ଲୁଟ୍‌ ପରେ ଆକ୍ରମଣ: ମୁମୂର୍ଷୁ ଅବସ୍ଥାରେ ହାଇୱେ ଡ୍ରାଇଭର ଉଦ୍ଧାର

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥର କେନାଲ ବ୍ରିଜ୍‌ ନିକଟରେ ଜଣେ ହାଇୱେ ଡ୍ରାଇଭରଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହେଲେ ଯାଜପୁର ଚଢ଼ାଇଧରା ଅଞ୍ଚଳର ବିବେକ ପ୍ରଧାନ। ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଧଳା ରଙ୍ଗର ବୋଲୋରରେ କେତେ ଜଣ ଦୁର୍ବୃତ୍ତ ଆସି ହାଇୱେ […]

-murder

-murder

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 01:06 PM IST

Sports

Latest News

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥର କେନାଲ ବ୍ରିଜ୍‌ ନିକଟରେ ଜଣେ ହାଇୱେ ଡ୍ରାଇଭରଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହେଲେ ଯାଜପୁର ଚଢ଼ାଇଧରା ଅଞ୍ଚଳର ବିବେକ ପ୍ରଧାନ। ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଧଳା ରଙ୍ଗର ବୋଲୋରରେ କେତେ ଜଣ ଦୁର୍ବୃତ୍ତ ଆସି ହାଇୱେ ଡ୍ରାଇଭର ବିବେକଙ୍କୁ ଅପହରଣ କରି ନେଇଯାଇଥିଲେ। ସେଠାରେ ବିବେକଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ୍‌ କରିବା ପରେ ତାଙ୍କୁ ହାଣି ଦେଇଥିଲେ।  ତାଙ୍କ ଛାତି ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି।  ବିବେକ ନିଜକୁ ବଞ୍ଚାଇବା ଯାଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୬ କି.ମି. ଚାଲି ଆସିଥିଲେ। ଆଜି ଭୋର ୫ଟା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ପୋଲିସ୍‌କୁ ଖବର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story