରେ ୧୬ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏହି ସମୟରେ ଏକ ୧୦ ଚକିଆ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ୫ ଜଣ ଛାତ୍ରଛାତ୍ରୀ ମୃତ୍ୟୁ ଘଟିଥିଲା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ପିଲାମାନେ ଅସୁରାଳି ଗାଁର ବୋଲି ଜଣାପଡ଼ିଛି।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଉତ୍ତ୍ୟକ୍ତ ଲୋକେ ଜାତୀୟରାଜପଥ ଅବରୋଧ କରିଛନ୍ତି। ଏପରିକି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଟ୍ରକ୍‌ ଚାଳକ ଫେରାର ହୋଇ ଯାଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାକୁ କାବୁ କରିନେଇଥିବା ଜଣାପଡ଼ିଛି।

ଭଦ୍ରକରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତ ଛାତ୍ରଛାତ୍ରୀଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story