ତେଲ ନଦୀକୁ ଖସିପଡ଼ିଲା ଟ୍ରକ୍‌

ଭବାନୀପାଟଣା (ରାଜକୁମାର ସିଂଦେଓ): ଭବାନୀପାଟଣା-ଖଡ଼ିଆଳ ରାଜ୍ୟ ରାଜପଥର ତୁରକେଲ ସ୍ଥିତ ତେଲ ନଦୀ ବ୍ରିଜରୁ ତଳକୁ ଆଜି ଗୋଟିଏ ଟ୍ରକ ଖସି ପଡ଼ିଛି। ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜ୍‌ ବାଡ଼ାକୁ ଧକ୍କା ଦେଇ ଓଲଟି ପଡ଼ିଥିବାରୁ ଚାଳକ ଓ ହେଲ୍‌ପର ତଳେ ଚାପି ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କର୍ଲାପଡା ପୁଲିସ ଓ ଅଗ୍ନିଶମ  କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନଦୀରେ ପ୍ରବଳ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି […]

truck-falls-off-bridge-over-Tel-river-near-Turkel-village

Manoranjan Sial
  • Published: Wednesday, 08 May 2019
  • Updated: 08 May 2019, 03:56 PM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂଦେଓ): ଭବାନୀପାଟଣା-ଖଡ଼ିଆଳ ରାଜ୍ୟ ରାଜପଥର ତୁରକେଲ ସ୍ଥିତ ତେଲ ନଦୀ ବ୍ରିଜରୁ ତଳକୁ ଆଜି ଗୋଟିଏ ଟ୍ରକ ଖସି ପଡ଼ିଛି। ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜ୍‌ ବାଡ଼ାକୁ ଧକ୍କା ଦେଇ ଓଲଟି ପଡ଼ିଥିବାରୁ ଚାଳକ ଓ ହେଲ୍‌ପର ତଳେ ଚାପି ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କର୍ଲାପଡା ପୁଲିସ ଓ ଅଗ୍ନିଶମ  କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନଦୀରେ ପ୍ରବଳ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି।

ଟ୍ରକଟି ରାୟପୁରରୁ ଖଡିଆଳ ଦେଇ ଭବାନୀପାଟଣା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story