୨୫ ଶ୍ରମିକଙ୍କୁ ନେଇ ଯାଉଥିଲା ଟ୍ରକ୍‌, ଅଧା ବାଟରେ ଓଲଟି ପଡ଼ିଲା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ରାସ୍ତା କଡ଼କୁ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ୍‌ । ଏହି ଦୁର୍ଘଟଣାରେ ୨୦ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଓ ଆହତମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି […]

accident

accident

Niharika Rout
  • Published: Friday, 27 May 2022
  • Updated: 27 May 2022, 12:12 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ରାସ୍ତା କଡ଼କୁ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ୍‌ । ଏହି ଦୁର୍ଘଟଣାରେ ୨୦ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।

ଗୁରୁତର ଓ ଆହତମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ଶ୍ରମିକ ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀର ବୋଲି ଜଣାପଡ଼ିଛି।

ମୁକ୍ତାପଶିରୁ ରେଲୱେ କାମ ସାରି କମଳାଙ୍ଗ ଗାଁସ୍ଥିତ ରେଲୱେ ପ୍ରୋଜେକ୍ଟକୁ ଶ୍ରମିକମାନେ ଟ୍ରକ୍‌ରେ ଯାଉଥିଲେ।  ମାତ୍ର ବଡଝରା ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଟ୍ରକ୍‌ଟି ଓଲଟି ପଡିଥିଲା ।  ଡ୍ରାଇଭରଜଣକ ନିଶାସକ୍ତ ଥିବା  ଦୁର୍ଘଟଣା ଘଟିଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି ।  ବିପଦଜନକ ଭାବେ ଏକ ଗାଡ଼ିରେ ଶ୍ରମିକମାନଙ୍କୁ କିପରି ପଠା ଯାଉଥିଲା, ଏଥିନିମନ୍ତେ କିଏ ଅନୁମତି ଦେଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story